ବାଛନ୍ତୁ ଗୋଟିଏ ନମ୍ବର ଏବଂ ଜାଣନ୍ତୁ ଆପଣଙ୍କ ବିଷୟରେ କିଛି ଖାସ କଥା….।

chose

ଆପଣ ମାନଙ୍କୁ ଆମର ପୋର୍ଟଲକୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ଜାଣି ଥିବେ କି । ପ୍ରତ୍ୟେକ ବ୍ୟକ୍ତି ନିଜ ନିଜ ଭବିଷ୍ୟତ ବିଷୟରେ ଜାଣି ନବା ପାଇଁ ସବୁ ସମୟରେ ଚେଷ୍ଟା କରି ଥାନ୍ତି । ସେମିତି ବେଳେ ଆମେ ଆଜି ଆପଣ ମାନଙ୍କୁ 1 ରୁ 6 ନମ୍ବର ବା ଆଧାର ରେ କହିବୁ କି ଆପଣ ମାନଙ୍କ ଜିବନ ସମନ୍ଧିତ କିଛି ବିଷେଶ କଥା ବିଷୟ ରେ । ଏଠାରେ ଆମେ ଆପଣ ଙ୍କୁ ଏହି ସଂଖ୍ୟା ଦେବୁ ଏବଂ ଆପଣ ମାନଙ୍କୁ ଏହି ଥି୍ରୁ କୈଣସି ଗୋଟିଏ ସଂଖ୍ୟା ବାଛିବା ପାଇଁ ପଡିବ ଏବଂ ସେମିତି ବେଳେ ଆମେ ଆପଣ ମାନଙ୍କୁ ସେହି ସଂଖ୍ୟା ରେ ରହି ଥିବା ଭବିଷ୍ୟ ବିଷୟ ରେ କହିବୁ ତେବେ ଆସନ୍ତୁ ସଂମ୍ପର୍ଣ୍ଣ ଭାବେ ଜାଣିବା ।

1to5

ଏଠାରେ ଯଦି ଆପଣ ମାନେ 1 କୁ ବାଛିଲେ ତେବେ । ଆପଣ ସ୍ୱନ୍ତ୍ରତା ପ୍ରିୟ ବ୍ୟକ୍ତି ଅଟନ୍ତି । ଆପଣ କାହା ଜିବନ ରେ ମୁଣ୍ଡ ପୁରେଇବା ପାଇଁ ଚେଷ୍ଟା କରନ୍ତି ନାହିଁ । ଆପଣ ମାନେ ନିଜ କାମ ରେ ହିଁ ସବୁ ବେଳେ ଖୁସି ରେ ରୁହନ୍ତି । ସେହି ପରି ଯଦି ଆପଣ ମାନେ 2 ନମ୍ବର କୁ ବାଛିଲେ ତେବେ । ଆପଣ ମାନେ ସବୁ ବେଳେ ଗୋଟିଏ ଅଲଗା ଦୁନିଆଁ ରେ ରହିବା ପାଇଁ ପସନ୍ଦ କରନ୍ତି । ଆପଣ ମାନେ ନିଜ କାମ ରେ ହିଁ ମତଲବ୍ ରଖନ୍ତି । ସେହି ପରି ବେଳେ ଆପଣ ମାନେ ସବୁ ବେଳେ ଅନ୍ୟ ମାନଙ୍କୁ ସାହାଯ୍ୟ କରିବା ପାଇଁ ପସନ୍ଦ କରନ୍ତି ।

ଯଦି ଆପଣ ମାନେ 3 ନମ୍ବର କୁ ବାଛିଛନ୍ତି । ତେବେ ଆପଣଙ୍କ ହୃଦୟ ନିର୍ମଳ ଅଟେ । ଜାହା ଆପଣଙ୍କ ହୃଦୟ ରେ ରହିଛି ତାହା ହିଁ ସବୁ ବେଳେ ଆପଣଙ୍କ ମୁହଂ ରେ ରହି ଥାଏ । ଆପଣ ସବୁ ବେଳେ ସତ କହିବାରେ ବିଶ୍ୱାସ କରନ୍ତି । 4 ମମ୍ବର ରେ ଆପଣ ଖୁସି ମିଜାଜ୍ ର ଅଟନ୍ତି । ଆପଣଙ୍କୁ ବୁଲେଇ ବଙ୍କେଇ କଥା ହେବା ପସନ୍ଦ ନୁହେଁ । 5 ନମ୍ବର ଆପଣ ସବୁ ବେଳେ ଜ୍ୱସିଲା ଶ୍ୱଭାବ ର ଅଟନ୍ତି । ଆପଣ ନିଜର ସମସ୍ତ କାର୍ଯ୍ୟ କୁ ପୂରା ଜୋସ୍ ସହିତ କରନ୍ତି । ଏଥି ପାଇଁ କେବେ ଆପଣ ବୋର ହୁଅନ୍ତି ନାହିଁ ।

number

ଶେଷ ରେ ଆପଣ 6 ବାଛିଛନ୍ତି ତେବେ ଏହି ବ୍ୟକ୍ତି ବହୁତ ବୁଦ୍ଧି ମାନ ଅଟନ୍ତି । ଏମାନେ ସମସ୍ତ ପରିସ୍ଥିତି ରେ ନିଜକୁ ଖାପ୍ ଖୁଆଇ ନିଅନ୍ତି । ଏମାନେ ସବୁ ବେଳେ ନିଜ ପରିବାର ଖୁସି ଦେବା ପାଇଁ ଚାହାଁନ୍ତି । ଏହି ଭଳି ଖବର ସବୁବେଳେ ପଢିବା ପାଇଁ ତଳେ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବେ ହିଁ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାନ୍ତୁ ।

Leave a Reply

Your email address will not be published. Required fields are marked *