କ୍ଲାସ ରୁମରେ ନିଜ ପ୍ରେମିକାକୁ ମଙ୍ଗଳସୁତ୍ର ପିନ୍ଧେଇଦେଲା ପ୍ରେମିକ- ଭିଡିଓ ଭାଇରାଲ । ତା ପରେ ଶିକ୍ଷକ ଜାହା କଲେ

145abc

ପ୍ରେମ ଏମିତି ଏକ ଜିନିଷ ଜାହା ମଣିଷକୁ କେବେ ଭଲ ବାଟକୁ ନେଇ ଯାଏ ତ କେବେ ଖରାପ ରାସ୍ତାକୁ ନେଇଯାଏ । ତେବେ ଏହି ପ୍ରେମ ପାଇଁ କେହି କେବେ କେବେ ଭଲ ରାସ୍ତାରେ ଚାଲନ୍ତି ତ , କେହି କେବେ କେବେ ନିଜର ସହୁ ସୀମା ଭୁଲି ଜାଇଥାନ୍ତି । ଆଜିର ଏହି ଖବରରେ ଆମେ ଏମିତି ଏକ ପ୍ରେମୀ ଯୁଗଳଙ୍କ ବିଷୟରେ ଜାଣିବା , ଯିଏ କ୍ଲାସ ରୁମରେ ସମସ୍ତଙ୍କ ସାମ୍ମାନାରେ ବାହା ହୋଇଗଲେ । ଏହି ଖବର ଟି ମାହାରାଷ୍ଟ୍ରର , ପ୍ରମେୟ ନ୍ୟୁଜ 7 ରେ ପ୍ରକାଶିତ ଏକ ରୋପଟରୁ କଣ ଘଟିଥିଲା ଖବର ଆସନ୍ତୁ ଜାଣି ନେବା ।

a13

ଶ୍ରେଣୀ ଗୃହରେ ଛାତ୍ରୀଙ୍କୁ ମଙ୍ଗଳସୂତ୍ର ପିନ୍ଧାଇ ବିବାହ କଲେ ଛାତ୍ର। +୨ ର ଦ୍ବିତୀୟ ବର୍ଷର ଦୁଇଜଣ ଛାତ୍ର-ଛାତ୍ରୀଙ୍କ ଏଭଳି କାର୍ଯ୍ୟକଳାପ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏହି କଥା ଦାଣ୍ଡରେ ପଡି ହାଟରେ ଗଡିବା ପରେ କଲେଜ କର୍ତ୍ତୃପକ୍ଷଙ୍କ ସମେତ ୨ ଜଣଙ୍କ ବାପ-ମାଆ ଚିନ୍ତାରେ ପଡିଯାଇଥିଲେ। ମହାରାଷ୍ଟ୍ରର ଆସିଫାବାଦରେ ଏଭଳି ଘଟଣା ଦେଖିବାକୁ ମିଳିଛି।

ଏହି ସମୟରେ ଶ୍ରେଣୀ ଗୃହରେ ଥିବା ଛାତ୍ରଛାତ୍ରୀମାନେ ଭିଡିଓ ରେକର୍ଡିଂ କରିଥିଲେ। ପରବର୍ତ୍ତୀ ସମୟରେ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହି ଘଟଣା ସଂପର୍କରେ କଲେଜରେ ସମସ୍ତ କର୍ମଚାରୀ ଜାଣିବା ସହ କଲେଜ ଅଧକ୍ଷଙ୍କ କାନରେ ପଡିଥିଲା। ଏଭଳି କାର୍ଯ୍ୟକଳାପ ପାଇଁ ଦୁଇଜଣଙ୍କୁ ଟିସି ଦେଇ କଲେଜରୁ ବାହାର କରି ଦିଆଯାଇଥିଲା। ଅନ୍ୟପଟେ କଲେଜର ଅଧକ୍ଷ ଛାତ୍ରୀ-ଛାତ୍ରୀଙ୍କ ବାପ-ମାଆଙ୍କୁ ଏହି ଘଟଣା ସଂପର୍କରେ ଜଣାଇଥିଲେ। ପଢ଼ା ବୟସରେ ଶ୍ରେଣୀ ଗୃହରେ ଏଭଳି କାର୍ଯ୍ୟକଳାପ ଯୋଗୁଁ ଅଭିଭାବକ ଲଜ୍ଜିତ ହୋଇଛନ୍ତି।

ତେବେ ଏତେ କମ ବୟସରେ ଛାତ୍ରଙ୍କର ଏଭଳି କାର୍ଯ୍ୟ ସମାଜ ପାଇଁ କେତେ ବିପଦ ଜନକ ଆମକୁ କମେଣ୍ଟରେ ନିଶ୍ଚୟ ଜଣାନ୍ତୁ । ପ୍ରତିଟି ଖବର ନିଜ ମୋବାଇଲରେ ପଢିବାକୁ ଚାହୁଁଥିଲେ ଗୋଟିଏ ଲାଇକ ନିଶ୍ଚୟ କରି ଦିଅନ୍ତୁ ।

Leave a Reply

Your email address will not be published. Required fields are marked *