ଏହି ହାର୍ଟ ମଧ୍ୟରୁ ବାଛନ୍ତୁ ଏକ ହାର୍ଟ ଏବଂ ଜାଣନ୍ତୁ କିଏ ଆପଣଙ୍କୁ ସବୁ ବେଳେ ମନେ ପକାଉଛି ।

heartt

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଜିବନ ରେ ଭଲ ପାଇବା ଏମିତି ଏକ ଜିନିଷ ଯେଉଁଥିରେ ମଣିଷ ପାଗଳ ପରି ହୋଇଥାଏ । ନିଜର ଭଲ ପାଇବା କୁ ପାଇବା କେବେ ବି ସହଜ ନୁହେଁ , ହେଲେ ବି ବହୁତ ଲୋକ ମାନେ ଏମିତି ଭଲ ପାଇବା ପାଇଁ ଚେଷ୍ଟା କରନ୍ତି ତାହା ମାନଷିକତା ହେଉ ବା ଭଗବାନ ଙ୍କ ପାଖରେ ପାର୍ଥନା କରିବା ।

ସେମିତି ରେ ଆମେ ଆପଣ ମାନଙ୍କୁ ଜଣେଇବୁ କି ଆପଣ ମାନଙ୍କ ପାଇଁ ସବୁ ବେଳେ କିଏ ପାର୍ଥନା କରୁଛି ବୋଲି । ଏବଂ କିଏ ଆପଣଙ୍କୁ ପାଇବା ପାଇଁ ପାଗଳ ପରି ହୁଅନ୍ତି ଜାଣିବା ପାଇଁ କିଛି ସଂଙ୍କେତ କହିବୁ ବାସ୍ ଆପଣଙ୍କୁ ତଳେ ଥିବା ହାର୍ଟ ମଧ୍ୟ ରୁ ଗୋଟିଏ ବାଛିବା ପାଇଁ ପଡିବ । ଏବଂ ଆସନ୍ତୁ ଜାଣି ନେବା ସେହି ବିଷୟ ରେ ।

heart

ତେବେ ଯଦି ପ୍ରଥମ ହାର୍ଟ କୁ ବାଛିଛନ୍ତି ତେବେ ସେ ନିକଟ ତର ବନ୍ଧୁ ଅଟନ୍ତି , ସେ ସବୁ ବେଳେ ପାଖା ପାଖି ରହିବାକୁ ଚେଷ୍ଟା କରନ୍ତି । ସେ ଆପଣଙ୍କ ସହ ସାରା ଜିବନ ରହିବାକୁ ଚାହାଁନ୍ତି ।

ସେହି ପରି ଆପଣ ମାନେ ଯଦି ଦ୍ୱତୀୟ ହୃଦୟ କୁ ବାିଛନ୍ତି ତେବେ ଆପଣ ଏହି ବିଷୟ ରେ ମୋଟେ ବି ଜାଣନ୍ତି ନାହିଁ କି ଆପଣଙ୍କୁ ପାଇବା ପାଇଁ କେହି ଜଣେ ବହୁତ ପାର୍ଥନା କରୁଛି ବୋଲି । ସେ ପ୍ରତ୍ୟେକ ସମୟ ରେ ଆପଣ ମାନଙ୍କର ଜିବନ ସାଥି ହେବାର ବର ଭଗବାନ ଙ୍କୁ ମାଗୁଛି ଏବଂ ଆପଣ ମାନଙ୍କୁ ସେ ନିଜ ଜିବନ ରୁ ଅଧିକ ଭଲ ପାଏ ସେ ।

ଯଦି ଆପଣ ତୃତୀୟ ହୃଦୟ କୁ ବାଛନ୍ତି ତେବେ ଆପଣ ମାନେ ଜାଣି ରଖିବା ଉଚିତ୍ କି ଆପଣ ମାନଙ୍କ ଲଭର ଆପଣଙ୍କୁ ପାଇବା ପାଇଁ ବହୁତ ଚେଷ୍ଟା କରନ୍ତି । ସେ ଆପଣଙ୍କୁ ପ୍ରେମ କରନ୍ତି ବୋଲି କହି ପାରୁ ନାହାଁନ୍ତି ହେଲେ ଭଗବାନ ଙ୍କ ପାଖରେ ପାର୍ଥନା କରୁିଛନ୍ତି କି ଆପଣ ତାଙ୍କୁ ମିଳନ୍ତୁ ବୋଲି ।

ଯଦି ଆପଣ ଚତୁର୍ଥ ହୃଦୟ କୁ ବାଛିଛନ୍ତି ତେବେ ଆପଣଙ୍କୁ ପାଇବା ପାଇଁ ଆପଣଙ୍କ ପୋଡଶୀ ପାର୍ଥନା କରନ୍ତି । ସବୁ ସମୟ ରେ ସେ ଆପଣଙ୍କୁ ଲୁଚି କରି ଦେଖନ୍ତି । ସେ ଆପଣଙ୍କୁ ଦେଖା କରିବା ପାଇଁ ଚେଷ୍ଟା କରନ୍ତି ହେଲେ ଏବେ ବି ସାହାସ ଜୁଟାଇ ପାରନ୍ତି ନାହିଁ ।

ସେହି ପରି ଆପଣ ମାନେ ଯଦି ପଞ୍ଚଳ ହୃଦୟ କୁ ବାଛିଛନ୍ତି ତେବେ ଆପଣଙ୍କୁ ହୃଦୟ ରୁ ପାଇବା ପାଇଁ କେହି ଚାହୁଁଛନ୍ତି ଏବଂ ସେ ଆପଣଙ୍କ ପାଇଁ ଲୁଚି କରି ପ୍ରଭୁ ଙ୍କ ପାଖରେ ପାର୍ଥନା କରନ୍ତି । ସେ ସବୁ ବେଳେ ଯଥା ସମ୍ଭବ ଆପଣଙ୍କ ସହିତ କଥା କହିବା ପାଇଁ ଚେଷ୍ଟା କରନ୍ତି ହେଲେ ହେଲେ ତାଙ୍କର କେବେ ବି ଆପଙ୍କ ସାମ୍ନା କୁ ଆସିବା ପାଇଁ ସାହାସ ହୋଇ ନାହିଁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *