3ଟି ଫୁଲ ମଧ୍ୟରୁ ବାଛନ୍ତୁ ଗୋଟିଏ । ଜାଣନ୍ତୁ ନିଜର ଭବିଷ୍ୟତ ଓ ଆଗାମୀ ଜୀବନ….।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କୁ ଆପଣ ମାନଙ୍କର ଭବିଷ୍ୟତ ବିଷୟ ରେ କହିବା ପାଇଁ ଚାହିଁବୁ । ତେବେ ଏଠାରେ ବିଷୟ ବସ୍ତୁ ଟି ରହିଛି ଏହି ଯେଉଁ ଫୋଟ ରେ ଆପଣ ମାନେ ଯେଉଁ ଫୁଲ ଦେଖୁଛନ୍ତି । ସେହି ଫୁଲ ର ଯେକୈଣସି ରଙ୍ଗ କୁ ଆପଣ ମାନେ ବାଛନ୍ତୁ । ମାନେ ଆପଣ ମାନେ ଏହି ତିନୋଟି ଫୁଲ ମଧ୍ୟ ରୁ ଯେଉଁଟା ଭଲ ଲାଗୁଛି ସେହି ଗୋଟି କୁ ବାଛନ୍ତି ଏହି ରଙ୍ଗ ଅନୁସାରେ ଆପଣ ମାନଙ୍କୁ ଆପଣ ମାନଙ୍କ ଭବିଷ୍ୟତ ବିଷୟରେ ସଂମ୍ପର୍ଣ୍ଣ ଭାବେ କହିବୁ । ସାଧାରଣ ଭାବେ ଆପଣ ମାନେ ଜାଣି ଥିବେ ଆଜିର କ୍ଷେତ୍ର ରେ ଲୋକ ମାନେ ଯେତେ ପରିମାଣ ରେ ପ୍ରଗତୀ କରୁଛନ୍ତି ଠିକ୍ ସେତିକି ପରିମାଣ ରେ ଅନ୍ଧ ବିଶ୍ୱାସ ମଧ୍ୟ ସମାଜରେ ବୃଦ୍ଦି ପାଇ ବାରେ ଲାଗିଛି । ସେମିତି ରେ ଆପଣ ମାନଙ୍କୁ ସେହିଥି ପାଇଁ ଏହି ତନୋଟି ଫୁଲ ଦେଖେଇବା ପାଇଁ ଚାହୁଁଛୁ । ତେବେ ଆସନ୍ତୁ ଏହି ଫୁଲ ଗୁଡ଼ିକ ବିଷୟ ରେ ଜାଣି ନେବା ।

flower3

ଯଦି ପ୍ରଥମେ ଆପଣ ମାନେ ହଳଦୀଆ ରଙ୍ଗ ର ଫୁଲ କୁ ବାଛିଛନ୍ତି । ତେବେ କହି ଦେଉଛୁ କି ଆପଣ ମାନଙ୍କ ଆଗାମୀ ଜିବନ ରେ ବହୁତ ଗୁଡ଼ିଏ ଅର୍ଥ ସମସ୍ୟା ଲାଗିବ । ଆପଣ ମାନଙ୍କ ଆୟ ଠାରୁ ବ୍ୟୟ ବହୁତ ପରିମାଣ ରେ ହେବ । କେବେ ଏମାନେ ଲୋଭି ସ୍ୱଭାବ ର ହୋଇ ନ ଥାନ୍ତି । ଏମାନଙ୍କର ସବୁ ବେଳେ ଆକାଶ ପରି ବିଶାଳ ହୃଦୟ ହୋଇ ଥାଏ ।

flower4

ସେହି ପରି ବେଳେ ଯେଉଁ ଲୋକ ମାନେ ଲାଲ ରଙ୍ଗ ଟିକୁ ଏଠାରେ ବାଛିଛନ୍ତି । ତେବେ ସେମାନଙ୍କୁ କହିବା ପାଇଁ ଚାହିଁବୁ କି । ସେମାନଙ୍କ ଜିବନ ରେ ସବୁ ସମୟ ରେ ନାନା ପ୍ରକାରର ସମସ୍ୟା ଲାଗି ରହି ଥାଏ । କେବେ ଭାଗ୍ୟ ଏମାନଙ୍କ ସହିତ ରହି ଥାଏ ତ କେବେ ରହେ ନାହିଁ । ହେଲେ ଏହି ରଙ୍ଗ କୁ ପସନ୍ଦ କରି ଥିବା ଲୋକ ମାନେ ବହୁତ ସୁନ୍ଦର ହୋଇ ଥାନ୍ତି । ଏବଂ ଏମାନଙ୍କ ହୃଦୟ ବି ବହୁତ ସୁନ୍ଦର ହୋଇ ଥାଏ । ଏମାନେ ଅତି ସହଜ ରେ କାହା ସହିତ ମିଶି ଜାଇ ଥାନ୍ତି । ଏବଂ ଫସି ମଧ୍ୟ ଜାଇ ଥାନ୍ତି ।

flower5

ଏବଂ ତୃତୀୟ ରେ ଯେଉଂ ଲୋକ ମାନେ ସବୁଜ ରଙ୍ଗ କୁ ବାଛି ଥିଲେ । ଏମାନେ ସବୁ ସମୟ ରେ ରଚନାତ୍ମକ ହୋଇ ଥାନ୍ତି । ଏମାନେ ସବୁ ସମୟ ରେ ନିର୍ମଳ ହୃଦୟ ର ହୋଇ ଥାନ୍ତି । ହେଲେ ଏମାନେ ବହୁତ ବଡ ବଡ ସମସ୍ୟା ର ସମାଧାନ ଅତି ସହଜ ରେ କରି ପାରନ୍ତି । ଏବଂ ଏମାନେ ସବୁ ବେଳେ ଗୋଟିଏ ସୁନ୍ଦର ଭବିଷ୍ୟତ ବିଷୟ ରେ ହିଁ ଚିନ୍ତା କରନ୍ତି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *