ଆଦିତ୍ୟାଙ୍କ ପୁରୁଣା ପ୍ରେମିକ ଚିନ୍ମୀୟ କଲେ ମହା ଖୁଲାସା – କହିଲେ ରାତିରେ ଆଦିତ୍ୟ ବିଛଣାରେ ମୋ ସହ ..

chhh

ହାଲୋ ହାଏ ଆପଣମାନଙ୍କୁ ଆମର ଏହି ଓଡ଼ିଆ ପୋର୍ଟାଲକୁ ସ୍ୱାଗତ ଜଣାଉଛୁ ପୁଣି ଏକ ନୂଆ ଟପିକ ସହିତ ଆଶା କରୁଛି ଆପଣମାନେ ସମସ୍ତେ ଭଲରେ ଥିବେ ତେବେ ଚାଲନ୍ତୁ ଜାଣିବା ଆଜିର ଏହି ଟପିକ। ବନ୍ଧୁଗଣ ବିଛଣା ପର୍ଯ୍ୟନ୍ତ ବହୁତ ସୁନ୍ଦର ଥିଲା ପ୍ରେମ ତାହାର ଯେତେବେଳେ ସିନ୍ଦୂରର ବେଳ ଆସିଲା ଘର ଲୋକ ବିଚରା ମାନିଲେନି ତାହାର ବିଛଣା ଯାଏ ତାଙ୍କର ଭଲ ପାଇବା ଠିକ ଠାକ ଥିଲା ହେଲେ ବାହାଘର ବେଳକୁ ସବୁ ଅଡୁଆ ହୋଇଗଲା ଏମିତି କିଛି କହି ସେଦିନ ଟିକିଟକ ଭିଡ଼ିଓ କରିଥିଲେ ଚିନ୍ମୟୀ। ତାଙ୍କୁ ନେଇ ସାରା ଓଡିଶାରେ ଚର୍ଚ୍ଚା ମାନବ ପ୍ରେମୀ ଆଦିତ୍ୟ ଦାସଙ୍କର ତଥାକଥିତ ପ୍ରେମୀକା ହଉଛନ୍ତି ଚିନ୍ମୟୀ ଏମିତିକି ଆଦିତ୍ୟଙ୍କର ମୃତ୍ୟୁ ଘଟଣାର ଅଡୁଆ ସୁତାରୁ ଏହି ଗୋଟିଏ ଘିଅ ବୋଲି କୁହାଯାଇ ପାରେ।

chin

ତେବେ ଚିନ୍ମୀୟଙ୍କର ଏହି ଭିଡିଓ ଭାଇରାଲ ହେବା ପରେ ଏବେ ଚାରିଆଡେ ଚର୍ଚାର ଗୋଟିଏ ବିଷୟ , ଚିନ୍ମୟ କହିଥିବା ବିଛଣା ଯାଏ ତାଙ୍କର ଭଲ ପାଇବା ଠିକ ଠାକ ଥିବାର ଅର୍ଥ କଣ ବୋଲି ପ୍ରଶ୍ନ ଉଠାଇଛନ୍ତି । କିଛି ଲୋକ ତାଙ୍କ ପ୍ରେମକୁ ମେଇ କାହିଁ କେତେ କାହାଣୀ ଲେଖି ସାରିଲେଣି । ଆଉ ଏଥିରେ ଘିଅ ପରି କାମ କରୁଛି ଚିନ୍ମୀୟଙ୍କର ଭାଇରାଲ ହେଉଥିବା ଟିକ ଟକ ଭିଡିଓ ।

ଚିନ୍ମୟୀ କହିଥିଲେ କଲ ରେକର୍ଡ ପୁରୁଣା ହୋଇଗଲାଣି ଭଲ କରି ଦେଖନ୍ତୁ ଆଉ କାନ ଖୋଲି ଶୁଣନ୍ତୁ ସେ ପୁଣି ରିସେପସନରେ କଲ ରେକର୍ଡ଼ିଂଗ ପୁରୁଣା ହୋଇଗଲାଣି ସେଥିପାଇଁ ଏଥର ପ୍ରୋଜେକ୍ଟରେ ଭିଡ଼ିଓ ଚାଲିବ ପୁଣି ବାହାଘର ରିସେପସନରେ କାହା ପାଇଁ ଆଉ କହୁ ଭିଡ଼ିଓ କଥା କହୁଛନ୍ତି ଚିନ୍ମୟୀ। ଆଦିତ୍ୟଙ୍କର ସହ ଏହି ଭିଡ଼ିଓର କିଛି ସମ୍ଫର୍କ ଅଛିକି ଏମିତି ଅନେକ ପ୍ରଶ୍ନ ସମସ୍ତଙ୍କର ମନରେ । ଆଦିତ୍ୟଙ୍କର ମୃତ୍ୟୁ ଘଟଣାର ତଦନ୍ତ ସରିନଥିବା ବେଳେ ଏବେ ଚିନ୍ମୟୀଙ୍କର କିଛି ଭିଡ଼ିଓ ଭାଇରାଲ ହେଉଛି। ଯେ ଟିକ ଟକ ପାଇଁ ଏମିତି କିଛି ଭିଡ଼ିଓ କରିଥିଲେ ଚିନ୍ମୟୀ ଯାହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି କୁହାଯାଉଛି ଚିନ୍ମୟୀ କାଳେ ଏମିତି ଭିଡ଼ିଓ ନିଜ ପ୍ରେମିକ ଆଦିତ୍ୟଙ୍କ ପାଇଁ କରିଥାଇ ପାରନ୍ତି।

chinmaye

ବିବାହ କରିନପାରିବା ପରେ ଭାଙ୍ଗିପଡି ହୁଏତ ସେ ଏମିତି ଭିଡ଼ିଓ କରିଥିବେ ହେଲେ ଏହାର ସତ୍ୟତା କେତେ ତାହା ନେଇ କିଛି ସ୍ପଷ୍ଟ ହୋଇନି। ଚିନ୍ମୟୀ ସେହି ଭିଡିଓରେ କହିଥିଲେ ମୁ ତମକୁ ଭଲ ପାଏ ମୁଁ ତୁମକୁ ଆଗରୁ ହିଁ ଭଲ ପାଇ ଆସୁଥିଲି ତତେ କାଲି ହିଁ ଭଲ ପାଉଥିଲି ତତେ ଆଜିବି ଭଲ ପାଉଛି ଆଉ ତତେ କାଲି ବି ଭଲ ପାଇବି ।

chinmayyy

ଆଦିତ୍ୟ ଦାସଙ୍କର ଘଟଣାର ତଦନ୍ତ ବେଳେ ସାଇକୋ ଲେଡି କଥା ଉଠୁଥିଲା ଯାହାକୁ ନେଇ ତାଙ୍କ ବାପା ଓ ଆଦିତ୍ୟଙ୍କର ସ୍ତ୍ରୀ ବିଦ୍ୟାଶ୍ରୀ ସେଦିନ କିଛି ସ୍ପଷ୍ଟ କରିନଥିଲେ। କିନ୍ତୁ ପରେ ଏ ଯୁବତୀ ବାଲେଶ୍ଵରର ନିଜକୁ ଆଦିତ୍ୟଙ୍କର ଏକ୍ସ ଗାର୍ଲଫ୍ରେଣ୍ଡ ବୋଲି ନୂଆ ତଥ୍ୟ ସାମ୍ନାକୁ ଆସିଥିଲା ଜେକି ସେ ନିଜେ ଏ କଥାକୁ ସ୍ୱୀକାର ମଧ୍ୟ କରିଥିଲେ ଏଭଳି ଆଦିତ୍ୟଙ୍କର ମୃତ୍ୟୁର ଆସିଥିଲା ଟ୍ଵିଷ୍ଟ। ମୁ ଆଶା କରୁଛି ଆମର ଏହି ଖବରଟି ଆପଣଙ୍କୁ ଭଲ ଲାଗିଥିବ ଯଦି ଟିକିଏ ଭଲ ଲାଗିଥାଏ ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ଏବଂ ତଳ ପେଜରେ ଲାଇକଟିଏ କରିଦିଅନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *