ଏହି ପରି ସିନ୍ଦୁର ଲଗାଇଲେ ବଢ଼ିଥାଏ ସ୍ୱାମୀଙ୍କ ଆୟୁଷ, ହୋଇଥାଏ ରୋଜଗାର ବୃଦ୍ଧି

sindura

ନମସ୍କାର ବନ୍ଧୁଗଣ ଆପଣଙ୍କୁ ଆମ ୱେବପୋର୍ଟାଲରେ ସ୍ୱାଗତ। ବନ୍ଧୁଗଣ,ସିନ୍ଦୂର ଏହା ଏକ ସର୍ବୋଚ୍ଚ ପବିତ୍ର ଜିନିଷ ଏବଂ ମହାନ୍ ଜିନିଷ ହୋଇଥାଏ। ବିବାହ କାର୍ଯ୍ୟରେ ଏହାକୁ ସର୍ବ ଶ୍ରେଷ୍ଟ ମାନ୍ୟତା ଦିଆଯାଏ। ମହିଳା ମାନଙ୍କ ମଥାର ରୁ ପରିଚୟ ମିଳିଥାଏ ଯେ ସେ ସଧବା କି ନୁହଁନ୍ତି। ଏହି ସିନ୍ଦୂର ନିଜର ସ୍ୱାମୀର ଲମ୍ବା ଆୟୁଷ ପାଇଁ ଲଗେଇଥନ୍ତି।

ହନୁମାନ ତାଙ୍କ ମାତା ଙ୍କୁ ପଚାରିଥିଲେ ତୁମେ ସିନ୍ଦୂର କାହିଁକି ଲଗୋଉଛ । ମାତା ଉତ୍ତରରେ କହିଥିଲେ ଯେ ସ୍ଵାମୀଙ୍କ ଲମ୍ବା ଆୟୁଷ ପାଇଁ ପିନ୍ଧିଛି । ହନୁମାନ ପ୍ରଭୁ ଶ୍ରୀ ରାମ ଚନ୍ଦ୍ର ଙ୍କୁ ନିଜର ସ୍ଵାମୀ ବୋଲି ମାନିଛନ୍ତି । ନିଜ ଦେହ ସାରା ସିନ୍ଦୂର ବୋଲିହେଇଥିଲେ ।

sindura

ସିନ୍ଦୂର ର ବିଧି କୁହେ ଯେ ଯେଉଁ ସ୍ତ୍ରୀ ର ମଥା ର ଯେତେ ଲମ୍ବା ସିନ୍ଦୂର ଗାର ଟାଣି ଥାଆନ୍ତି ତାଙ୍କ ସ୍ଵାମୀ ଙ୍କ ର ମାନ ସମ୍ମାନ ସେତେ ବଢ଼ିଥାଏ। ରୋଜଗାରରେ ଏବଂ ଆୟୁଷ ର ମଧ୍ୟ ବୃଦ୍ଧି ହୋଇଥାଏ ।

ଯେଉଁ ନାରୀ ଆଙ୍ଗୁଠିରେ ସିନ୍ଦୂର ଲଗାଇଥାନ୍ତି ତାଙ୍କ ସମ୍ପର୍କ ରେ ଦୂର ବଢ଼ିଥାଏ ।ଯେଉଁ ନାରୀ ମଥାରେ ଲୁଚିଲା ଭଳି ସିନ୍ଦୂର ଲାଗନ୍ତି ତାଙ୍କ ସ୍ଵାମୀ ଙ୍କ ର ମାନ ସମ୍ମାନ ହାନି ହୋଇଥାଏ । ବୈବାହିକ ଜୀବନ କ୍ଷୀଣ ହୋଇଥାଏ।

sindura

ସିନ୍ଦୂର ନାଇଲା ବେଳେ ନାକ ଉପରେ ଯଦି କିଛି ସିନ୍ଦୂର ପଡ଼ିଥାଏ ତେବେ ଏହା ଅତ୍ୟନ୍ତ ଶୁଭ ଦାୟକ ହୋଇଥାଏ । ଯେହେତୁ ସିନ୍ଦୂର ପବିତ୍ର ଜିନିଷ ତେବେ ଅପବିତ୍ର ସମୟରେ ପିନ୍ଧିବା ଅନୁଚିତ୍। ଘରେ ଠାକୁର ପୂଜା କରିବା ପୂର୍ବରୁ ସିନ୍ଦୂର ନେଇପାରିବେ। ପୂଜା କରିସାରିବା ପରେ ବି ନେଇପାରିବେ ।

ଯେଉଁ ନାରୀ ମଥାରେ ପିନ୍ଧି ସାରି ହାତରେ ଚୁଡ଼ି ଲାଗିବ ସ୍ଥାନରେ ଯଦି ଲାଗନ୍ତି ତେବେ ଏହା ଅତ୍ୟନ୍ତ ଶୁଭ ବୋଲି କୁହାଯାଇଥାଏ । ସିନ୍ଦୂର କେବେବି ଆଙ୍ଗୁଠି ରେ ଲଗେଇବେ ନାହୀ । ରୂପା କଣ୍ଟାରେ ଲଗାଇବେ।

ତେବେ ବନ୍ଧୁଗଣ ଆମେ ଆଶା କରୁଛୁ ଯେ ଆପଣଙ୍କୁ ଏହି ପୋଷ୍ଟ ଟି ପସନ୍ଦ ଆସିଥିବ ତେବେ ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ତଳେ ଲାଇକ କରନ୍ତୁ ଧନ୍ୟବାଦ।

Leave a Reply

Your email address will not be published. Required fields are marked *