ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ ବନ୍ଧୁଗଣ । ଆମେ ଆଜି ଆପଣ ମାନଙ୍କୁ ଏମିତି ଏକ ଉପାୟ ବିଷୟ ରେ କହିବୁ ଜାହାକୁ କରିବା ଦ୍ୱାରା ଆପଣ ମାନେ ଅତି ସହଜ ରେ ଧନ ଶାଳୀ ବ୍ୟକ୍ତି ହୋଇ ପାରିବେ ଏହା ପାଇଁ ଆପଣ ମାନେ ଏହି ଦୁଇଟି ଜିନିଷ କୁ କେବଳ ଜଳାନ୍ତୁ ଦେଖିବେ ଆପଣଙ୍କୁ କେହିବି କୋଟିପତି ହେବାରୁ ରୋକି ପାରିବେ ନାହିଁ ପ୍ରଥମେ ରହିଛି ଯଦି ଆପଣ ମାନେ ମାତା ଲକ୍ଷ୍ମୀ ଙ୍କୁ ଦୁଇଟି ଲବଙ୍ଗ ପ୍ରଦାନ କରନ୍ତି ତେବେ ଏହା ବହୁତ ଶୁଭ ହୋଇ ଥାଏ ମାତା ଲକ୍ଷ୍ମୀ ଙ୍କର ଲବଙ୍ଗ ଅତି ପ୍ରିୟ ହୋଇ ଥାଏ ବନ୍ଧୁମାନେ ଏହି ଦିନ ରେ ସଂନ୍ଧ୍ୟା ରେ ହାତ ଗୋଡ ଏବଂ ଉପରେ ଗଙ୍ଗା ପାଣି ଛିଞ୍ଚି କରି ଠାକୁର ବସ୍ତ୍ର ପିନ୍ଧି ଠାକୁର ଘରକୁ ଜାଆନ୍ତୁ ଏବଂ ଲାଲ୍ କପଡା ରେ ଦୁଇଟି ଲବଙ୍ଗ ଏବଂ ଗୋଟିଏ ଦୀପ ରଖନ୍ତୁ ଏବଂ ଘିଅ ବହୁତ ଶୁଭ ହୋଇ ଥାଏ ଏବଂ ସଳିତା ଲାଲ୍ ରଙ୍ଗର ହେବା ଆବଶ୍ୟକ ଅଟେ ।
ଏବଂ ପରେ ମାଆ ଙ୍କୁ ଆରଧନା କରି ମାଆ ଙ୍କ ଆଗରେ ଏହି ଦୀପ ଜଳାନ୍ତୁ ଏବଂ ପରେ ମାଆ ଙ୍କୁ ଆରତୀ କରିବା ସମୟ ରେ ସେହି ଦୀପ ମଧ୍ୟ ରେ ଗୋଟିଏ ଲବଙ୍ଗ ପକେଇ ଦିଅନ୍ତୁ ଏବଂ ପରେ ଆପଣ ମାନଙ୍କ ସମସ୍ତ ଇଚ୍ଛା ମାଆ ଙ୍କୁ କୁହନ୍ତୁ ଏବଂ ପରେ ଆଉ ଗୋଟିଏ ଲବଙ୍ଗ କୁ ସେହି ଦୀପ ରେ ପୁଣି ପକେଇ ଦିଅନ୍ତୁ ଏବଂ ପରେ ପର ଦିନ ସେହି ଦୀପ ରେ ପଡି ରହି ଥିବା ଲବଙ୍ଗ କୁ ନେଇ ଅସ୍ୱସ୍ଥ ଗଛ ମୂଳ କୁ ଜାଆନ୍ତୁ ।
ଏବଂ ପରେ ଆପଣ ମାନେ ମାଆ ଲକ୍ଷ୍ମୀଏବଂ ବିଷ୍ଣୁ ଙ୍କୁ ଆରଧନା କରି ଗଛ ମୂଳେ ସେହି ଲବଙ୍ଗ କୁ ପୋତି ଦିଅନ୍ତୁ , ପରେ ଦେଖିବେ ଆପଣ ମାନଙ୍କର ମନସ୍କାମନା ସଂମ୍ପର୍ଣ୍ଣ ଭାବେ ପୂରଣ ହେବା ସହିତ ଆପଣ ମାନଙ୍କ ପାଖରେ କେବେ ବି ଧନ ର ଅଭାବ ହେବ ନାହିଁ , ଏବଂ ଆପଣ ମାନେ ନିଶ୍ଚିତ ଭାବେ ଆପଣ ମାନଙ୍କର ଧନ ସଂମ୍ପତୀ କୁ ବୃଦ୍ଧି କରି ପାରବେ , ଏହା ସହିତ ବନ୍ଧୁଗଣ ଆପଣ ମାନଙ୍କ ଘରେ ରହି ଥିବା ନାକାରାତ୍ମକ ଶକ୍ତି କ ଉତ୍ସ ସବୁ ଦୂରେଇ ଯିବେ ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।