ଆଜି ଘରକୁ ଆଣନ୍ତୁ ଏହି ଗୋଟେ ଜୀନିଷ ଜିବନ ସାରା ଧନର ଅଭାବ ରହିବନି |

pa

ଆପଣ ମାନଙ୍କୁ ଆମ ର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ହେଲା ପବିତ୍ର ପଣା ସଂକ୍ରାନ୍ତି ଏବଂ ଓଡିଆ ନବବର୍ଷ ମଧ୍ୟ ତେବେ ଆପଣ ମାନଙ୍କୁ ହାର୍ଦ୍ଧିକ ଶୁଭ କାମନା , ତେବେ ଆମେ ଆଜି ଆପଣ ମାନଙ୍କୁ ଜଣେବୁ କି ଆପଣ ମାନେ ଏହି ପବିତ୍ର ପଣା ସଂକ୍ରାନ୍ତି ଦିନ ଏହି 5 ଟି ଜିନିଷ ମଧ୍ୟ ରୁ ଯେକୈଣସି ଜିନିଷ ଘର କୁ ଆଣିଲେ ବର୍ଷ ସାରା ଘରେ ଧନ ର ଅଭାବ ଦେଖିବା ପାଇଁ ମିଳେ ନାହିଁ , ତେବେ ବନ୍ଧୁଗଣ ଆମେ ଆପଣ ମାନଙ୍ରୁ ସେହି ଜିନିଷ ବିଷୟ ରେ ଏଠାରେ କହିବୁ , ବନ୍ଧୁଗଣ ଯଦି ଆପଣ ମାନେ ଯଦି କୈଣସି ବି ସମସ୍ୟା ଫସି ରହିଛନ୍ତି ତେବେ ନୂଆ ବର୍ଷ ଆପଣ ମାନେ ଭଗବାନ ଗଣେଷ ଙ୍କ ମୃତି ନିଶ୍ଚିତ ଭାବେ ଆଣନ୍ତୁ , କାରଣ ନୂଆ ବର୍ଷ ବୁଧବାର ଦିନ ପଡୁଛି । ଜାହାକି ଭଗବାନ ଗଣେଶ ଙ୍କ ଅତି ପ୍ରିୟ ଦିନ ଅଟେ ,nadia

ସେହି ପରି ବନ୍ଧୁଗଣ ଆପଣ ମାନେ ଏହି ବର୍ଷ ର ଆରମ୍ଭ ଯଦି ନଡିଆ ଭାଙ୍ଗି ଆରମ୍ଭ କରାଯାଏ ତେବେ ଆପଣ ମାନଙ୍କ ପାଇଁ ବହୁତ ଶୁଭ ହୋଇଥାଏ ଏହା ଦ୍ୱାରା ଆପଣ ମାନଙ୍କର ସଫଳତା ର ରାସ୍ତା ବି ଖୋଲିଯାଏ ଘରୁ ସମସ୍ତ ନାକାରାତ୍ମକ ଉର୍ଜା ଦୂରେଇ ଯାଏ । ସେହି ପରି ତିନି ରେ ହେଲା ମୟୁର ପଙ୍ଖ ବନ୍ଧୁଗଣ ଆପଣ ମାନେ ସବୁ ସମୟ ରେ ଘର ର ଧନ ର ସମସ୍ୟା କୁ ନେଇ ଚିନ୍ତା ରେ ରହିଛନ୍ତି , ତେବେ ଆପଣ ମାନେ ଏହି ପବିତ୍ର ମହା ବିଶୁବବ ସଂଙ୍କ୍ରାନ୍ତି ଦିନ ମୟୁର ପଙ୍ଖ ନିଶ୍ଚିତ ଭାବେ ଆଣନ୍ତୁ , ଏମିତି କରିଲେ ଆପଣ ମାନଙ୍କ ଧନର ସମସ୍ୟା ଦୂର ହୁଏ , ସେହି ପରି ଆପଣ ମାମଙ୍କ ପାଖରେ ଟଙ୍କା ପଇସା ର ଅଭାବ ରହି ଥିଲେ ଆପଣ ମାନେ ଏହି ଦିନ ରେ ଘରକୁ ପାଚିଲା ବେଲ ବା ପାଚିଲା ଫଳ ନେଇ କରି ଆସନ୍ତୁ ଦେଖିବେ ଘରେ କେବେ ବି ଧନ ର ଅଭାବ ହେବ ନାହିଁ ।bala

ସେହି ପରି ବନ୍ଧୁଗଣ ଗୃହ ଶାନ୍ତି ପାଇଁ ଏବଂ ବାସ୍ତୁ ଦୋଷ ଖଣ୍ଡନ ପାଇଁ ଆପଣ ମାନେ ଘରେ ଭଗବାନ ହନୁମାନ ଙ୍କ ଫୋଟ ବା ମୃତି ରଖିବା ଆବଶ୍ୟକ ଯଦି ନାହିଁ ଏହି ଦିନ ରେ ଘର କୁ ଆଣନ୍ତୁ । ଯଦି ବନ୍ଧୁଗଣ ଆପଣ ମାନେ ଏହି ସବୁ ଜିନିଷ ଘରକୁ ଆଣନ୍ତି ତେବେ ଆପଣ ମାନଙ୍କର କୈଣସି ବି ଅସୁବିଧା ଭୋଗ କରିବା ପାଇଁ ପଡିବ ନାହିଁ , ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *