ରାଞ୍ଚି | ବର୍ତ୍ତମାନ ପର୍ଯ୍ୟନ୍ତ 90% କରୋନା ଜୀବାଣୁ ସନ୍ଦିଗ୍ଧମାନେ ଝାଡଖଣ୍ଡର ବୃହତ୍ତମ ଡାକ୍ତରଖାନା ରାଜେନ୍ଦ୍ର ମେଡିକାଲ ଇନଷ୍ଟିଚ୍ୟୁଟ ରିମ୍ସ ରାଞ୍ଚିରୁ ଖସି ଚାଲି ଆସିଛନ୍ତି। ଅନୁସନ୍ଧାନ ପାଇଁ RIMS ପରିଚାଳନାକୁ ନମୁନା ଦେବା ପରେ ପ୍ରଶାସନ ନିଖୋଜ ସନ୍ଦିଗ୍ଧମାନଙ୍କୁ ଖୋଜା ଖୋଜି କରୁଛି। ପ୍ରଶାସନର କହିବା କଥାକି ରିପୋଟ ଆସିବା ପୁର୍ବରୁ ସନ୍ଦିଗ୍ଧ ଲୋକ ଧରାଯିବେ। ରାଜ୍ୟରେ ମହାମାରୀ ଆଇନ ଲାଗୁ ହେବା ପରେ ରାଞ୍ଚି, ରାମଗଡ, ଗିରିଡିହ, ଚାଟ୍ରା, ଗୁମଲା, ଧନବାଦ୍ ଏବଂ ଚାଇବାସା ସମେତ ଅନେକ ଜାଗାର କରୋନା ସନ୍ଦିଗ୍ଧ ବ୍ୟକ୍ତି ଖସି ଯାଇଛନ୍ତି। ଏଭଳି ପଳାତକ ସନ୍ଦିଗ୍ଧଙ୍କୁ ଚିହ୍ନଟ କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ସାଧାରଣ ଲୋକଙ୍କୁ ସଚେତନ କରିଛି। ବୁଧବାର ଦିନ ଲାଟେହାର ସଦର ଡାକ୍ତରଖାନାରେ କରୋନା ଜୀବାଣୁ ସନ୍ଦେହ କରାଯାଉଛି। ରୋଗୀଙ୍କୁ ଡାକ୍ତରମାନେ ୱାର୍ଡରେ ଭର୍ତ୍ତି କରି ଚିକିତ୍ସା ଆରମ୍ଭ କରିଛନ୍ତି। ଲାଟେହାର ଜିଲ୍ଲାର ବାରୱାଡିହ ବ୍ଲକ ଅନ୍ତର୍ଗତ ଗଣେଶପୁରର ବାସିନ୍ଦା ଶକିଲ ଓରୋନ ପିତା ହରି ଓରାଓନ (20 ବର୍ଷ) କରୋନା ଜୀବାଣୁ ସଂକ୍ରମଣର ଲକ୍ଷଣ ଦେଖିଥିଲେ। ହେଲେ ନିଜର ସାମ୍ପଲ ଦେବା ପରେ , ସେ ମେଡିକାଲ ରେ ନ ରହି କୁଆଡେ ଖସି ଜାଇଛନ୍ତି ,
ଏ ପଟେ କରୋନାକୁ ନେଇ ସବୁଆଡେ 144 ଧାରା ଲଗୁ ରହିଥିବା ବେଳେ , ମେଡିକାଲରୁ ଏମିତି ରୋଗୀ ଖସି ପଳେଇବା ସାଧାରଣ ଭାବେ ଲୋକ ମାନଙ୍କ ମଧ୍ୟରେ ଭୟର ବାତା ବରଣ ସୃଷ୍ଟି କରିଛି , ଏହି ପରି ସମୟରେ ମଧ୍ୟ ସୋସିଆଲ ମିଡିଆରେ କରୋନା ସମ୍ପର୍କରେ ଅନେକ ଗୁଜବ ପ୍ରଚାରିତ ହେବାରେ ଲାଗିଛି , କିଛି ଲୋକ ଏ ମଧ୍ୟ କହୁଛନ୍ତି କି ଅଧିକ ଖରାରେ ବା ଗରମରେ କରୋନା ଜୀବାଣୁ ମରିଜିବ , ତେବେ ଏହା ପଛରେ ସତ୍ୟତା କମ ଆସନ୍ତୁ ଜାଣିବା ,
ବହୁତ ସମୟ ରେ ଜିବାଣୁ ମାନେ ଅଧିକ ଟେମ୍ପ୍ରେଚର କୁ ସହ୍ୟ କରି ପାରନ୍ତି ନାହିଁ । ସେମିତି ବେଳେ ଜ୍ୱର ଆମକୁ ସଂଙ୍କେତ ଦେଇ ଥାଏ । ସେମିତିରେ ଦେଖିବାର କଥା କି ଏହି ଭାଇରସ ଗରମରେ କେତେ ପରିମାଣ ରେ ଟେକି ପାରୁଛି । ହେଲେ ଆମେ କହି ରଖୁଛୁ ବୌଙ୍ଗାନିକ ମାନେ କେବଳ ଅନୁମାନ କରିଛନ୍ତି କି ଅଧିକ ଉତ୍ତାପରେ ଏହି ଭାଇରସ ରହି ପାରେନା , ହେଲେ ଏହାର ପୃଷ୍ଟି ଏବେ ଜାଏ ହୋଇ ପାରି ନାହିଁ । ତେଣୁ ଏବେ ଯାଏ ଆମେ ମଧ୍ୟ ସମ୍ପର୍ଣ୍ଣ ରୁପେ ଜାଣିନେ କି ଏହା ଗରମରେ ବଞ୍ଚିରହେ ନା ମରିଯାଏ ।
ଚୀନରୁ ଆରମ୍ଭ ହୋଇ ଥିବା କୋରନା ଭାଇରସ ବର୍ତମାନ ସମୟରେ ଦୁନିଆଁ ପାଇଁ ବହୁତ ବଡ ଟେନସନ ବନି ସାରିଛି । ଏହି ଥିରେ ଇନଫେକ୍ଟ ହୋଇ ଥିବା ଲୋକ ସଂଖ୍ୟା ଏହି ଦିନରେ ଦେଢ ଲକ୍ଷ ହେବାକୁ ଯାଉଛି । ଏହି ଦିନରେ ଏହା 4 ହଜାରକୁ ମୃତକଙ୍କ ସଂଖ୍ୟା ଛୁଇଁବା ପାଇଁ ଯିବାକୁ ଥିବା ବେଳେ ଶୁକ୍ରବାର କୁ ଭାରତ ରେ 39 ରୋଗୀ ଙ୍କ ରିପୋର୍ଟ ହୋଇ ଥିଲା ଏହା ସହିତ ଭାରତରେ କରୋନା ଆକ୍ରାମିତ ସଂଖ୍ୟ 100 ପାର ହୋଇଛି । ଏବଂ ସେହି ପରି ବେଳେ ବର୍ତମାନ ସମୟରେ ଭାରତ ରେ 02 ଜଣ ଙ୍କ ମୃତ୍ୟୁ ହୋଇ ଥିବାର ଜଣା ପଡିଛି ।