ଓଡ଼ିଆ ଅଭିନେତା ଅଶ୍ୱିନୀ ଙ୍କୁ ନେଇ ଆସିଲା ବଡ଼ ଦୁଃଖ ଖବର ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଓଡିଆ ଅଭିନେତା ଅଶ୍ୱନୀ ତ୍ରୀପାଠୀ ଙ୍କୁ ନେଇ ଆସିଲା ବଡ ଦୁଖଃଦ ଖବର ଜାଣନ୍ତୁ ଏହାର ସତ୍ୟାସତ ତେବେ ବନ୍ଧୁଗଣ ବର୍ତମାନ ସମୟ ରେ ବଡ ଖବର ଆପଣ ମାନଙ୍କର ପ୍ରିୟ ଅଭିନେତା ବା ଲୋକପ୍ରିୟ ଏଙ୍କର ଭାବେ ବେସ୍ ପରିଚିତ ରହିଥିବା ଅଶ୍ୱନୀ ତ୍ରୀପାଠୀ ଙ୍କୁ ନେଇ ଏକ ବଡ ଖବର ଆସିଜାଇଛି ।

Odia actor Ashwini

ବର୍ତମାନ ହସ୍ପିଟାଲ ବେଡ୍ ରେ ଅଶ୍ୱନୀ ତ୍ରୀପାଠୀ ଏବଂ ତାଙ୍କର ଚିକିତ୍ସା ଜାରି ରହିଛି ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଆପଣ ମାନଙ୍କର ପ୍ରିୟ ଅଭିନେତା ବା ଲୋକପ୍ରିୟ ଏଙ୍କର ଭାବେ ବେସ୍ ପରିଚିତ ରହିଥିବା ଅଶ୍ୱନୀ ତ୍ରୀପାଠୀ । ଯେକି ଲଭ୍ ଗୁରୁଭାବେ ବହୁତ ପରିଚିତ ଏବଂ ଆଲବମ୍ ହିରୋ ଭାବେ ବି ବହୁତ ଭଲ ଭାବେ ପରିଚିତ ରହିଥିବେ ।

ଯିଏ କି ବହୁତ ସାରା ଆଲବମ୍ ରେ ନିଜର ଭଲ ଡେନ୍ସ ଶୈଳି ଏବଂ ଅଭିନୟ ଦେଖେଇଛନ୍ତି । ହେଲେ ଏହି ଦିନ ରେ ଅଶ୍ୱନୀ ତ୍ରୀପାଠୀ ଙ୍କ ପତ୍ନୀ ପ୍ରେରଣା ତ୍ରୀପାଠୀ ନିଜର ସୋସିଆଲ ମିଡିଆ ଏକାଉଣ୍ଟ ରେ ସୂଚନା ପ୍ରଦାନ କରିଛନ୍ତି । ଯେଉଁଥିରେ ଅଶ୍ୱନୀ ତ୍ରୀପାଠୀ ମେଡିକାଲ ବେଡ୍ ରହିଥିବାର ଏକ ଫୋଟ କୁ ସେ ସେୟାର କରିଛନ୍ତି ।

Ashwini

ବର୍ତମାନ ହସ୍ପିଟାଲ ବେଡ୍ ରେ ଅଶ୍ୱନୀ ତ୍ରୀପାଠୀ ଏବଂ ତାଙ୍କର ଚିକିତ୍ସା ଜାରି ରହିଛି ତେବେ ବନ୍ଧୁଗଣ ଅଶ୍ୱନୀ ତ୍ରୀପାଠୀ ଙ୍କ ଛାତିରେ ଏକ ସର୍ଜରୀ ହୋଇଥିବାର ସୂଚନା ସୋସିଆଲ ମିଡିଆ ଜାରି ହୋଇଛି । ଏବଂ ସେ ବର୍ତମାନ ସମୟ ରେ ସୁସ୍ଥ ରହିଛନ୍ତି ବୋଲି ସୂଚନା ପ୍ରଦାନ କରିଛନ୍ତି । ଏବଂ ଏଠାରେ ଆମେ ଭଘବାନ ଙ୍କ ନିକଟ ରେ ପାର୍ଥନା କରୁଛି କି ସେ ବହୁତ ଜଲ୍ଦି ସୁସ୍ଥ ହୋଇ ଆମ ମାନଙ୍କ ଗହଣ କୁ ଫେରିଆସନ୍ତୁ ବୋଲି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *