ପିକନିକ ଗଲେ Bhoomika ଓ Swaraj, ଦେଖନ୍ତୁ କିପରି ରାସ୍ତା ମଝିରେ କରୁଛନ୍ତି ବୋବାଲିଆ ଡ୍ୟାନ୍ସ

Swaraj

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ କଳାକାର ମାନଙ୍କୁ ବହୁତ ଭଲ ଭାବରେ ଜାଣିଥିବେ । ଏହି କଳାକାର ମାନେ ନିଜ ଲାଇଫ ଷ୍ଟାଇଲ ଏବଂ ନିଜ ଅଭିନୟ ପାଇଁ ସବୁ ସମୟରେ ଚର୍ଚ୍ଚାରେ ରୁହନ୍ତି । ତେବେ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଓଡିଆ କଳାକାରଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମ ଓଡିଆ ଇଣ୍ଡଷ୍ଟ୍ରିରେ ଅଭିନୟ କରି ଲୋକପ୍ରିୟତା ହାସଲ କରିଛନ୍ତି ।

ଏହି ଓଡିଆ କଳାକାର ଦୁଇଜଣ ହେଉଛନ୍ତି ସ୍ଵରାଜ ଏବଂ ଭୂମିକା । ଆପଣ ମାନେ ସମସ୍ତେ ସ୍ଵରାଜ ଏବଂ ଭୂମିକାଙ୍କୁ ବହୁତ ଓଡିଆ ଫିଲ୍ମରେ ଦେଖିଥିବେ । ଉଭୟ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ବହୁତ ସୁପର ହିଟ ଫିଲ୍ମ କରି ସୁନାମ ଅର୍ଜନ କରିଛନ୍ତି ଏବଂ ଆମ ଓଡିଶାରେ ଉଭୟଙ୍କ ଲୋକପ୍ରିୟତା ମଧ୍ୟ ବହୁତ ଅଧିକ ରହିଛି । ଆପଣ ମାନେ ଉଭୟ ସ୍ଵରାଜ ଏବଂ ଭୂମିକାଙ୍କୁ ଏକା ସହିତ ଅନେକ ସୁପର ହିଟ ଫିଲ୍ମରେ ଦେଖିଥିବେ ଏବଂ ଉଭୟଙ୍କ ଯୋଡିକୁ ମଧ୍ୟ ସବୁ ଖୁବ ପସନ୍ଦ କରନ୍ତି ।

Bhoomika

ସ୍ଵରାଜଙ୍କ ଅଭିନୟ ଆଉ ଲାଇଫ ଷ୍ଟାଇଲକୁ ଓଡିଶା ବାସୀ ବହୁତ ପସନ୍ଦ କରନ୍ତି । ସେହିପରି ଭୂମିକାଙ୍କ ସୁନ୍ଦରତା ପାଇଁ ତ ଅନେକ ଲୋକ ପାଗଳ ଅଛନ୍ତି । ତେବେ ଆପଣ ମାନେ ସମସ୍ତେ ତ ଏହା ନିଶ୍ଚୟ ଜାଣିଥିବେ କି ଉଭୟ ସ୍ଵରାଜ ଏବଂ ଭୂମିକା ପ୍ରଥମେ ଶିଶୁ କଳାକାର ଭାବେ ଓଡିଆ ଇଣ୍ଡଷ୍ଟ୍ରିରେ ପାଦ ଥାପିଥିଲେ । ଶିଶୁ କଳାକାର ଭାବେ ଉଭୟ ସ୍ଵରାଜ ଏବଂ ଭୂମିକାଙ୍କୁ ପ୍ରଥମେ ସମସ୍ତେ ଜାଣିଥିଲେ ।

ସୋସିଆଲ ମିଡିଆରେ ଏବେ ସ୍ଵରାଜ ଏବଂ ଭୂମିକାଙ୍କର ଏକ ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓ ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ବନ୍ଧୁଗଣ ଭାଇରାଲ ହେଉଥିବା ଭିଡିଓରେ ସ୍ଵରାଜ ଏବଂ ଭୂମିକା ପିକିନିକ ଯାଇଛନ୍ତି ।

ଏକ ସୁନ୍ଦର ଜାଗାରେ ଉଭୟ ନିଜ ସାଙ୍ଗ ମାନଙ୍କ ସହ ପିକିନିକ ଯାଇଛନ୍ତି । ଆଉ ଭିଡିଓରେ ଉଭୟ ଜବରଦସ୍ତ ଡ୍ୟାନ୍ସ ଆଉ ମସ୍ତି କରୁଥିବାର ନଜର ଆସୁଛନ୍ତି । ତେବେ ସ୍ଵରାଜ ଏବଂ ଭୂମିକାଙ୍କ ଏହି ଡ୍ୟାନ୍ସ ଭିଡିଓ ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ ରେ ଜଣାଇଦେବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *