କଞ୍ଚା ପିଆଜ ଖାଉଥିଲେ ୟେ ଖବର ନିଶ୍ଚୟ ଦେଖନ୍ତୁ….।

onnion

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନଙ୍କୁ ଆମେ ଆଜି କଞ୍ଚା ପିଆଜ ଖାଇବାର ଫାଇଦା ବିଷୟ ରେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ । ଆମେ ମାନେ ଆଜିର ସମୟ ରେ ଯେକୈଣସି ବି ତରକାରୀ କରି ଥାନ୍ତି । ତେବେ ସେହି ଥିରେ ପିଆଜ ର ବ୍ୟବହାର କରି ଥାନ୍ତି । ଏମିତି ରେ କଣ ଆପଣ ମାନେ କେବେ ଜାଣିବା ପାଇଁ ଚାହିଁଛନ୍ତ କି ଯେତେ ବେଳେ ଆପଣ ମାନେ ତରକାରୀ ରେ ପିଆଜ କୁ ବ୍ୟବହାର କରି ଥାନ୍ତି । ତେବେ ସେହି ସମୟ ରେ ସେହି ଥିରେ ଥିବା ପୈଷ୍ଟିକ ସାର ସବୁ ପୋଡି ଜାଇ ଥାଏ । ହେଲେ ଏପରି କ୍ଷେତ୍ର ରେ ଯଦି ଆପଣ ମାନେ ଏହାକୁ କଞ୍ଚା ଖାଇବା ପାଇଁ ଚେଷ୍ଟା କରୁଛନ୍ତି । ତେବେ ଏହା ଆପଣ ମାନଙ୍କ ପାଇଁ ବହୁତ ଭଲ ସାବ୍ୟସ୍ତ ହୋଇ ପାରେ । ତେବେ ଆସନ୍ତୁ ଏହାର ଫାଇଦା ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣି ନେବା ।

onion2

ବହୁତ ସମୟ ରେ ଲୋକ ମାନେ କଞ୍ଚା ସାଲେଡ୍ ଏବଂ ସେହି ପରି ବି ଖାଲି ପାଟିରେ ଖାଇବା ପାଇଁ ପସନ୍ଦ କରନ୍ତି । ତେବେ ସେମିତି କ୍ଷେତ୍ର ରେ ଆପଣ ମାନଙ୍କୁ ସୂଚନା ଦେବୁ କି ଏହି ପିଆଜ ରୁ ଭରପୁର ମାତ୍ରା ରେ ଭିଟାମିନ୍ ମିଳି ଥାଏ । ଜାହା ଆପଣ ମାନଙ୍କ ଶରୀର ପାଇଁ ବହୁତ ଭଲ ହୋଇ ଥାଏ । ଖାସ୍ କରି ଗରମ ସମୟ ରେ ଯଦି ଆପଣ ମାନେ ଏହାର ସେବନ କରନ୍ତି ତେବେ ଆପଣ ମାନଙ୍କ ପାଇଁ ଏହା ବହୁତ ଭଳ ହୋଇ ପାରେ । ସେମିତି ଯଦି ଆମେ ସବୁଠୁ ବଡ ରୋଗ କେନସର ବିଷୟ ରେ କହିବା ତେବେ ଏହାକୁ ଯଦି ଆପଣ ମାନେ କଞ୍ଚା ଭାବେ ସେବନ କରୁଛନ୍ତି । ତେବେ ସେମିତି କ୍ଷେତ୍ର ରେ ଆପଣ ମାନଙ୍କ ଠାରେ ଏହି ରୋଗ ମାନେ କେନସର୍ ଭଲି ରୋଗ ଦେଖିବା ପାଇଁ ମିଳିବ ନାହିଁ । ହେଲେ କଞ୍ଛା ପିଆଜ ଦରକାର ଠୁ ଅଧିକ ଖାଇବା ବି ଆମ ପାଇଁ ବିପଦ ପୁର୍ଣ୍ଣ ହୋଇ ପାରେ ।

ଆପଣ ମାନଙ୍କ ରୋଗ ପ୍ରତିରୋଧକ ଶକ୍ତି ବଢେଇବା ରେ ବହୁତ ସାହାଯ୍ୟ କରେ ଏହି ପିଆଜ । ଗରମ ଦିନ ରେ ସନ୍ ଷ୍ଟୋକ୍ ଦାୟୁ ରୁ ଏହା ଆପଣ ମାନଙ୍କୁ ବଞ୍ଚେଇବା ଭଳି କାର୍ଯ୍ୟ କରି ଥାଏ ଏହି ପିଆଜ ତେବେ ଆପଣ ମାନେ କେବେ ବି ଏହାର ସେବନ କରିବାକୁ ଭୁଲନ୍ତୁ ନାହିଁ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *