ଘରେ ଲଗାଉଛନ୍ତିକି କ୍ୟାଲେଣ୍ଡର ସାବଧାନ ଏପରି ଭୁଲ କରନ୍ତୁ ନାହି |

calandar

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କ ସହିତ ଏଠାରେ କଥା ହେବା କି ଘରେ ଲଗା ଜାଉ ଥିବା କ୍ୟଲେଣ୍ଡର ବିଷୟ ରେ ସେମିତି ରେ ଆପଣ ମାନେ ଜାଣି ଥିବେ ଗୋଟିଏ ବର୍ଷ ସେଷ ହେବା ପରେ ଆଉ ଗୋଟିଏ ବର୍ଷ ଆରମ୍ଭ ହୋଇ ଥାଏ ଯେମିତି କି ବର୍ତମାନ ସମୟ ରେ 2020 ସେଷ ହେବାକୁ ଜାଉଛି ଏବଂ 2021 ଆରମ୍ଭ ହେବ ଏମିତି ବେଳେ ଆମେ ମାନେ ଘର କୁ ନୂଆ କେଲେଣ୍ଡର ଆଣିଥାନ୍ତି ଘରେ ସେମିତି ହିଁ ପୁରୁଣା କ୍ୟଲେଣ୍ଡର ରହି ଥାଏ ସେମିତି ରେ ସେହି ପୁରୁଣା କ୍ୟଲେଣ୍ଡର ରେ କିଛି ଭଗବାନ ଙ୍କ ଫୋଟ ଆଦି ରହି ଥିବା ବେଳେ ଆମେ ମାନେ ସେହି କ୍ୟଲେଣ୍ଡର କୁ ଘରୁ ବାହାରେ ପକେଇ ନ ଥାଉ ହେଲେ କଣ ଆପଣ ମାନେ ଜାଣି ଛନ୍ତି ବାସ୍ତୁ ଶାସ୍ତ୍ର ହିସାବ ରେ ପୁରୁଣା କ୍ୟଲେଣ୍ଡର କୁ କାନ୍ଥ ରେ ଟଙ୍ଗେଇ ରଖିବା ବହୁତ ଅଶୁଭ ଅଟେ ।calender

ତେବେ ଆସନ୍ତୁ ଏହି ବିଷୟ ରେ ଆପଣ ମାନଙ୍କୁ ଆମେ ଅଧିକ ଭାବେ ସୂଚନା ଦେବୁ କି ଏହି ସବୁ କ୍ୟଲେଣ୍ଡର କୁ କଣ କରିବା ଉଚିତ୍ ଘରେ ପୁରୁଣା କ୍ୟଲେଣ୍ଡର ରଖିଲେ ଆପଣ ମାନଙ୍କ ଜିବନ ରେ ଆସୁ ଥିବା ସଫଳତା ବହୁତ ପରିମାଣ ରେ କମ୍ ହୋଇ ଯାଏ ସେହିଥି ପାଇଁ ସବୁ ବେଳେ ପୁରୁଣା କ୍ୟଲେଣ୍ଡର କୁ କାନ୍ଥ ରୁ ନିଶ୍ଚିତ ହଟେଇ ଦିଅନ୍ତୁ ବାସ୍ତୁ ଶାସ୍ତ୍ର ଅନୁସାରେ କ୍ୟଲେଣ୍ଡର କୁ କେଉଁ ଦିଗ ରେ ଲଗେଇ ସେହି ବିଷୟ ରେ ଜାଣି ନେବା ସବୁ ସମୟରେ କ୍ୟଲେଣ୍ଡର କୁ ପୂର୍ବ ପଶ୍ଚିମ ଏବଂ ଉତ୍ତର ଦିଗ ରେ ଲଗେଇବା ବହୁତ ଶୁଭ ବୋଲି ମନା ଜାଇ ଥାଏ ।c

ଯଦି ଆପଣ ମାନେ ଘର ର ପୂର୍ବ ରେ କ୍ୟଲେଣ୍ଡର ଲଗାଉଛନ୍ତି ତେବେ ଏହି ଥିରେ ଆପଣ ମାନଙ୍କ ଜିବନ ର ସଫଳତାର ଚାବି ଖୋଲି ଯାଏ ,ଆପଣ ମାନଙ୍କ ଜାତକ ରେ ସୂର୍ଯ୍ୟ ଙ୍କର ସ୍ଥିତି ଭଲ ରହି ଥାଏ ଯେଉଁ ବ୍ୟକ୍ତି ଙ୍କ ଜାତକ ରେ ସୂର୍ଯ୍ୟ ଙ୍କର ସ୍ଥିତି ଭଲ ରହି ଥାଏ ତେବେ ସେମିତି ବେଳେ ଆପଣ ମାନଙ୍କୁ ସମାଜ ରେ ପ୍ରତିଷ୍ଟା ମିଳି ଥାଏ । ଯଦି ଆପଣ ମାନେ ଉତ୍ତର ଦିଗ ରେ କ୍ୟଲେଣ୍ଡର କୁ ଲଗାଉଛନ୍ତି । ତେବେ ସେହି ପରି ବେଳେ ଏହା ଆପଣ ମାନଙ୍କ ପରିବାର ରେ ସୁଖ ସମୃଦ୍ଧି ମାନ ବଢେଇ ଥାଏ ।cc

ଧ୍ୟନ ରଖିବେ କ୍ୟଲେଣ୍ଡର ରେ ସବୁଜ ରଙ୍ଗ ଥିବା ନିହାତି ଆବଶ୍ୟକ ହେଲେ କେବେ ବି ଘର ର ଦକ୍ଷିଣ ଦିଗ ରେ ଏହି କ୍ୟଲେଣ୍ଡର କୁ ଲଗାଇ ବେ ନାହିଁ ଯଦି ଏମିତି କରିବେ ତେବେ ଆମର ସବୁ କାର୍ଯ୍ୟ ସବୁ ବିଫଳ ହୋଇ ଥାଏ । କ୍ୟଲେଣ୍ଡର ଲଗାଇବା ସମୟ ରେ ଏହା ବି ଧ୍ୟନ ରଖିବାର ରହିଛି ସେଥିରେ କୈଣସି ବି ହିଂଶ୍ରାଆଦି ପଶୁ ଙ୍କର ଫୋଟ ନ ରହିବା ଦରକାର,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *