ଆମେ ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ସାମ୍ନା କୁ ଆସିଲା ଅନୁଭବ ଙ୍କର କିଛି ଗୁପ୍ତ ରହସ୍ୟ । ଶେଷ ରେ ମୁହଁ ଖୋଲିଲେ ବର୍ଷା ତେବେ ଆସନ୍ତୁ ଜାଣିବା କଣ ଅନୁଭବ ଙ୍କ ବିଷୟ ରେ ସେ କହିଛନ୍ତି । ତେବେ ଆପଣ ମାନେ ଜାଣି ଥିବେ ବର୍ତମାନ ସମୟ ରେ ବିବାହ ବିଚ୍ଛେଦ ପାଇଁ ବର୍ଷା ଏବଂ ଅନୁଭବ କୋର୍ଟ ର ଦ୍ୱାରସ୍ତ ହୋଇଚନ୍ତି । ପ୍ରଥମେ ବର୍ଷା ଛାଡପତ୍ର ବାବଦ ରେ କ୍ଷେତି ପୂରଣ ପାଇଁ 15 କୋଟି ଟଙ୍କା ମାଗିଛନ୍ତି ।
ସେହି ପରି କୋର୍ଟ ର ଆପିଡେପିଟ୍ ରେ ଅନୁଭବ ଙ୍କ ବିଷୟ ରେ ଅନେକ କଥା କହିଛନ୍ତି କି । ତାଙ୍କର ଅନେକ ଝିଅ ମାନଙ୍କ ସହିତ ସଂମ୍ପର୍କ ରହି ଥିଲା । ସେ ଜଣେ ପେସା ଦାର୍ ମଦୁଆ ଅଟନ୍ତି । ସେ ମଦ ପିଇ କରି ପ୍ରତି ଦିନ ତାଙ୍କୁ ମାନଶୀକ ଏବଂ ଶାରୀରିକ ଯନ୍ତ୍ରଣା ଦିଅନ୍ତି । ସେହି ପରି ଅନ୍ୟ ପଟରେ ଅନୁଭବ କହିଛନ୍ତି କି ବର୍ଷା ତାଙ୍କ ପରିବାର କୁ ମାରି ଦେବା ପାଇଁ ଚେଷ୍ଟା କରି ଥିଲେ । ମୁଁ ତାଙ୍କୁ କେମିତି ଭରସା କରିଛି ଏ ଜନ୍ମରେ ନୁହେଁ କି ଆଉ କେହି ଜନ୍ମ ରେ ନୁହେଁ ।
ସେମିତିରେ ବର୍ଷା ଙ୍କ କଥା ଉପରେ ଅନୁଭବ କହିଛନ୍ତି ଯଦି ବର୍ଷା ଘରେ ରହିବେ ଏବଂ ସଂମ୍ପର୍କ ଭାଙ୍ଗିବା ପାଇଁ ଚାହାଁନ୍ତି ନାହିଁ ତେବେ ସେ କେଉଁ ପରି ଭାବେ ଡିଭର୍ସ କଥା କହୁଛନ୍ତି ଏବଂ ଏତେ ଟଙ୍କା ବି ଦାବି କରୁଛନ୍ତି । ସେମିତି ରେ ସେ ଭଡା ଘର ନେଇ ରହିବା କହିଛନ୍ତି । ସେହି ପରି ଅପର ପକ୍ଷ ରେ ଏହି ସଂମ୍ପର୍କ ର ସୂତା କ୍ଷିୟ ରେ ଦୁହିଁଙ୍କ ଓକିଲୋ ଅଲଗା ଅଲଗା ମତ ଦେଇ ସେମାନେ ଏହାକୁ ଆହୁରି ବି ଅଡୁଆ କରି ଦେଉଛନ୍ତି ।
ସେହି ପରି ବର୍ତମାନ ସମୟ ରେ ବି ବର୍ଷା ସେଠାରେ ରହୁ ଥିବା ବେଳେ ସେ ଅଲଗା ରାନ୍ଧି ଖାଉଛନ୍ତି ଏବଂ ସେମାନଙ୍କ ସହିତ ଖାଉ ନ ଥିବାର ଜଣା ପଡିଛି ।ବର୍ଷାଙ୍କ କହିବା କଥା କି କେବଳ ଅନୁଭବ ନୁହଁନ୍ତି , ବହୁତ ସମୟରେ ଅନୁଭବଙ୍କ ପୁରା ପରିବାର ବର୍ଷାଙ୍କ ପ୍ରତି ଖରାପ ବ୍ୟବହାର କରିଥାନ୍ତି , ଯେଉଁଥି ପାଇଁ ସେ ସେମାନଙ୍କ ଉପରେ ବିଶ୍ୱସ କରି ସେଠାରେ ଖାଇ ପାରିବେନି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।