ବାପା ସହିତ ୫ ଟା ମୋବାଇଲ ଖୋଲିବ ଝିଅ ଅର୍ଚ୍ଚନାର କଳା ଗୁମର !

Archana

ଆପଣ ମାନଙ୍କୁ ଆମର ପୋର୍ଟଲକୁ ବହୁତ ବହୁତ ସ୍ୱଗତ କରୁଛୁ । ବନ୍ଧୁଗଣ ଲେଡି ବ୍ଲାକ୍ ମେଲର ଅର୍ଚ୍ଚନା ନାଗଙ୍କ ବାପା ଙ୍କୁ ସମନ ପରେ ଇଡି ଜେରା କରିଛି । ପ୍ରବର୍ତ୍ତନ ନିର୍ଦ୍ଧେଶାଳୟ ରେ ସମନ ପରେ ତାଙ୍କୁ ହାଜର କରାଜାଇଥିବା ସୂଚନା ରହିଛି । ତେବେ ଅର୍ଚ୍ଚନା ଙ୍କ ବେନାମୀ ସଂମ୍ପତୀ ନେଇ ଇଡି ଖୋଳତାଳ କରୁଛି । ତାଙ୍କର ବାପାଙ୍କୁ ପଚରା ଉଚୁରା କରୁଛି ଏହି ସଂମ୍ପତୀ ବାବଦରେ ଅର୍ଚ୍ଚନା ଙ୍କ ସଂମ୍ପର୍କ ରେ ଅଧିକ ତଥ୍ୟ ସଂଗ୍ରହ କରୁଛି ଇଡି ।

କିଭଳି ଏତେ ଟଙ୍କାର ମାଲିକ ହେଲେ ତାହାର ଖୋଳତାଳ କରୁଛି ଇଡି । ଏହା ସହିତ ସିଜ୍ ହୋଇଥିବା ଅର୍ଚ୍ଚନା ର ମୋବାଇଲ ରୁ ଡାଟା ରିକୋଭରି କରିବ ଇଡି । ଡିଲିଟ ହୋଇଥିବା ଡାଟା ରୁ ବଡ ବଡିଆ ଙ୍କ ଲିଙ୍କ୍ ଖୋଜି ବାହାର କରିବ ଏବେ ଇଡି । ତେବେ ଅର୍ଚ୍ଚନା ନାଗ ଏବଂ ଜଗବନ୍ଧୁଙ୍କର ତିନୋଟି ମୋବାଇଲ ସହିତ ଖଗେଶ୍ୱର ଙ୍କ ଦୁଇଟି ମୋବାଇଲ ମିଶେଇ ମୋଟ 5 ଗୋଟି ମୋବାଇଲ ଖୋଲିବ ଏହି କଳା ସାମ୍ରାଜ୍ୟର ଗୁମର ।

archana nag 2

ମୋବାଇଲ ର ସଂମ୍ପର୍ଣ୍ଣ ଟ୍ରାଞାକ୍ସନ ର ହିଷ୍ଟ୍ରି , ଭିଡ଼ିଓ ଇମେଜ ଏବଂ ଡିଲିଟ ଟାର୍ଟିଂ କୁ ବି ରିକୋଭରି କରିବ ଇଡି । ଜାହା ଫଳ ରେ ତଦନ୍ତ ରେ ବଡ ସାହାଯ୍ୟ ହେବ ବୋଲି ସାଇବର ଏକ୍ସପୋର୍ଟ କହିଛନ୍ତି । ହେଲେ ରିକୋଭରି ତଥ୍ୟ କୁ ପ୍ରମାଣ କରିବା କଷ୍ଟକର ହୋଇପାରେ ବୋଲି କହିଛନ୍ତି ଏକ୍ସପୋର୍ଟ । କେବଳ ସେତିକି ନୁହେଁ ଅର୍ଚ୍ଚନା ନାଗ ଏବଂ ଖଗେଶ୍ୱର ଙ୍କ ଅର୍ଥ କାରବାର କୁ ନେଇ ଏବେବି ଚାଲିଛି ମାନଭଞୀନା ।

ଏପରି କି ଅର୍ଚ୍ଚନା ନାଗ୍ ଙ୍କ ବେନାମୀ ଟଙ୍କାର ଖୋଳତାଳ କରୁଛି ଇଡି । ତେବେ ଫର୍ଜି କମ୍ପାନୀ ନାମରେ କେମିତି ଟଙ୍କା କାରବାର ଚାଲିଥିଲା । ସେହି ସବୁ ଧରା ପଡିପାରେ ଗୋଟି ଗୋଟି ଟଙ୍କାର ମୂଳ ଉତ୍ସ କହି ନପାରିଲେ ଅର୍ଚ୍ଚନା ଫସି ପାରେ ବୋଲି କୁହାଜାଉଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *