ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଅନୁଷ୍କା ଶର୍ମା ଏବଂ ବିରାଟ କୋହଲି ଙ୍କ ସମ୍ପର୍କ ବିଷୟ ରେ ଜାଣିଥିବେ । ତେବେ ବନ୍ଧୁଗଣ ଆମେ ଆପଣ ମାନଙ୍କୁ ଆଜି ଗୋଟିଏ କଥା କହୁ ରଖୁଛୁ କି ଜଣେ ପ୍ରେମିକା ତାର ପ୍ରେମିକ କୁ କେମିତି ବା ଆଉ ଜଣକ ସହ ଦେଖି ପାରିବ । ତାକୁ ସେତେବେଳେ ବହୁତ କଷ୍ଟ ଲାଗିଥାଏ ଯେତେବେଳେ ତାର ପ୍ରେମିକା ବା ସ୍ତ୍ରୀ କୁ ଆଉ ଜଣକ ସହ ଦେଖିଥାଏ ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ ଠିକ ସେମିତି କିଛି ଖବର ଆଣିଛୁ ଯାହା ଆପଣ ହୁଏତ ଜାଣି ନଥିବେ ଆଜ୍ଞା ହଁ ବନ୍ଧୁଗଣ ବିରାଟ ଙ୍କ ସହିତ ଅନୁସ୍କା ଶର୍ମା ଙ୍କ ର ବିବାହ ସରିଛି।
11ଡିସେମ୍ବର 2029 ରେ ହୋଇଥିଲା ଏହା ତାଙ୍କର ପ୍ରେମ ବିବାହ ରହିଥିଲା କାରଣ ସେମାନେ ଦୁହେଁ ଦୁହିଁ ଙ୍କୁ ଭଲ ପାଉଥିଲେ କିନ୍ତୁ ବନ୍ଧୁଗଣ ସେମାନ ଙ୍କ ର ଭଲ ପାଇବା ପୁର୍ବ ରୁ ଅନୁଷ୍କା ଶର୍ମା ଙ୍କୁ ନେଇ ରଣବିର ସିଂ ଙ୍କ ସହିତ ସମ୍ପର୍କ ଥିବା ର ଶୁଣିବାକୁ ମିଳିଥିଲା ଯାହାକି ସେମାନେ ପ୍ରଥମ ଫିଲ୍ମ ବାଜା ବାରତ କା ଫିଲ୍ମ ରେ କିଛି ଏମିତି କିଛି ଦୃଶ୍ୟ ରହିଥିଲା ଯେହାକି ଭିରାଟ କୋହଲି ସେହି ଫିଲ୍ମ କୁ ଦେଖିବାକୁ ପସନ୍ଦ କରନ୍ତି ନାହିଁ ।
ସେହିଭଳି ଅନୁଷ୍କା ଶର୍ମା ଙ୍କ ର ଫିଲ୍ମ ଏନଏଇଚ 10 , ଦିଲ ଧଡକନେ ଦୋ , ମୋଟୁ କି ବିଜଲି କା ମଣ୍ଡୁଲା ଏହି ପିଲ୍ମ ରେ ଇମରାନ ଖାନ ଓ ଅନୁଶ୍କା ଶର୍ମା ଙ୍କ ମଧ୍ୟ ରେ ବହୁତ କିସ୍ କରୁଥିବା ର ଦୃଶ୍ୟ ଦେଖିବାକୁ ମିଳିଛି ଏବଂ ଏହି ପିଲ୍ମ କୁ ଖାଲି ବିରାଟ କୋହଲି ନୁହେଁ ଇମରାନ ଖାନ ଙ୍କ ର ପତ୍ନୀ ମଧ୍ୟ ଏହି ଫିଲ୍ମ କୁ ଦେଖିବା ପାଇଁ ପସନ୍ଦ କରନ୍ତି ନାହିଁ ।
ସେହି ପରି ଏ ଦିଲ ହେ ମୁସକିଲ ଫିଲ୍ମ ରେ ମଧ୍ୟ ରଣବୀର କପୁର ଙ୍କୁ ଅନୁଶ୍କା ଶର୍ମା ଏବଂ ଐଶ୍ୟରୀୟା ରାୟ ଙ୍କ ସହ ବହୁତ ରମାନ୍ସ ଏବଂ କିସିଙ୍ଗ ସିନ ଦେଖିବାକୁ ମିଳିଛି ଯେଉଁ ପାଇଁ କି ବିରାଟ କୋହଲି ଏହି ଫିଲ୍ମ କୁ ମଧ୍ୟ କେବେ ହେଲେ ଦେଖିବାକୁ ପସନ୍ଦ କରନ୍ତି ନାହିଁ । ଏହି ଭଳି କେତେକ ଫିଲ୍ମ ରେ ଅନୁଶ୍କା ଶର୍ମା ଙ୍କ ର କିଛି ଖରାପ ଦୃଶ୍ୟ ପାଇଁ ଭାରତୀୟ ଯୁବ କ୍ରିକେଟ ର ଯିଏକି ଅନୁଶ୍କା ଶର୍ମା ଙ୍କ ର ପତି ସେ ଏହି କେତେ ଗୁଡିଏ ଫିଲ୍ମ କୁ ଦେଖିବା ପାଇଁ କେବେ ବି ପସନ୍ଦ କରନ୍ତି ନାହିଁ ।ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।