ପୁଣି କୁଆଡେ ହଟାତ ଚାଲିଗଲେ ତୃପ୍ତି,ବାବୁସାନ Khojibaa ଆଗରୁ ତୃପ୍ତି ଗଲେ କୁଆଡେ, ବାବୁ କହିଲେ ଏଇଠି ଥିଲା ମୋ ତୃପ୍ତି, ଗଲା କୁଆଡେ…

trupti

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ତେବେ ବାବୁସାନ ମହାନ୍ତି ହସ୍ପିଟାଲ କୁ ଆରୋଗ୍ୟ ହୋଇ ଫେରିଥିଲେ । ସେହି ସମୟ ରେ ତାଙ୍କ ସହିତ ରହିଥିଲେ ତାଙ୍କ ପତ୍ନୀ ଏବଂ ତାଙ୍କର ସୁଖ ଦୁଖଃର ସାଥି ତୃପ୍ତି ସତପଥୀ ଫେରିବା ସମୟ ରେ କିଛି ସମୟ ପାଇଁ ତୃପ୍ତି ବାବୁସାନ ଙ୍କ ଠାରୁ କିଛି ଦୂରରେ ପଛରେ ରହିଜାଇ ଥିଲେ । ଏହି ସମୟ ରେ ସଂଙ୍ଗେ ସଂଙ୍ଗେ ବାବୁସାନ ତୃପ୍ତି ଙ୍କୁ ଖୋଜିବା ସହିତ ତୃପ୍ତି ତୃପ୍ତି ବୋଲି ଡାକିବା ସହିତ କୁଆଡେ ଗୋଲେ ବୋଲି ପ୍ରଶ୍ନ କରିଥିଲେ ।

ଏବଂ ତାଙ୍କୁ ଖୋଜିଥିଲେ ସେହି ସମୟ ରେ ତାଙ୍କ ମନରେ ତୃପ୍ତି ଙ୍କ ପ୍ରତି ଥିବା ସ୍ନେହ ପ୍ରେମ ଭଲପାଇବା ସ୍ପଷ୍ଟ ଭାବେ ବାରି ହୋଇ ପଡୁଥିଲା । ଉଭୟ ଙ୍କ ପ୍ରେମ ଏବଂ ନିର୍ବିଡ ସଂମ୍ପର୍କ କୁ ବର୍ଣ୍ଣନା କରିବା ପାଇଁ ସବୁ କିଛି ନିଅଣ୍ଟ । ବାବୁସାନ କହିଥିଲେ କି କାଲି ବି ସେ ମୋ ପାଖରେ ଥିଲା ଆଜିବି ସେ ମୋ ପାଖରେ ଅଛି । ଆଉ ଆଗକୁ ମଧ୍ୟ ରହିବ । ଥରଟିଏ ମୋ ପାଖରୁ ଦୂରେଇ ଦେବୁନି । ବାପା ମାଆ ଙ୍କ କଥାକୁ କେବେବି ଦୂରେଇ ଦେବୁନି ।

babu 1

ତୃପ୍ତି ମୋର ଏତେ ଯତ୍ନ ନେଉଛନ୍ତି । ତାଙ୍କୁ କେବେବି ଛାଡି ରହିବିନି ସେ ଯେଉଁ ରାଗ ଏବଂ ଅଭିମାନ ଭୁଲି ଯତ୍ନ ନେଲା ତାହା କହି ହେବ ନାହିଁ । ତେବେ ଦିର୍ଘ 8 ଦିନ ହେଲା ବାବୁସାନ ମହାନ୍ତି ଙ୍କ ଦେହ ଖରାପ ଥିଲା । ତେବେ ତାଙ୍କର ଯତ୍ନ ନେଉଥିଲେ ତାଙ୍କର ପତ୍ନୀ ତୃପ୍ତି ସତପଥି । ଏବେ ତାଙ୍କୁ ଘରକୁ ନେଇବି ଯାଉଛନ୍ତି । ତେବେ ବର୍ତମାନ ସମୟ ରେ ସେମାନଙ୍କ ମଧ୍ୟରେ ନିର୍ବିଡ ସଂମ୍ପର୍କ ରହିଛି ।

ଦୁହିଁଙ୍କ ମଧ୍ୟରେ ଏବେବି ଆଗ ଭଳି ପ୍ରେମ ବଞ୍ଚି ରହିଛି । ଆଉ ବାବୁସାନ ମଧ୍ୟ ଡାକ୍ତର ଖାନାରେ ରହି ପୁଅ ସହିତ ମଧ୍ୟ ଭିଡ଼ିଓ କଲରେ କଥା ହୋଇଥିଲେ । ଏବେ ସେ ସୁସ୍ଥ ହୋଇଜାଇଛନ୍ତି । ପତ୍ନୀ ତୃପ୍ତି ଏବେ ତାଙ୍କ ସହିତ ଘରକୁ ନେଇଜାଇଛନ୍ତି । ତାଙ୍କର ଦେଖା ସୁଣା କରିବା ସହିତ ତାଙ୍କୁ ଘରକୁ ନେଇ ଜାଇଛନ୍ତି । ତେବେ ଦଲକାଏ ପବନ ରେ ସେମାନଙ୍କ ହସ ଖୁସୀର ସଂସାର ଭାଙ୍ଗି ଚୁରମାର ହୋଇଜାଇ ଥିଲା ହେଲେ ଏହା ଧିରେ ଧିରେ ପୁଣି ଥରେ ସମୟ କ୍ରେମ ସୁଧୁରିବା ପାଇଁ ଲାଗିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *