ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ନିଜ ମାଆ ଅପରାଜିତା ଲେଖିଥିବା ଗୀତକୁ ଗାଇଲେ ବାବୁସାନ ଗୀତ ସୁଣି ସମସ୍ତ ଙ୍କ ଆଖିରେ ଆସିଗଲା ଲୁହ ଏହି ଗୀତ ସୁଣି ସମସ୍ତେ ଏମିତି କରୁଛନ୍ତି ପ୍ରସଂସା ଜାହା ଆପଣ ମାନେ ଜାଣିଲେ ହୋସ ଉଡିଯିବ । ତେବେ ବାବୁସାନ ଙ୍କୁ ଆପଣ ମାନେ ସମସ୍ତେ ଜାଣିଥିବେ ଏହି ବିଷୟ ରେ ସଂମ୍ପର୍ଣ୍ଣ ବିବରଣି ପାଇଁ ଆପଣ ମାନେ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ । ତେବେ କଳାକାର ଏବଂ କଳା ସଂସ୍କୃତି କୁ ନେଇ ଆମ ଦେଶ ଭିନ୍ନ ଅଟେ ।
ତେବେ ଆମେ ଆପଣ ମାନଙ୍କୁ କହିଦେବୁ କି କଳାକାର ମାନଙ୍କୁ ଆମଦେଶରେ ମିଳେ ଅପୂର୍ବ ସମ୍ମାନ ସେ ହିରୋ ହୁଅନ୍ତୁ ବା ହିରୋଇନ ସମସ୍ତ ଙ୍କୁ ତାଙ୍କର ଅଭିନୟ ଅନୁସାରେ ବେଶ ସମ୍ମାନ ମିଳେ । ଏବଂ ଏବେ ସେଲିବ୍ରେଟି ମାନଙ୍କ ଖାତିର ବହୁତ ରହିଥାଏ । ଏବଂ ସେମାନଙ୍କୁ ଲୋକ ପସନ୍ଦ କରନ୍ତି । ଏବଂ ପାଗଳ ପରି ତାଙ୍କର ଫ୍ୟାନ ହୋଇଜାଆନ୍ତି ।
ସେହି ପରି ଓଲିଉଡ ଇଣ୍ଡଷ୍ଟ୍ରୀ ରେ ଜଣେ ସଫଳ ହିରୋ ହେଲେ ବାବୁସାନ ମହାନ୍ତି । ଜାହାଙ୍କୁ ଆପଣ ମାନେ ବହୁତ ଭଲ ଭାବେ ଜାଣିଥିବେ ପ୍ରସିଦ୍ଧ ଅଭିନେତା ଉତ୍ତମ ମହାନ୍ତି ଏବଂ ଅନୁଭବ ମହାନ୍ତି ଙ୍କ ପୁଅ ହେଲେ ବାବୁସାନ ମହାନ୍ତି । ତେବେ ସୂଚନା ଅନୁସାରେ ସାମ୍ନା କୁ ଆସିଛି ବାବୁସାନ ଙ୍କ ନୂଆ ଦମଦାର ଗୀତ ଆପଣ ମାନଙ୍କ ପ୍ରିୟ ତଥା ଓଲିଉଡ ର ସୁପର ଷ୍ଟାର ବାବୁସାନ ମହାନ୍ତି । ଏକ ନୂଆ ଗୀତ ଭେଟି ଦେଇଛନ୍ତି।
ନିକଟରେ ତଙ୍କର ସିନେ ଆୱର୍ଡ ଅନୁଷ୍ଟିତ ହୋଇ ଥିଲା ସେଠାକୁ ଅଭିନେତା ବାବୁସାନ ମହାନ୍ତି ଙ୍କୁ ନିମନ୍ତ୍ରଣ ହୋଇଥିଲା ସେହିଠାରେ ସେ ଏକ ଦମଦାର ନୂଆ ଗୀତ ଗାଇଥିଲେ ଯେଉଁ ଗୀତକୁ ତାଙ୍କ ମାଆ ଅଭିନେତ୍ରୀ ଅପରାଜିତା ମହାନ୍ତି ନିଜେ ଲେଖିଥିଲେ । ଏବଂ ସେହିଗୀତ ଗାଈ ବାବୁସାନ ସାରା ଓଡିଶା କୁ ଝୁମେଇ ଦେଇ ଥିଲେ ।
ସେଠାରେ ଥିବା ଉପସ୍ଥିତ ସମସ୍ତ ସେଲିବ୍ରେଟି ମାନେ ତାଙ୍କର ଗୀତକୁ ବହୁତ ପସନ୍ଦ କରିଥିଲେ । ଜାହାର କିଛି କ୍ଲିପ୍ ବର୍ତମାନ ସମୟ ରେ ସୋସିଆଲ ମିଡିଆ ରେ ବହୁତ ପରିମାଣ ରେ ଭାଇରଲ ହେଉଛି । ତେବେ ଆଗାମୀ ସମୟ ରେ ଆପଣ ମାନେ ନିଶ୍ଚିତ ସେହି ଗୀତ କୁ ସୁଣିବାକୁ ପାଇଯିବେ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।