ବିକିନିର ପ୍ରମୋସନ ପାଇଁ ଗୋଟିଏ ପୋଷ୍ଟକୁ ଏତିକି କୋଟି ଚାର୍ଜ କରୁଛନ୍ତି ଅଭିନେତ୍ରୀ ସାମନ୍ଥା

Actress Samantha

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଅଭିନେତ୍ରୀ ମାନେ ଫିଲ୍ମ କରି ସାଧାରଣ ଭାବେ ଅନେକ ଟଙ୍କା ରୋଜଗାର କରନ୍ତି । ହେଲେ ଏମାନେ ପୁଣି ନିଜର ଇନଷ୍ଟାଗ୍ରାମ ପୋଷ୍ଟ ପାଇଁ କୋଟି କୋଟି ଟଙ୍କା ରୋଜଗାର କରନ୍ତି । ଆଜ୍ଞ୍ୟା ହଁ ଅଭିନେତ୍ରୀ ଙ୍କ ଗୋଟିଏ ପୋଷ୍ଟ ତାଙ୍କୁ ବସି ବସି କୋଟି କୋଟି ଟଙ୍କା ରୋଜଗାର ଦେଇଥାଏ । ସେମାନଙ୍କ ମଧ୍ୟ ରୁ ରହିଛନ୍ତି ସାଉଥ ଇଣ୍ଡଷ୍ଟ୍ରୀର ସଫଳ ଅଭିନେତ୍ରୀ ସାମନ୍ତା ଋତ ପ୍ରଭୁ ।

କେବଳ ତେଲୁଗୁ ନୁହେଁ ବିଭିନ୍ନ ଭାଷା ରେ ସେ ବହୁତ ଚମତ୍କାର ଅଭିନୟ କରି ଫେନ୍ସ ଙ୍କ ହୃଦୟ କୁ ଜିତି ପାରିଛନ୍ତି । ସାମନ୍ତା ନିଜର ସୋସିଆଲ ମିଡିଆ ଏକାଉଣ୍ଟ ରେ କିଛି ନା କିଛି ବ୍ରାଣ୍ଡ କୁ ପ୍ରୋମସନ ଦିଅନ୍ତି । ତେବେ ନିକଟରେ ସେ ଇନଷ୍ଟାଗ୍ରାମ ରେ ବିକିନି ପ୍ରମୋସନ କରିଥିଲେ । ତେବେ ଜାତୀୟ ଗଣମାଧ୍ୟମ ର ପ୍ରମୋସନ ଅନୁସାରେ ଅଭିନେତ୍ରୀ ଙ୍କୁ ଏହି ପ୍ରୋମସନ ପାଇଁ କୋଟି କୋଟି ଟଙ୍କା ମିଳିଥିଲା ।

Actress Samantha

ରିପୋର୍ଟ ଅନୁସାରେ ଇନଷ୍ଟା ଗ୍ରାମ ଉପରେ ସାମନ୍ତା ଙ୍କ ଏହି ଫୋଟ ପୋଷ୍ଟ ଏବଂ ପ୍ରମୋସନ କରିବା ପାଇଁ ଦୁଇ ରୁ ତିନି କୋଟି ଟଙ୍କା ମିଳୁଛି । ମାସକୁ ସେ ଦୁଇ ରୁ ତିନୋଟି ପୋଷ୍ଟ କରିଥାନ୍ତି । ନିକଟ ରେ ସାମନ୍ତା ବର୍ବେରୀ ନାମକ ଏକ ବ୍ୟାଗ କୁ ମଧ୍ୟ ପ୍ରୋମସନ କରିଥିଲେ । ସାମନ୍ତା ଙ୍କୁ ପାଖା ପାଖି 24 ମିଲିୟନ ଲୋକ ମାନେ ଫୋଲ କରୁଛନ୍ତି ।

ସେହି ପରି ଟୁଇଟର ମଧ୍ୟ 9.8 ମିଲିୟନ ଫୋଲ କରୁଛନ୍ତି । ତେବେ ସାଉଥ ଇଣ୍ଡଷ୍ଟ୍ରୀ ର ସୁପର ଷ୍ଟାର ନାଗାର୍ଜୁନ ଙ୍କ ପୁଅ ଙ୍କ ସହିତ ବୈବାହିକ ଜିବନ ପାଇଁ ସବୁ ବେଳେ ଚର୍ଚା ରେ ରହି ଆସୁଥିଲେ । ନାଗାର୍ଜୁନ ଙ୍କ ପୁଅ ନାଗା ଚୈତନ୍ନ ଙ୍କ ସହିତ ସାମନ୍ତା ଙ୍କ ବିବାହ ଆଉ ପରେ ଛାଡପତ୍ର ସବୁଠୁ ବଡ ହିଟ ଟପିକ୍ ରହିଥିବା କହିଲେ କିଛି ଭୁଲ ହେବ ନାହିଁ ।

Samantha

ସାମନ୍ତା ସେ ଅନେକ ଗୁଡିଏ ବ଼ଡ଼ ପ୍ରଜେକ୍ଟ ରେ କାମ କରୁଛନ୍ତି । ଏହା ସହିତ ସେ ଓ ଟିଟି ପ୍ଲାଟଫର୍ମ ମଧ୍ୟ କାମ କରି ସଫଳତା ପାଇଛନ୍ତି । ଏମିତି କି ସାମନ୍ତା ଙ୍କ ପାଖରେ ହଲିଉଡ ଫିଲ୍ମ ମଧ୍ୟ ରହିଛି । ଏହା ମାଧ୍ୟମ ରେ ସେ ଏବେ ଗ୍ଲୋବାଲ ସ୍ଥର ରେ ଡେବ୍ୟୁ କରି ପାରନ୍ତି ବୋଲି କୁହାଜାଉଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *