ଆସିଲା ACF ସୌମ୍ୟଙ୍କ ପୋଷ୍ଟମଟର୍ମ ରିପୋର୍ଟ,ଜଣାପଡିଲା ସବୁ ସତ!

ନମସ୍କାର ବନ୍ଧୁଗଣ ଆପଣଙ୍କୁ ଆମ ୱେବପୋର୍ଟାଲରେ ସ୍ୱାଗତ। ବନ୍ଧୁଗଣ, ଆସିଲା ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ପୋଷ୍ଟମଟର୍ମ ରିପୋର୍ଟ । ଯାହା ସୁଚନା ମିଳିଛି ଶରୀର ୯୫% ପ୍ରତିଶତ ପୋଡ଼ି ଯାଇଥିବାରୁ ସୌମ୍ୟଙ୍କ ମୃତ୍ୟୁ ହୋଇଛି । ପାକସ୍ଥଳୀ ଖାଲି ଥିବା ଏବଂ କୌଣସି ର୍ଦୁଗନ୍ଧ ନଥିବା ସେଥିରେ ଉଲ୍ଲେଖ ହୋଇଛି । ତେବେ ସନ୍ଦେହ ଏହା ସୃଷ୍ଟି ହେଉଛି ଯଦି ଏହା ହ-ତ୍ୟା ତାହାଲେ କଣ ସୌମ୍ୟଙ୍କୁ ଉପବାସ ଅଚେତ କିମ୍ବା ବାନ୍ଧି ରଖି ଅନ୍ୟତ୍ର ଜଳାଯିବା ପରେ ତାଙ୍କ କ୍ୱାଟର କୁ ଅଣାଯାଇଛି?

ଏହା ସହ ପୋଡ଼ାଦେହରୁ କିରୋସିନ୍ ବାସ୍ନା ଆସୁଛି ଏବଂ ପୋଷ୍ଟମଟମର ୬ ଘଣ୍ଟା ପୁର୍ବରୁ ତାଙ୍କର ମୃତ୍ୟୁ ହୋଇଛି ବୋଲି ରିପୋର୍ଟରେ ଉଲ୍ଲେଖ ହୋଇଛି । ତେବେ ଘରୁ ଜବତ କିରୋସିନ ବୋତଲ ଜଣେ ମଣିଷକୁ 95% ପୋଡିଯିବା କଣ ସମ୍ଭବ?

samya

ଯଦି ସୌମ୍ୟ କିରୋସିନ ରେ ପୋଡିଛନ୍ତି ତେବେ ଘର ଛାତ କାହିଁକି କଳା ପଡ଼ିଲା ନାହିଁ। ସୌମ୍ୟ ଙ୍କ ଶରୀରର ଯେତିକି ପ୍ରତିଶତ ଜଳିଛି ତେବେ ତାଙ୍କୁ ଅଧଘଣ୍ଟା ଲାଗିବ ପେଟ୍ରୋଲ ରେ ଏବଂ କିରୋସିନ ରେ ଏକ ଘଣ୍ଟା ଲାଗିପାରେ। ତେବେ ଏହି ସମୟ ମଧ୍ୟରେ ସୌମ୍ୟଙ୍କୁ ବଞ୍ଚା ଯାଇପାରିଥାନ୍ତା।

ପୋଲିସ ଜାଣିଶୁଣି ଘଟଣାଟିକୁ ଚାପିବାକୁ ଚେଷ୍ଟା କରୁଛି ବୋଲି ଓକିଲ ଏବଂ ଘର ଲୋକ ଅଭିଯୋଗ ଆଣିଛନ୍ତି।ତେବେ ପୋଷ୍ଟମଟର୍ମ ପରେ ସୌମ୍ୟଙ୍କ ପରିବାର ଲୋକ କଟକ ମର୍କତନଗର ଥାନାରୁ ରିପୋର୍ଟ ନେଇଛନ୍ତି ।

ସୁଚନା ଅନୁସାରେ ଗତକିଛି ଦିନ ତଳେ ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ହୋଇଥିଲା । ତେ୍େ‌ବ ଏହି ଘଟଣାରେ ତାଙ୍କ ପତ୍ନୀ ବିଦ୍ୟାଭାରତୀ ,ଡ଼ିଏଫଓ ଓ ତାଙ୍କର ରୋଷେୟା ଉପରେ ଅଭିଯୋଗ ଆସୁଥିଲା । ହେଲେ କ୍ରାଇମବ୍ରାଞ୍ଜର ତଦନ୍ତ ପରେ ଡ଼ିଏଫ୍‌ଓଙ୍କୁ କ୍ଲିନ୍‌ଚିଟ୍ ଦିଆଯାଇଥିଲେ ମଧ୍ୟ ସୌମ୍ୟଙ୍କ ପରିବାର ଲୋକ ଏହି ତିନିଜଣଙ୍କ ନାମରେ ହତ୍ୟା ଅଭିଯୋଗ ଆଣୁଛନ୍ତି ।

samya

ତେବେ ଏହା ଉପରେ ସୌମ୍ୟଙ୍କ ଓକିଲ ଆଣିଛନ୍ତି ବ୍ରହ୍ମାସ୍ତ୍ର ଅଭିଯୋଗ।

୧) ଯଦି ସୌମ୍ୟ ଲଣ୍ଠନ ଏବଂ କାଗଜ ପତ୍ର ଦ୍ୱାରା ପୋଡ଼ି ଜଳିଛନ୍ତି ତେବେ ଲଣ୍ଠନ ଟିକୁ କାହିଁକି ସିଜ କରିଲାନାହିଁ ପୋଲିସ?
୨) ଯଦି ସୌମ୍ୟ 95% ଜଳିଛନ୍ତି ତେବେ ଛାତ କଳା ପଡ଼ିନାହିଁ କାହିଁକି?
୩) ପୋଲିସ କହୁଛି ଏହା ଦୁର୍ଘଟଣା ତେବେ ଲଣ୍ଠନ ପଡିଯିବା କିମ୍ବା କାଗଜ ପୋଡିବାରେ ଜଣେ ଲୋକ 95% ଆଦୌ ପୋଡିବ ନାହିଁ?
୪) 95% ଜଳିବାକୁ ପ୍ରଯ୍ୟାପ୍ତ ପରିମାଣର କିରୋସିନ ସେଠାରେ ନଥିଲା
୫) କେସ ଉପରେ ଚାପ ଦିଆ ଯାଇ ଚାପି ଦିଆ ଯାଉଛି। ବଡ଼ ଲୋକ ସମ୍ପୃକ୍ତ ଅଛନ୍ତି। ପୋଲିସ ନିଜ ତରଫରୁ ଦୁର୍ଘଟଣା ବୋଲି କହିବା ଆଶ୍ଚର୍ଯ୍ୟକର।

ତେବେ ବନ୍ଧୁମାନେ ଆମେ ଆଶା କରୁଛୁ ଯେ ଆପଣଙ୍କୁ ଏହି ଲେଖା ଟି ପସନ୍ଦ ଆସିଥିବ ତେବେ ଏହାକୁ ଗୋଟିଏ ସେୟାର କରି ଦିଅନ୍ତୁ କାରଣ ଜ୍ଞାନ ବାଣ୍ଟିବା ଦ୍ୱାରା ବଢ଼ିଥାଏ। ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରିଦିଅନ୍ତୁ।ଧନ୍ୟବାଦ।

Leave a Reply

Your email address will not be published. Required fields are marked *