ଦିନରେ ବହି ଖାତା ବେପାର କିନ୍ତୁ ରାତିରେ ଲାଗେ ଏଠି ସୁନ୍ଦରୀଙ୍କ ମେଳା

red

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ କଥାରେ ରହିଛି ଯେଉଁ ଠାରେ ଶିକ୍ଷା ସେହି ଠାରେ ହିଁ ଅଶିକ୍ଷା ହଁ ଆଜ୍ଞ୍ୟା ଆମେ ଆଜି ଆପଣ ମାନଙ୍କୁ ଏମିତି ଗୋଟିଏ ସ୍ଥାନ ବିଷୟ ରେ ସଂମ୍ପର୍ଣ୍ଣ ଭାବେ କହିବା ତେବେ ଏହି ଠାରେ ସକାଳ ସମୟରେ ବହୀ ଖାତା ଏବଂ ଇଲେକ୍ଟ୍ରୀ ର ଜିନିଷ ର ବିକ୍ରୀ ହୋଇ ଥାଏ ।ହେଲେ ଯେମିତି ରାତି ହୁଏ ତେବେ ଏହି ଠାରେ ଅଶିକ୍ଷା ମାନେ ଦେହ ବ୍ୟପାର ଏବଂ ଝିଅ ମାନଙ୍କ ବ୍ୟପାର ଆରମ୍ଭ ହୋଇ ଥାଏ । ତେବେ କେଉଁ ସ୍ଥାନ ରେ ଏହି ଜାଗା ଆସନ୍ତୁ ଏହି ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣି ନେବା ।

women

ଏହି ସ୍ଥାନ ହେଉଛି ପୁନେ ର ଏହାର ନାମ ବୁଧବାର ପେଠା ଏହି ଠାରେ ଆପଣ ମାନେ ଦିନ ବେଳା ବହୀ ଏବଂ ଇଲେକ୍ଟ୍ରୀ ଜିନିଷ ସବୁ କୁ 5 ଫୁଟ୍ ର ଗଳୀ ରହିଛି ସେହି ଠାରେ ଆପଣ ମାନେ ସବୁ କିଛି ପାଇ ପାରିବେ । ହେଲେ ରାତ୍ରୀ ସମୟ ର କଥା କହିବା ତେବେ ଏହା ରେ଼ଡ୍ ଲାଇଟ୍ ଏରିଆ ଭାବେ ବି ପରିଚିତ ହୋଇ ଥାଏ । ଏହା କହିବା ପାଇଁ ଗଲେ ଏସିଆ ର ଦ୍ୱତୀୟ ରେଡ୍ ଲାଇଟ୍ ଏରିଆ ଅଟେ ।ସଂନ୍ଧ୍ୟା ହେବା ମାତ୍ରେ ଏହି ଠାରେ ଏହି ପରି ଭାବେ ଆରମ୍ଭ ହୋଇ ଥାଏ । କଳା ବଜାରୀ ଲୋକ ମାନଙ୍କ ଭିଡ ଲାଗେ ଏବଂ ଏଠାରେ ଝିଅ ମାନଙ୍କୁ କିଣି ସେମାନଙ୍କ ସହିତ ରିଲେସନ୍ ରଖିବା ପାଇଁ ଲୋକ ମାନେ ପ୍ରସ୍ତୁତ ରହି ଥାନ୍ତି ।

women-2

ଏଠାରେ ବହୁତ ପରିମାଣ ରେ ନେପାଳୀ ଝିଅ ମାନଙ୍କୁ ଦେଖିବା ପାଇଁ ମିଳି ଥାଏ । ସେହି ପରି କ୍ଷେତ୍ର ରେ ଆପଣ ମାନଙ୍କୁ କହିବା ପାଇଁ ଚାହିଁବୁ କି ଏହା ଏମିତି ଗୋଟିଏ ସ୍ଥାନ ଅଟେ 2008 ମସିହା ରେ ଏହି ଠାକୁ ବିଲଗେଡ୍ ମଧ୍ୟ ଆସି ଥିଲେ ଏବଂ ଗୋଟିଏ ଘଣ୍ଟା ଟାଇମ୍ ମଧ୍ୟ ସ୍ପେଣ୍ଡ କରି ଥିଲେ । ତେବେ ସେ ଏହିଥି ପାଇଁ ଏଠାକୁ ଆସି ଥିଲେ କି ଏଠାକାର ସେକ୍ସ ୱାର୍କର ମାନଙ୍କୁ ସଚେତନ କରାଇବା କୁ ।ତେବେ ଏହି ଠାରେ ଗୋଟିଏ 5 ତାଲା ର ବିଲ୍ଡିଂ ମଧ୍ୟ ରହିଛି । ଯେଉଂ ଠାରେ ରାତ୍ରୀ ସମୟରେ ବହୁତ ପରିମାଣ ରେ ଏମିତି କାର୍ଯ୍ୟ ହୋଇ ଥାଏ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *