80 ଲକ୍ଷ ଟଙ୍କାର ଘରେ ରହେ ଏ ଭିକାରୀ ,ଭାରତର ସବୁଠାରୁ ଧନୀ ଭିକାରୀ..।

begar

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ  ଭୀକାରୀଙ୍କ ନାମ ସୁଣିବା ପରେ ଆପଣ ମାନଙ୍କ ମନରେ ଏହି କଥା ହିଁ ଆସି ଥାଏ କି ସେମାନଙ୍କ ପାଖରେ ନା ଟଙ୍କା ଥିବ ନା ଘର ଥିବ । ହେଲେ ଆପଣ ମାନଙ୍କର ଏହି ଭାବନା କୁ ଆମେ ମାନେ ଆଜି ବଦଳେଇ ଦେବୁ । ଆପଣ ମାନେ ଭାରତ ର ସବୁ ଠାରୁ ଧନୀ ବ୍ୟକ୍ତି ମୁକେସ୍ ଆମ୍ବାନୀ ଙ୍କୁ ତ ବହୁତ ଭଲ ଭାବେ ଜାଣି ଥିବେ । ହେଲେ ଆମେ ଆଜି ଆପଣ ମାନଙ୍କୁ ସେହି ବ୍ୟକ୍ତି ଙ୍କ ବିଷୟ ରେ କହିବା ପାଇଁ ଯାଉଛୁ ଯେକି ଭାରତ ର ସବୁଠୁ ଧନୀ ଭୀକାରୀ ଅଟନ୍ତି । ତାଙ୍କ ପାଖରେ ବର୍ତମାନ ସମୟ ରେ ଏତେ ଟଙ୍କା ରହିଛି କି ସେ ବର୍ତମାନ ସମୟ ରେ ଅନେକ ଧନୀ ବ୍ୟକ୍ତି ଙ୍କୁ ତାଙ୍କ ର ପଛରେ ପକାଇ ଦେଇଛନ୍ତି ।

begarr

ଭାରତ ର ସବୁଠୁ ଧନୀ ଭୀକାରୀ ଜାହାଙ୍କ ବିଷୟ ରେ ଆମେ ଆପଣ ମାନଙ୍କୁ କହିବା ପାଇଁ ଯାଉଛୁ ସେ ହେଲେ ଭରତ ଜେନ୍ । ସେ କୈଣସି ସାଧାରଣ ଭୀକାରୀ ନୁହଁନ୍ତି । ଏକ ରିପୋର୍ଟ ଅନୁସାରେ ସେ ମୁମ୍ବାଇ ରେ ଏକ 80 ଲକ୍ଷ ଟଙ୍କା ର ଫ୍ଲାଟ୍ ରେ ରୁହନ୍ତି । ଏବଂ ସେ ସେହି ଠାରେ ହିଁ ରହି ସେହି ଠାରେ ବହୁତ ସମୟ ରେ ଭିକ୍ଷ୍ୟା ବୃତ୍ତି କରନ୍ତି । ସେ ପ୍ରତ୍ୟେକ ଦିନ 10 ରୁ 12 ଘଣ୍ଟା ଭିକ୍ଷ୍ୟା ମିଗି ଥାନ୍ତି । ସେ ମୁମ୍ବାଇ ର ଅନେକ ବଡ ବଡ ମନ୍ଦିର ମାନଙ୍କ ରେ ଭିକ୍ଷ୍ୟା ମାଗି ଥାନ୍ତି । ଯେଉଁ ଠାକୁ ପ୍ରତିଦନ ବହୁତ ଲୋକ ମାନେ ଆସି ଥାନ୍ତି । ଯେଉଁ ଥି୍ରେ ସେ ପ୍ରତ୍ୟେକ ଦିନ ମୋଟା ରକମ ର ଟଙ୍କା ଆୟ କରନ୍ତି ।

appartment

ତାଙ୍କ ପାଖରେ ବର୍ତମାନ ସମୟ ରେ 5 ରୁ 6 କୋଟି ଟଙ୍କା ବ୍ୟଙ୍କ ଏକାଉଣ୍ଟ ରେ ଜଣା ପଡିଛି । ହୋରଡ୍ ବାଦ୍ ରେ ତାଙ୍କର ଅନ୍ୟ ଏକ ଫ୍ଲାଟ୍ ରହି ଥିବାର ଦେଖିବା ପାଇଁ ମିଳିଛି ।ଏମିତି ରେ ଆପଣ ମାନଙ୍କୁ ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟ ଲାଗୁ ଥିବ କି ଏମିତି ଭିକ୍ଷ୍ୟା ବୃତି କରି ବି ଲୋକ ମାନେ ବହୁତଧନୀ ହୋଇ ପାରୁଛନ୍ତି । ତେବେ କହିବୁ କି କୈଣସି କାମ ଛୋଟ ନୁହେଁ କି ବଡ ନୁହେଁ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *