31 ଜାନୁଆରୀ 2020 ଶୁକ୍ରବାର ରାଶିଫଳ – ଏହି ସବୁ ରାଶି ଆଜି ରୁହନ୍ତୁ ସର୍ତକ

rasiphala2

ମେଷ : ଆଜିର ଦିନ ବ୍ୟାପାର-ଉଦ୍ୟୋଗ ପାଇଁ ଏବଂ ବ୍ୟାବସାୟୀମାନଙ୍କ ବ୍ୟବସାୟ ପାଇଁ ଲାଭଦାୟୀ ଅଟେ। ପୁତ୍ର ଏବଂ ପତ୍ନୀଙ୍କଠାରୁ ଲାଭ ହେବ। ସାଂସାରିକ ଜୀବନରେ ସୁଖ ପ୍ରସଂଗ ବନିବ ମନ ମଧ୍ୟ ସୁଖୀ ରହିବ। ମଧ୍ୟାହ୍ନ ପରେ ମାନସିକ ଅଶାନ୍ତି ଏବଂ ଖରାପ ସ୍ଵାସ୍ଥ୍ୟ ଆପଣଙ୍କୁ ଅଶାନ୍ତ କରିବ। କଥାବାର୍ତ୍ତା କରିବା ସମୟରେ ଭ୍ରାନ୍ତି ନ ହେଉ ଏହାର ଧ୍ୟାନ ରଖିବେ। ଆନନ୍ଦ-ପ୍ରମୋଦ ଏବଂ ମନୋରଞ୍ଜନ ପଛରେ ଧନ ଖର୍ଚ୍ଚ ହେବ। ମାନ-ହାନି ହେବାର ସମ୍ଭାବନା ଅଛି।

ବୃଷ : ଆଜିର ଦିନ ଧ୍ୟାନରେ ଚାଲିବାକୁ ପଡ଼ିବ। ମାନସିକରୁପରେ ଚିନ୍ତା ରହିବ। ଶାରୀରିକରୁପରେ କିଛି ଅସୁସ୍ଥତା ଅନୁଭବ ହେବ। ପରିବାରଜନମାନଙ୍କ ସହିତ କୌଣସି କଥା ଉପରେ କ୍ରୋଧ ହୋଇପାରେ। ଏପରି ସମୟରେ ନିୟନ୍ତ୍ରଣ ରଖିବାକୁ ଉପଦେଶ। ଧନ-କୀର୍ତ୍ତିର ହାନି ହେବ। ସନ୍ତାନମାନଙ୍କ ବିଷୟରେ ଚିନ୍ତା ରହିବ। ବୌଦ୍ଧିକ ଚର୍ଚ୍ଚାରୁ ଦୂରରେ ରହିବେ। ଧନ ସମ୍ବନ୍ଧିତ ଆୟୋଜନ ପାଇଁ ସମୟ ଅନୁକୂଳ ଅଟେ

ମିଥୁନ : ଆପଣଙ୍କୁ ଲାଭ ଏବଂ ଭାଗ୍ୟବୃଦ୍ଧିର ଯୋଗ ଅଛି। ବନ୍ଧୁ-ସ୍ଵଜନମାନଙ୍କଠାରୁ ଲାଭ ହେବ। ସମ୍ବନ୍ଧରେ ପ୍ରେମ ଏବଂ ସମ୍ମାନର ପ୍ରଧାନତା ରହିବ। ପରନ୍ତୁ ମଧ୍ୟାହ୍ନ ପରେ ଆପଣଙ୍କ ଚିନ୍ତା ରହିବ ଯାହାଫଳରେ ଶାରୀରିକ ଏବଂ ମାନସିକ ସ୍ଵାସ୍ଥ୍ୟ ବିଗିଡ଼ି ପାରେ। ନିଜର ବନ୍ଧୁମାନଙ୍କ ସହିତ ମନଦୁଃଖର କୌଣସି ପ୍ରସଙ୍ଗ ବନିବ। ମାତାଙ୍କର ସ୍ଵାସ୍ଥ୍ୟ ବିଗିଡ଼ିବାର ସମ୍ଭାବନା ଅଧିକ ଅଛି। ଜଳାଶୟରୁ ସମ୍ଭାଳିକରି ଚାଲିବେ।

କର୍କଟ : ପ୍ରତିକୂଳତାରେ ମଧ୍ୟ ଆପଣ ପରିଶ୍ରମପୂର୍ବକ କାର୍ଯ୍ୟ କରିବେ ତେବେ ଅଗ୍ରଗାମୀ ହେବାପାଇଁ ସୁଯୋଗ ମିଳିବ। ସ୍ୱାସ୍ଥ୍ୟରେ ବିଶେଷକରି ପେଟର ବ୍ୟାଧିରେ ସମସ୍ୟା ହେବ। ବିଦ୍ୟାର୍ଥିମାନଙ୍କ ପାଇଁ ବିଦ୍ୟାଭ୍ୟାସରେ ସଫଳତା ମିଳିବ, ପରନ୍ତୁ ମଧ୍ୟାହ୍ନ ପରେ ପରିସ୍ଥିତି ଅଧିକ ଅନୁକୂଳ ହେବ। ସ୍ଵାସ୍ଥ୍ୟରେ ସୁଧାର ଆସିବ। ମାନସିକ ରୂପରେ ମଧ୍ୟ ଆପଣ ସୁସ୍ଥ ରହିବେ। କାର୍ଯ୍ୟାଳୟରେ ସହକାରପୂର୍ଣ୍ଣ ବାତାବରଣ ରହିବ। ଅସମ୍ପୂର୍ଣ୍ଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ। ପ୍ରତିଦ୍ୱନ୍ଦ୍ୱୀମାନଙ୍କ ଉପରେ ବିଜୟ ପ୍ରାପ୍ତ ହେବ।

indra22

ସିଂହ : ଆଜି ଆପଣଙ୍କର ଘର ଉପରେ ଖୁସି ବିଛାଇ ହୋଇଥିବ । ଏହି ଅବସରର ଲାଭ ଉଠାଇବା ସହିତ ଆପଣ ସେହି ଲୋକଙ୍କ ସହିତ ମିସିପାରିବେ ଯାହାକୁ ଆପଣ ଅଧିକ ସମୟ ଧରି ମିସି ନଥିବେ । ଆଜି ଆପଣ ସବୁ ଅସୁବିଧାକୁ ଗୋଟିଏ ଆଡକୁ ରଖି ନିଅନ୍ତୁ । ଆଜି କୌଣସି କାମ ସମ୍ବନ୍ଧରେ ଆତ୍ମବିଶ୍ଵାସ ସହିତ ତ୍ଵରିତ ନିର୍ଣ୍ଣୟ ନେଇ ପାରିବେ। ପିତା ତଥା ବୃଦ୍ଧମାନଙ୍କ ସହିତ ସହଯୋଗ ପ୍ରାପ୍ତ ହେବ। ସାମାଜିକ ପ୍ରତିଷ୍ଠାରେ ବୃଦ୍ଧି ହେବ। ଦାମ୍ପତ୍ୟ ଜୀବନରେ ମିଳାମିଶା ରହିବ। ବ୍ୟବସାୟ କାର୍ଯ୍ୟ ପାଇଁ ବାହରକୁ ଯାଇପାରନ୍ତି।ପ୍ରତିକାର-ବୃଦ୍ଧା ବୃଦ୍ଧଙ୍କର ସେବା କରନ୍ତୁ।

କନ୍ୟା : ମନେ ଅଛି କି ଆପଣ ନିଜର ଘରର ଆଖପାଖରେ କିଛି ପରିବର୍ତ୍ତନ କରିବା ପାଇଁ ଭାବିଥିଲେ । ଘରେ ସାନ୍ତି ବାତାବରଣ ଅଛିକି ସେଥିପାଇଁ ଆରାମରେ ଯେକୌଣସି ପରିବର୍ତ୍ତନ କରି ପାରିବେ । ଆଜି ଆପଣଙ୍କ ଅହଂକାର କାରଣରୁ ଯୁକ୍ତି ହେବାର ଆଶଂକା ଅଛି। ଶାରୀରିକ ଏବଂ ମାନସିକ ଚିନ୍ତା ସହିତ ଆଜିର ଦିନ ବ୍ୟତୀତ ହେବ। ସ୍ଵଭାବରେ ଉତ୍ତେଜନାଯୋଗୁଁ କାମ ବିଗିଡ଼ିବାର ଆଶଂକା ରହିବ। କୁଟୁମ୍ବମାନଙ୍କ ଏବଂ ମିତ୍ରମାନଙ୍କ ସହିତ ମନମାଳିନ୍ୟ ହୋଇପାରେ। ଆକସ୍ମିକ ଧନ ଖର୍ଚ୍ଚ ହେବ।ପ୍ରତିକାର-ଅସହାୟକୁ ସାହାଯ୍ୟ କରନ୍ତୁ ।

ତୁଳା : ଆଜି ଆପଣ ନିଜର ଘରବାଲା ଓ ସାଂଗ ମାନଙ୍କ ସହିତ ମଜା ନେବେ ,ଯେଉଁଥିରେ ଆପଣଙ୍କ ଘର ଉପରେ ଖୁସିରେ ବାତାବରଣ ବାଗେଇ ହୋଇ ରହିବ । ଅଧିକ ସମୟ ଧରି ଘରେ ଚାଲିଥିବା କଳିକଜିଆରୁ ଆପଣଙ୍କୁ ମୁକ୍ତି ମିଳିଯିବ । ଗୃହସ୍ଥ ଜୀବନରେ ସୁଖ ଏବଂ ଆନନ୍ଦ ପ୍ରାପ୍ତି ହେବ। ଆୟ ବୃଦ୍ଧିର ଯୋଗ ଅଛି। ଅଫିସ୍, ବ୍ୟବସାୟ କ୍ଷେତ୍ରରେ ଅନୁକୂଳ ବାତାବରଣ ରହିବ। ପ୍ରମୋସନ ମିଳିବାର ସମ୍ଭାବନା ଅଛି। ପାରିବାରିକ ସଦସ୍ୟମାନଙ୍କ ସହିତ ଖୁସିରେ ରହିବେ। ଆନନ୍ଦଦାୟକ ପର୍ଯ୍ୟଟନ ହେବ। ଉତ୍ତମ ବୈବାହିକ ସୁଖ ପ୍ରାପ୍ତି ହେବ।ପ୍ରତିକାର-କୁକୁରକୁ ରୁଟି ଖାଇବାକୁ ଦିଅନ୍ତୁ।

rasi.ch

ବିଚ୍ଛା : ଘରେ କିଛି ସମୟରୁ ଚାଲୁଥିବା ସମସ୍ୟା ଗୁଡିକ ସମାପ୍ତ ହୋଇଯିବ । ଶାନ୍ତି ବାଗେଇ ରଖିବା ଚେଷ୍ଟା ଏବେ ରଂଗ ଆଣି ଘରେ ବଦଳୁ ଥିବା ଏହି ଶାନ୍ତି ପୂର୍ଣ୍ଣ ବାତା ବରଣ ପାଇଁ ଆପଣଙ୍କୁ ଈଶ୍ୱରଙ୍କୁ ଧନ୍ୟବାଦ କରିବା ଉଚିତ । ଆପଣଙ୍କ ସମସ୍ତ କାର୍ଯ୍ୟ ସଫଳତାପୂର୍ବକ ସଂପନ୍ନ ହେବ। ଗୃହସ୍ଥ ଜୀବନରେ ଆନନ୍ଦ ଏବଂ ସନ୍ତୋଷ ଅନୁଭବ ହେବ। ସ୍ଵାସ୍ଥ୍ୟ ଭଲ ରହିବ। ସମାଜରେ ମାନ-ସମ୍ମାନ ମିଳିବ। ଉଚ୍ଚ ପଦାଧିକାରିମାନଙ୍କ ଏବଂ ବୃଦ୍ଧମାନଙ୍କର କୃପା ଦୃଷ୍ଟି ରହିବ। ସନ୍ତାନମାନଙ୍କ ସନ୍ତୋଷଜନକ ପ୍ରଗତିରେ ଆନନ୍ଦ ଅନୁଭବ ହେବ।ପ୍ରତିକାର-ଅସହାୟକୁ ସାହାଯ୍ୟ କରନ୍ତୁ।ପ୍ରତିକାର-ଗାଈକୁ କିଛି ଖାଦ୍ୟ ଦେବେ ।

ଧନୁ ରାଶି : ଆଖପାଖ ଲୋକେ ପ୍ରଶଂସା କରିବେ , ବିପଦପୁର୍ଣ୍ଣ ଜମାନତ କାର୍ଯ୍ୟରୁ ଟାଳନ୍ତୁ , ଚାକିରିରେ ଅଧିକାରୀଙ୍କ ଉପେକ୍ଷା ବଢିବ , ବେପାର ଓ ବ୍ୟବସାୟରେ ଭଲ ରହିବ , ଦାଂମ୍ପତ୍ୟ ଜୀବନରେ ପ୍ରେମ ଓ ବିଶ୍ୱାସ ବଢିବ , ସବୁ ମିଶାଈକରି ଏହି ଦିନ ବଢିଆ ଯାଉଛି , ଆଜି ଶାରରୀକ ରୁପରେ ଥକାପଣ ଅନୁଭବ କରିବେ , ଆପଣ ନୁଆ ଲୋକଙ୍କ ସହ ସାକ୍ଷାତ କରିପାରନ୍ତି । ଉତ୍ସାହର ବୃଦ୍ଧି ହେବ ।

ମକର ରାଶି : ଆଜି ଆପଣ ଖୋଲାମନ ଓ ସବୁ କଥାକୁ ଉତ୍ସାହ ପୁର୍ଣ୍ଣ ଶୁଣିବାକୁ ଇଚ୍ଛାପ୍ରକାଶ କରିବେ , ଆପଣ ଯାହା ଚାହୁଁଛନ୍ତି ତାହା ବିଷୟରେ ସ୍ପଷ୍ଟ କରନ୍ତୁ , କେଉଁ କାର୍ଯ୍ୟ ପାଇଁ ଚିନ୍ତା ରହିବ , ଲାଭର ଅବସର ପ୍ରାପ୍ତି ହେବ , ପ୍ରସନ୍ନତାର ମାହୋଲ ରହିବ , କେଉଁ ଅନ୍ୟର ଭାଗ୍ୟ ନିର୍ଦ୍ଧାରଣ କରିବାପରିବର୍ତ୍ତେ ନିଜର ଭାଗ୍ୟକୁ ଦେଖନ୍ତୁ , ନିଜ ଶଶୁରଘର ଲୋକଙ୍କ ସହ ଝଗଡା ହୋଇପାରେ , ଉଚିତ୍ ବିଚାର୍ ପରେ ମହତ୍ତ୍ୱପୁର୍ଣ୍ଣ ନିର୍ଣ୍ଣୟ ନିଅନ୍ତୁ ।

rasi-chakra

କୁମ୍ଭ ରାଶି :ଆଜି ଅଟକିଥିବା ଧନ ଫେରିପାରିବେ , ଯଦି କାହାକୁ ପ୍ରେମ କରୁଛନ୍ତି , ତେବେ ନିଜ ପ୍ରେମରେ ସଫଳ ହେବେ , ଆଜିର ଦିନ ବହୁତ ଶୁଭ ଅଛି , ବିଦେଶ ଯାତ୍ରାର ଯୋଗ ରହୁଛି , ନୁଆ ବେପାରିକ ଅନୁବନ୍ଦ ହୋଇପାରେ , ମହତ୍ତ୍ୱପୁର୍ଣ୍ଣ ପ୍ରସ୍ତାବ ପ୍ରାପ୍ତି ହେବ , ଚାକିରିରେ ପ୍ରତିଯୋଗିତା ଓ ଉଚ୍ଚ ଅଧ୍ୟୟନ ପ୍ରବେଶ ପାଇଁ ପ୍ରୟାସରତ ଜାତକରୁ ସଫଳତା ମିଳିବ ।

ମୀନ ରାଶି : ଆଜି ଆପଣଙ୍କୁ ଉତ୍ସାହପୁର୍ଣ୍ଣ ସୁଚନା ମିଳିବ , ଆପଣଙ୍କ ହରାଈଥିବା ଧନ ଫେରିପାରିବେ , ଓ ତାହା ସହ ମାଲାମାଲ୍ ହେବାର ଯୋଗ ନଜର ଆସୁଛି , ଶତ୍ରୁ ସକ୍ରିୟ ରହିବେ , ଷଡଯନ୍ତ୍ରରୁ ବଞ୍ଚନ୍ତୁ , ବାଣିରେ କଟୁ ଶବ୍ଦର ପ୍ରୟୋଗ କରନ୍ତୁ ନାହିଁ , ବିବାଦ ହୋଇପାରେ , ସ୍ୱାସ୍ଥ୍ୟ ଖରାପ ହେବା କାରଣରୁ ସ୍ୱାସ୍ଥ୍ୟ ଅବସ୍ଥା ପ୍ରବାଭିତ ହୋଇପାରେ , ଚିଡଚିଡ ରହିବେ , ଏଥିପାଇଁ ଆପଣଙ୍କୁ ସାବଧନତା ରହିବାକୁ ହେବ , ଦିନ ବହୁତ ଜଲଦି ସରିଯିବ , କିଛି ନୁଆ ମଜାଦାର୍ ଲୋକଙ୍କ ସହ ସାକ୍ଷାତ ହୋଇପାରେ ।

Leave a Reply

Your email address will not be published. Required fields are marked *