୩୦ ଜାନୁୟାରୀ ଗୁରୁବାର ସରସ୍ୱତୀ ପୂଜା , କରନ୍ତୁ ଏହି ଉପାୟ ସୁନାଭଳି ଚମକିବ ଭାଗ୍ୟ …।

saraswati-puja

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଜାନୁଆରୀ 30 ତାରିଖ ବସନ୍ତ ପଞ୍ଚମୀ ବା ଶରସ୍ୱତୀ ପୂଜା । ଏହି ବସନ୍ତ ପଞ୍ଚମୀ ଦିନ ଟି ମାଆ ଶରସ୍ୱତୀ ଙ୍କର ହିଁ ଦିନ ହୋଇ ଥାଏ । ଏହି ଦିନ ରେ ମାଆ ଙ୍କ ର ଜନ୍ମ ଦିବସ ର ପାଳନ କରା ଯାଏ । ଏହି ଦିନ ରେ ତାଙ୍କର ପୂଜା କରିବା ଦ୍ୱାରା ସୁଖ ଶାନ୍ତି ବିଦ୍ୟା ବୁଦ୍ଦି ଏବଂ କଳା ପ୍ରାପ୍ତି ହୋଇ ଥାଏ । ଏହି ବର୍ଷ ର ବସନ୍ତ ପଞ୍ଚମୀ ଜାନୁଆରୀ ମାସ ର 30 ତାରିଖ ମାନେ ଗୁରୁବାର ଦିନ ପଡିବା ପାଇଁ ଯାଉଛି । ଏହି ଦିବସ ର ଶୁଭ ସମୟ ହେଉଛି ଦିନ ର ଆରମ୍ଭ ରୁ ଦିନ 1.30 ମିନିଟ୍ ପର୍ଯ୍ୟନ୍ତ । ଏହି ଶୁଭ ସମୟ ରେ ମାତା ଶରସ୍ୱତୀ ଙ୍କର ପୂଜା କରିବା ଦ୍ୱାରା ତାଙ୍କର ଅସେଷ କୃପା ମିଳି ଥାଏ ।

saraswati

ସେମିତି ରେ ଆମେ ଆଜି ଆପଣ ମାନଙ୍କୁ ଏଠାରେ ଶରସ୍ୱତୀ ଙ୍କ ସଠିକ୍ ପୂଜା ବିଧି ଏବଂ ତାଙ୍କୁ ପ୍ରଶନ୍ନ କରିବାର କିଛି ତରିକା ବିଷୟରେ ଆପଣ ମାନଙ୍କୁ କହିବୁ ଜାହା ଦ୍ୱାରା ଆପଣ ମାନଙ୍କ ଭାଗ୍ୟ ବହୁତ ପରିମାଣ ରେ ଚମକି ଯିବ । ଏହି ଦିନ ରେ ଆପଣ ମାନେ ସକାଳୁ ଉଠି ଅଗଣା ରେ ହଳଦିଆ ଫୁଲ ବା ଏହି ରଙ୍ଗ ର ରୋଙ୍ଗଲୀ କରନ୍ତୁ । ନିଜର ଠାକୁର ଘର କୁ ସଠିକ୍ ଭାବେ ସଫା କରିବା ପରେ ଆପଣ ମାନେ ସେହି ଠାରେ ମୃତି କୁ ସ୍ଥାପନ କରନ୍ତୁ । ଏହା ପରେ ଆପଣ ମାନେ ପୂଜା ଆରମ୍ଭ କରନ୍ତୁ ଏବଂ ସେହି ସମୟ ରେ ମାଆ ଙ୍କୁ ହଳଦିଆ ଫୁଲ ଏବଂ ହଳଦିଆ ମିଠା ଦିଅନ୍ତୁ ।

sara

ଆପଣ ମାନେ ଯେଉଁ କ୍ଷେତ୍ର ରେ କାର୍ଯ୍ୟ କରୁଛନ୍ତି । ତେବେ ତାହାକୁ ମାଆ ଙ୍କ ପାଖରେ ପୂଜା କରନ୍ତୁ । ଯେମିତି ବିଦ୍ୟା କ୍ଷେତ୍ର ର ବହୀ ଏବଂ କଲମ କୁ ପୂଜା କରନ୍ତୁ । ତେବେ ମାଆ ଙ୍କୁ ଭକ୍ତି ର ସହିତ ପୂଜା କରିବା ଦ୍ୱାରା ଆପଣ ମାନଙ୍କ ଘରେ ସୁଖ ଶାନ୍ତ ର ବାତାବରଣ ରହି ଥାଏ । ଏହି ଦିନ ରେ ବ୍ରତ ରଖିଲେ ଆପଣ ମାନଙ୍କ ସବୁ ସ୍ୱପ୍ନ ପୂରଣ ହେବ । ଏହି ଦିନ ରେ ମାଆ ଙ୍କୁ ସିନ୍ଦୁର ଅର୍ପଣ କଲେ ଆପଣ ମାନେ ଭାଗ୍ୟଶାଳୀ ହେବାର ସମ୍ଭାବନା ରହି ପାରିବେ । ତେବେ ଆପଣ ମାନେ ମାଆ ଙଅକ ପୂଜା କରନ୍ତୁ ଏବଂ ତାଙ୍କର କୃପା ପାଆନ୍ତୁ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *