21 ଜାନୁଆରୀ 2020 ମଙ୍ଗଳବାର ରାଶିଫଳ – ଏହି ସବୁ ରାଶିଙ୍କ ପାଇଁ ଆଜିର ଦିନଟି ବହୁତ ଭଲ

rasiphala2

ମେଷ ରାଶି : ଆଜି ଆର୍ଥିକ ସ୍ଥିତି ହିସାବରେ ମଜବୁତ୍ ରହିବେ । କାମର ହିସାବରେ ଆପଣଙ୍କୁ ଭଲ ଫଳାଫଳ ମିଳିପାରିବ , ଆଜି ଭାଗ୍ୟ ଆପଣଙ୍କ ସାଥ୍ ଦେବ , ଓ ଆର୍ଥିକ ପ୍ରୟାସରୁ ଭଲ ସଫଳତା ମିଳିବ , କାର୍ଯ୍ୟକ୍ଷେତ୍ରରେ ଭଲ ଫଳ ମିଳିବ । ବେପାର କରୁଥିବା ଲୋକଙ୍କୁ ଭଲ ସଫଳତା ମିଳିବ । ବେପାର କରୁଥିବା ଲୋକଙ୍କୁ କଠିନ ଅଛି , ବ୍ୟବହାରିକ ବୁଝାମଣା କରିବାପାଇଁ ଦକ୍ଷତା ଦେଖାଇବାକୁ ହେବ,  ନିବେଶରେ ଫାଇଦା ରହିବ । ଖର୍ଚ୍ଚରୁ ମୁକ୍ତି ମିଳିବ ।

ବୃଷ ରାଶି : ଆଜି ଆଇନଗତ ମାମଲାରୁ ଦୁରେଇ ରହିଲେ ଲାଭର ସ୍ଥିତି ରହିବ । ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ , ବରିଷ୍ଠ ଲୋକଙ୍କ ସହ କିମ୍ବା ବଡ ବୟସ୍କ ଲୋକଙ୍କୁ କେଉଁ ପ୍ରକାରର କଥାରେ ଦୁଃଖିତ କରନ୍ତୁ ନାହିଁ , ହୋଇପାରେ ଆପଣଙ୍କ ପାଇଁ ତାଙ୍କ ମନରେ କିଛି ଭଲ ଭାବନା ଆପଣଙ୍କ ପାଇଁ ଥିବ , ଆୟର ସାଧନ ମିଳିବ  ବିଶେଷ ଯୋଜନାରୁ କ୍ରିୟାବିତ କରିପାରିବେ । ଗମ୍ଭୀରତା ସହ କରାଯାଇଥିବା କାର୍ଯ୍ୟରେ ଭଲ ଲାଭ ହେବ ।

ମିଥୁନ ରାଶି : ଆଜି ପଇସା କମାଇବାପାଇଁ କିଛି ଭଲ ମଉକା ମିଳିବ , କିନ୍ତୁ ଆଶାର ହିସାବରେ ସେତିକି ଫାଇଦା ମିଳିବ ନାହିଁ  ସେହି ଖାଦ୍ୟ ପଦାର୍ଥରୁ ବଞ୍ଚନ୍ତୁ , ଯାହାର ଭିତରେ ଅଧିକା କୋଲେଷ୍ଟ୍ରୋଲ୍ ଥିବ , କାହାକୁ ପ୍ରପୋଜ କରିବାପାଇଁ ସମୟ ଭଲ ଅଛି , ପ୍ରେମୀଜନଙ୍କ ପାଇଁ ସମୟ ଅନୁକୁଳ ଅଛି , ଆପଣଙ୍କ ପଇସା ବହୁତ ଜିନିଷରେ ଖର୍ଚ୍ଚ ହେବ । ପଇସାର ମହତ୍ତ୍ୱକୁ ଆପଣ ଭଲ ଭାବେ ଜାଣିଛନ୍ତି , ଏହାଦ୍ୱାରା ସଞ୍ଚିତ ଧନ ବହୁତ କାମ ଆସିବ ।

କର୍କଟ ରାଶି : ଆଜି ପ୍ରବଳ ଧନ ଲାଭ କରିବାର ଯୋଗ ଅଛି , ପାରିବାରିକ କଳହ ଆପଣଙ୍କ ପାଇଁ ବଡ ଚିନ୍ତାର କାରଣ ହୋଇପାରେ , ନିଜ ମନରୁ ଭୟ ହଟାଇଦିଅନ୍ତୁ , ଯେତେ ସମ୍ଭବ ହୋଇପାରିବ ନିଜ ପ୍ରାଥମିକତା କାମ କରିବାକୁ ଚେଷ୍ଟା କରନ୍ତୁ , ନିଜ ବେପାରରେ ବୃଦ୍ଧି ହେବ , ଯଦି ଆପଣ ଏକ ନୁଆ ଘର୍ କିଣିବାକୁ ଚାହୁଁଛନ୍ତି , ତେବେ ବନ୍ଦ କରିଦିଅନ୍ତୁ , ଆପଣଙ୍କ ମନର ସ୍ଥିତି ଏମିତି ରଇବ , ଯାହା ଜୀବନସାଥୀ ଯେବେ ସବୁ ମନମୁତାବ ଭୁଲାଇକରି ଆପଣଙ୍କ ପାଖରେ ଆଉଥରେ ଆସିବ ।

ସିଂହ ରାଶି : ଆଜି କ୍ରୋଧ ଉପରେ ଆପଣଙ୍କୁ ନିୟନ୍ତ୍ରଣ ରଖିବାର ଅଛି , କ୍ରୋଧରେ ଆସିକରି କେଉଁ ପ୍ରକାରର ଭୁଲ୍ ଫଇସଲା ନିଅନ୍ତୁ ନାହିଁ , ଭାଗ୍ୟର ଉପରେ  ନିର୍ଭର ରୁହନ୍ତୁ ନାହିଁ । ଏଥିପାଇଁ ନିଜ ସୁରକ୍ଷା ବିଷୟରେ ଅଧିକା ଗୁରୁତ୍ୱ ଦିଅନ୍ତୁ , ସନ୍ତାନ ପକ୍ଷରୁ ଶୁଭ ସମାଚାର ମିଳିବ , ଯେଉଁ ଲୋକ କାର୍ଯ୍ୟସ୍ଥଳରେ ସଫଳତାର ରାସ୍ତାର ବାଧା ଉପଜାଉଛନ୍ତି । ତାଙ୍କୁ ଏକ ଗମ୍ଭୀର ଝଟକା ଲାଗିପାରେ । କିଛି ସମ୍ବେଦନଶୀଳ ସୁଚନା ମିଲିପାରିବ , କେଉଁ ଦାମିକା ବସ୍ତୁ କିଣିପାରିବେ ।

କନ୍ୟା ରାଶି : ଆଜି ଧୀରେ ଧୀରେ ଆପଣଙ୍କ ସବୁ ଅସୁବିଧା ଦୁରିଭୁତ ହୋଇଯିବ , ଆପଣଙ୍କ ମନରେ ଭଲ ବିଚାର ଆସିବ , ବ୍ୟସ୍ତତା ପୁର୍ବକ କିଛି କାର୍ଯ୍ୟ କରନ୍ତୁ ନାହିଁ , ଛାତ୍ରଙ୍କର ପାଠ ପଢାରେ ମନ ଲାଗିବ ନାହିଁ , ଆପଣଙ୍କୁ ସହଜ ଜ୍ଞାନ ଓ ବୃଦ୍ଧି ହେବ ,ଏବଂ ବିଚାରରେ ଦୃଢତା ଆସିବ ।

ତୁଳା ରାଶି :  ଆଜି ଆପଣଙ୍କ ଶତ୍ରୁ ପରାଜିତ ହେବେ , ସାମାଜିକ କାର୍ଯ୍ୟରେ ସଠିକ୍ ସମୟ ଦେଖିବାକୁ ମିଳୁଛି , ପୁଜା ପାଠରେ ଅଧିକା ଧ୍ୟାନ ଲଗାଇବେ  ଉଚ୍ଚ ଅଧିକାରୀଙ୍କ ସଂପୁର୍ଣ୍ଣ ସହଯୋଗ ପ୍ରାପ୍ତି ହେବ  ସେହି ଲୋକଙ୍କ ସହ ଦେଖାକରନ୍ତୁ , ଯାହାଙ୍କୁ ଆପଣ ଜାଣିଛନ୍ତି , କିମ୍ବା ଭରସା କରନ୍ତି , ଯାତ୍ରା କରିବାରୁ ଦୂରେଇ ରୁହନ୍ତୁ । ଯଦି ଆପଣ ଅଲଗା କାହାକୁ ସାହାଯ୍ୟ କରିବେ ତେବେ ଆପଣଙ୍କୁ ଭଲ ପ୍ରସ୍ତାବ ମିଳିପାରିବ ।

ବିଛା ରାଶି : ଆଜି ଆପଣଙ୍କ ପୁରୁଣା କରଜ ସୁଝିବାର ସମୟ ଆସିଛି , ପରିଜନଙ୍କ ଆପଣଙ୍କୁ ଆର୍ଥିକ ସହାୟତା ମିଳିପାରିବ , କେବଳ ପଇସାରୁ କିଛି ଫଇସଲା ନିଅନ୍ତୁ ନାହିଁ  କିଛି ପରିବର୍ତ୍ତନ ଆପଣଙ୍କୁ ଭଲ ଲାଗିପାରେ , ସହଯୋଗୀଙ୍କର ଭଲ ସହଯୋଗ ମିଳିବ , ନିଜ ପରିଜନଙ୍କୁ ଗତିରେ ପରିବର୍ତ୍ତନ କରନ୍ତୁ , ଓ ପଛକୁ ବୁଲି ଦେଖନ୍ତୁ , ଆପଣ ନିଜ କାମରେ ସଫଳତା ହାସିଲ୍ କରିବେ ।

ଧନୁ ରାଶି : ଆଜି ଆପଣଙ୍କୁ କାମକାର୍ଯ୍ୟରେ ଟିକିଏ ନିୟମିତ ହେବାର ଦରକାର ଅଛି , ନିଜକୁ ଭଲ ଭାବେ ବୁଝିବାର ସଠିକ୍ ସମୟ ଅଟେ , ଉଧାର ହୋଇଥିବା ଧନ ପ୍ରାପ୍ତି ହେବ , ସାମାଜିକ କ୍ଷେତ୍ରରେ ୟଶକୀର୍ତ୍ତି ମିଳିବ  ଇମାନଦାରୀରୁ ଆପଣଙ୍କୁ ଏକ କଠିନ ସ୍ଥିତି ସମ୍ଭାଳିବାର ସାହାଯ୍ୟ ମିଳିବ , ଥରେ ପଦକ୍ଷେପ ନିଅନ୍ତୁ

ମକର – କର୍ମକ୍ଷେତ୍ରରେ କୌଣସି ଅସୁବିଧା ହେବ ନାହିଁ। ବ୍ୟବସାୟିକ କ୍ଷେତ୍ରରେ ଉନ୍ନତିହେବ। ସୁଖ ସମୃଦ୍ଧି ବୃଦ୍ଧି ଓ ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ହେବ। ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ। ରାଜନୀତିରେ ଲୋକପ୍ରିୟତା ହାସଲ କରିବେ। କଠିନରୁ କଠିନତମ କାର୍ଯ୍ୟକୁ ଧୈର୍ଯ୍ୟରସହ ସମ୍ପାଦନ କରି ପାରିବେ। ସାଧାରଣ କେତେକ ସୁବିଧା ସୁଯୋଗକୁ ବାଦ୍ ଦେଲେ ଅନ୍ୟାନ୍ୟ କ୍ଷେତ୍ରରେ ସାମାନ୍ୟ ବ୍ୟତିକ୍ରମ ଦେଖାଦେଇ ପାରେ। କିନ୍ତୁ ଗାମ୍ଭୀର୍ଯ୍ୟପୂର୍ଣ୍ଣ ଯୁକ୍ତିଯୁକ୍ତ କଥା ପରିସ୍ଥିତିକୁ ସମ୍ଭାଳିବାରେ ସମର୍ଥ ହୋଇ ପାରିବ। ମନ ଭଲ ରହିବ ନାହିଁ।

କୁମ୍ଭ – ଜାଗା, ଜମି, ବାସଗୃହ ଓ ଯାନବାହାନ କ୍ରୟ କରିବାର ସୁବିଧା ପାଇବେ। ଯେକୌଣସି କାର୍ଯ୍ୟରେ ହାତଦେଲେ ସଫଳତା ମିଳିବ। ବନ୍ଧୁମାନଙ୍କ ସହ ସୁସମ୍ପର୍କ ସ୍ଥାପନ ହେବ ଓ ମାନସିକ ଏକାଗ୍ରତା ବଜାୟ ରହିବ। ଯେକୌଣସି ସମସ୍ୟା ଆସିଲେ ମଧ୍ୟ ତାହାକୁ ଠିକ୍ ଭାବରେ ସାମ୍ନା କରିବାର ସାହାସ ରହିବ। କରଜ ଦାତାଙ୍କ କରଜ ପରିଶୋଧ କରିବା ପାଇଁ ସୁବିଧା ପାଇବେ। ସମସ୍ୟା ସମାଧାନର ରାସ୍ତା ଖୋଜି ବାହାର କରିବାରେ ସମର୍ଥ ହେବେ। ସ୍ଥଗିତ କର୍ମଗୁଡ଼ିକର ସମ୍ପାଦନ କରିବେ। ଯୁକ୍ତିଯୁକ୍ତ କଥାକହି ଅନ୍ୟମାନଙ୍କୁ ଆପଣେଇ ପାରିବେ।

ମୀନ – ଶୁଭ ସମ୍ବାଦ ପାଇ ମାନସିକ ଦୁଶ୍ଚିନ୍ତା ଦୂର ହୋଇ ଯଶମାନ ବୃଦ୍ଧିହେବ। କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ଆଶା ଆକାଂକ୍ଷା ଓ ମହତ୍ୱାକାଂକ୍ଷା ପୂର୍ଣ୍ଣହେବ। ମାନସିକ ବୌଦ୍ଧିକ ଓ ଭାବନାତ୍ମକ ରୂପରେ ଅଧିକ ସକ୍ଷମ ଓ ଅନୁଭବି ହେବେ। ପରିବାରରେ ଅନେକ ସମସ୍ୟାର ସମାଧାନ ହୋଇ, ହସ ଖୁସିରେ ବାତାବରଣ ଖେଳି ଯିବ। କମ୍ ପରିଶ୍ରମରେ ଆଶାଜନକ ଫଳପ୍ରାପ୍ତି ହେବ। କର୍ମକ୍ଷେତ୍ରରେ ସହଯୋଗୀ ମାନଙ୍କ ଯୋଗୁ ଉତ୍ତମ କାର୍ଯ୍ୟ କରି ପଦୋନ୍ନତି ପାଇବାର ରାସ୍ତା ପରିଷ୍କାର କରିବେ। ଲକ୍ଷ୍ୟ ହାସଲ କରିବାରେ ସମର୍ଥ ହେବେ।

Leave a Reply

Your email address will not be published. Required fields are marked *