କଂଗ୍ରେସ ଦଳରେ ମିଶିବେ କି ରାଣୀ ପଣ୍ଡା!

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଏହି ଦିନରେ ପ୍ରଦୀପ୍ ମହାରାଥୀ ଙ୍କ ଏକାଦଶ କ୍ରିଆ ସମାପ୍ତ ହୋଇ ଜାଇ ଥିବା ବେଳେ ଏହାକୁ ନେଇ ରାନୀ ପଣ୍ଡା ଏକ ଭିଡ଼ିଓ ପ୍ରସ୍ତୁତ କରି ଥିଲେ ଯେଉଁ ଭିଡ଼ିଓ ପାଇଁ ବର୍ତମାନ ସମୟ ରେ ରାନୀ ପଣ୍ଡା ପୁଣି ଥରେ ବିବାଦ କୁ ଆସି ଥିବାର ନଜର ଆସୁଛନ୍ତି ତେବେ କଣ ରହିଛି ଏହି ବିଷୟ ରେ ସଂମ୍ପର୍ଣ୍ଣ ଖବର ଆମେ ଆଜି ଆପଣ ମାନଙ୍କୁ ଏଠାରେ ସଂମ୍ପର୍ଣ୍ଣ ଭାବେ ଜଣେଇ ଦେବାକୁ ଚାହିଁବୁ ଏବଂ ଏହି ବିଷୟ ରେ ଆପଣ ମାନେ ଜାଣିବା ପାଇଁ ପୋଷ୍ଟ କୁ ସେଷ ଯାଏ ପଢନ୍ତୁ । ଆପଣ ମାନଙ୍କୁ ଜଣେଇ ଦେବୁ କି ରାନୀ ପଣ୍ଡା ପ୍ରଦୀପ୍ ମହାରାଥୀ ଏକାଦଶ କ୍ରିଆ ପାଳନ କରି ଥିବା ବେଳେ ଏହାକୁ ନେଇ ଲୋକ ମାନେ ବର୍ତମାନ ସମୟ ରେ ଆଲୋଚନା କରୁଛନ୍ତି କି ରାନୀ ପଣ୍ଡା କଣ ରାଜନୀତି ରେ ପ୍ରବେଶ କରିବା ପାଇଁ ଚାହାଁନ୍ତି କି ହେଲେ ଏହି ବିଷୟ ରେ ରାନୀ ନିଜେ କହିଛନ୍ତି କି ସେମିତି କିଛି ବି ନୁହେଁ ସେ ପ୍ରଦୀପ୍ ମହାରାଥୀ ଙ୍କୁ ଆଦର୍ଶ ବୋଲି ଭାବି ଏମିତି କରିଛନ୍ତି ବୋଲି ପ୍ରଷ୍ଟ କରିଛନ୍ତି ।rani

ସେ ନିଜର ଆଇଡଲ୍ ବୋଲି ମାନନ୍ତି କାରଣ ସେ ସବୁ ସମୟ ରେ କୈଣସି ତର୍କ କୁ ନେଇ ରୋକ୍ ଠୋକ୍ କଥା କହି ଥାନ୍ତି , ଏବଂ ପ୍ରଦୀପ୍ ମହାରାଥୀ ଙ୍କ ଯାତ୍ରା ଜଗତ ପାଇଁ ବହୁତ ଅବଦାନ ରହିଛି ସେହି ଦୃଷ୍ଟି ରୁ ସେ ଏମିତି ଗୋଟିଏ ଶ୍ରଧାଞଳୀ ଦେଇଛନ୍ତି ବୋଲି କହିଛନ୍ତି । ଏବଂ ସେହି ପରି ବେଳେ ଆପଣ ମାନଙ୍କୁ ଜଣେଇ ଦେବୁ କି ସେ ନବୀନ୍ ବାବୁ ଙ୍କୁ ବି ବହୁତ ପସନ୍ଦ କରି ଥିବା ବେଳେ କିନ୍ତୁ ତାହା ମଧ୍ୟ ରେ ବି ସେ ଗୋଟିଏ କେଁ ଛାଡି ଜାଇଛନ୍ତି ସେ କହିଛନ୍ତି କି ବର୍ତମାନ ସମୟ ରେ ପ୍ରଦୀପ୍ ମହାରାଥୀ ଙ୍କ ପରି ନେତା ଙ୍କ ପରେ ପରେ ସେ ଯଦି ସାରା ଓଡ଼ିଶା ରେ ସେମିତି କେହି ରାଜନେତା ଙ୍କୁ ପସନ୍ଦ କରନ୍ତି ସେ ହେଲେ କଂଗ୍ରେସ୍ ର ସୁର ଭାଈ ସେ ସୁର ଭାଈ ଙ୍କୁ ବହୁତ ଲାଇକ୍ କରନ୍ତି ବହୁତ ପସନ୍ଦ କରନ୍ତି ।rani panda

ତାଙ୍କର ରୋକ୍ ଠୋକ୍ କଥା କୁ ମଧ୍ୟ ବହୁତ ପସନ୍ଦ କରନ୍ତି , ହେଲେ ଏହାର ମାନେ ନୁହେଁ କି ସେ କଂଗ୍ରେସ୍ ରେ ପସିବା ପାଇଁ ଏମିତି କହିଲେ ଆପଣ ମାନେ ଭାବନ୍ତୁ ନାହିଁ ଜାହା ପ୍ରତି ତାଙ୍କ ମନ ରେ ଭଲ ପାଇବା ରହିଛି ଏବଂ ଜାହା ପ୍ରତି ତାଙ୍କ ମନ ରେ ଭକ୍ତି ଶ୍ରଦ୍ଧା ରହିଛି ସେ ତାଙ୍କ ବିଷୟ ରେ ହିଁ କହିଲି ବୋଲି ସେ ନିଜର ଏକ ଭିଡ଼ିଓ ରେ କହିଛନ୍ତି । ହେଲେ ବର୍ତମାନ ସମୟ ରେ ରାନୀ ପଣ୍ଡା ଙ୍କ ଏମିତି ଭିଡ଼ିଓ ଉପରେ ଲୋକ ମାନେ କଂଗ୍ରେସ୍ କୁ ଯିବେ ବୋଲି ରାନୀ ପଣ୍ଡା ଆଲୋଚନା ହେଉଛି , ତେବେ ଆପଣ ମାନଙ୍କୁ କଣ ଲାଗୁଛି ଏହାକୁ ନେଇ ଆପଣ ମାନେ ନିଶ୍ଚିତ ଭାବେ କମେଣ୍ଟ କରି ଜଣେଇ ଦେବେ ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *