ଏକ ବଡ଼ ମହତ କାମ କରି ପୁଣି ଚର୍ଚ୍ଚାରେ ଯାତ୍ରା ଅଭିନେତ୍ରୀ ରାନୀ ପଣ୍ଡା ||

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ନିଶ୍ଚିତ ଭାବେ ଓଲିଉଡ ର ବର୍ତମାନ ସମୟ ର ଫେମସ୍ ଅଭିନେତ୍ରୀ ରାନୀ ପଣ୍ଡା ଙ୍କ ବିଷୟ ରେ ନିଶ୍ଚିତ ଭାବେ ଜାଣି ଥିବେ କିଛି ଦିନ ହେଲା ସେ ଇଣ୍ଡଷ୍ଟ୍ରୀ ରେ ବିବାଦିୟ ଭାବେ ପରିଚିତ ହୋଇ ଥିବା ବେଳେ ବିଗତ ଦିନ ରେ ନିଜର ପ୍ରଶଂସକ ମାନଙ୍କ ବହୁତ ଭଲ ପ୍ରଶଂସା ସାଉଣ୍ଟୁ ଛନ୍ତି ଏବଂ ଏହାର କାରଣ ହେଲା କି ସେ ନିଜର ସେମିତି ହିଁ କିଛି କାମ କରି ଲୋକ ମାନଙ୍କ ପାଖରେ ଏବଂ ଲୋକ ମାନଙ୍କୁ ଋଣି କରି ଦେଉଛନ୍ତି । ଜାହା ଫଳ ରେ ତାଙ୍କୁ ଏମିତି ସବୁ ପ୍ରଶଂସା ର ପାତ୍ର ହେବାକୁ ପଡୁଛି, ସେମିତି ରେ ଆମେ ଆଜି ଆପଣ ମାନଙ୍କୁ ଏହି ଦିନ ରେ ଓଲିଉଡ ର ପ୍ରିୟ ଅଭିନେତ୍ରୀ ରାନୀ ପଣ୍ଡା ଙ୍କ ଏକ ଭାଇରଲ ହେଉ ଥିବା ଭିଡ଼ିଓ ବିଷୟ ରେ ଆପଣ ମାନଙ୍କୁ ସୂଚନା ଦେବାକୁ ଚାହିଁବୁ ଜାହା ବର୍ତମାନ ସମୟ ରେ ସୋସିଆଲ ମିଡ଼ିଆ ରେ ବହୁତ ପରିମାଣ ରେ ଭାଇରଲ ହେବାରେ ଲାଗିଛି ।rani

ଏହି ଦିନ ରେ ତାଙ୍କର ଗୋଟିଏ ଭିଡ଼ିଓ ଯେଉଁ ଥିଲେ ସେ ମଦ ବୋତଲ ଏବଂ ସିଗାରେଟ୍ ଧରି ଫୋଟ ସୁଟ୍ କରୁ ଥିବାର ଭିଡ଼ିଓ ଭାଇରଲ ହେଉ ଥିବା ବେଳ ପୁଣି ଗୋଟିଏ ଭିଡ଼ିଓ ଭାଇରଲ ହେବାରେ ଲାଗିଛି ଯେଉଁ ଥିରେ ରାନୀ ପଣ୍ଡା ବହୁତ ଗରିବ ଲୋକ ମାନଙ୍କୁ ବସ୍ତ୍ର ଦାନ ଏବଂ ଖାଦ୍ୟ ସେବନ କରାଉ ଥିବାର ଦେଖିବା ପାଇଁ ମିଳିଛନ୍ତି । ଜାହା ବର୍ତମାନ ସମୟ ରେ ସୋସିଆଲ ମିଡ଼ିଆ ରେ ବହୁତ ପରିମାଣ ଭାଇରଲ ହେଉ ଥିବା ବେଳେ ଏହି ଠାରେ ରାନୀ ପଣ୍ଡା ଲୋକ ମାନଙ୍କ ହୃଦୟ ରେ ଘର କରି ଜାଉ ଥିବା ବେଳେ ଲୋକ ମାନେ ତାଙ୍କର ଏହି ସାହାଯ୍ୟ କରିବା ଦେଖି ତାଙ୍କର ସେହି ଋଣ କୁ କେମିତି ସୁଝେଇବେ ସେହି ବିଷୟ ରେ ଭାବିବା ପାଇଁ ଲାଗିଛନ୍ତି ।rani panda

ତେବେ ଆପଣ ମାନଙ୍କୁ ରାନୀ ପଣ୍ଡା ଙ୍କ ଏହି ଭାଇରଲ ଭିଡ଼ିଓ ଏବଂ ତାଙ୍କର ଏହି ଲୋକ ମାନଙ୍କ ପାଖରେ ପହଁଚିବା ସହିତ ସେମାନଙ୍କୁ ସାହାଯ୍ୟ କରିବା କେମିତି ଲାଗୁଛି ଆପଣ ମାନେ ନିଶ୍ଚିତ ଭାବେ କମେଣ୍ଟ କରି ଜଣେଇ ଦେବ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *