ଏହି 5 ଜଣ ବଲିଉଡ ହିରୋଇନ ବାହାଘର ପୁର୍ବରୁ ହୋଇ ଜାଇଥିଲେ ଗର୍ଭବତୀ – ଜାଣନ୍ତୁ କିଏ ସବୁ

heroin

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ବିଗ୍ ବସ୍ ସିଜନ୍ 11 ରେ ନଜର ଆସି ଥିବା ହରିଆଣି ସିଙ୍ଗର ଏବଂ ଅଭିନେତ୍ରୀ ସପ୍ନା ଚୈଧୁରୀ ଆଜିର ଦିନ ରେ ନିଜର ବିବାହ ଏବଂ ମାଆ ବନିବାର ଖବର କୁ ନେଇ ଚର୍ଚ୍ଚା ରେ ରହିଛନ୍ତି । ବର୍ତମାନ ସମୟ ରେ ଏହି କଥା କୁ ନେଇ ସପ୍ନା ଚୈଧୁରୀ ଫେନ୍ସ ମାନେ ବହୁତ ନାରାଜ୍ ବି ରହିଛନ୍ତି କି ଏହି ଦିନ ରେ ସପ୍ନା ଚୈଧୁରୀ ନିଜର ବିବାହ ର ଖବର କୁ ସମସ୍ତ ଙ୍କ ଠାରୁ ଲୁଚେଇ କରି ରଖିଛନ୍ତି , ଯେଉଁଥି ପାଇଁ ବର୍ତମାନ ସମୟ ରେ ବହୁତ କିଛି କୁହା ବି ଯାଉଛି , ସେମିତି ରେ ଏହା ପ୍ରଥମ ଥର ନୁହେଁଁ ଏମିତି ରେ ଏହା ପୂର୍ବ ରୁ ବି ଏମିତି ବହୁତ ଅଭିନେତ୍ରୀ ମାନେ ନିଜର ବିବାହ ଏବଂ ମାଆ ହେବାକୁ ନେଇ କାହାକୁ ବି ଜଣେଇ ନାହାଁନ୍ତି , ସେମିତି ରେ ଆମେ ବଲିଉଡ ର ଏମିତି ହିଁ କିଛି ଅଭିନେତ୍ରୀ ଙ୍କ ବିଷୟ ରେ କହିବା ପାଇଁ ଯାଉଛୁ ଯେଉଁ ମାନେ ଏମିତି ହିଁ ଲୁଚି କରି ବିବାହ କରିବା ସହିତ ନିଜର ମାଆ ହେବାର କଥା କୁ ବି କାହାକୁ କହି ନାହାଁନ୍ତି ।sapna

ସେମିତି ରେ ଏହି ଲିଷ୍ଟ ରେ ପ୍ରଥମେ ସପ୍ନା ଚୈଧୁରୀ ରହି ଥିବା ବେଳେ ବିଗବସ୍ ରୁ ହିଁ ତାଙ୍କୁ ନୂଆ ପରିଚୟ ମିଳି ଥିବା ସପ୍ନା ଚୈଧୁରୀ ବିବାହ କଥା କୁ ଲୁଚେଇ ଥିବା ବେଳେ ଏବେ ସେ 9 ମାସ ର ଗର୍ଭବତୀ ବି ରହିଛନ୍ତି ବୋଲି ସୂଚନା ରହିଛି । ସେହି ପରି ଦୁଇ ରେ ହାର୍ଦ୍ଧିକ୍ ପାଣ୍ଡିଆ ଏବଂ ନତାସା ଙ୍କ କୋଭିତ୍ ଙ୍କର ,ହାର୍ଦ୍ଧିକ୍ ପାଣ୍ଡିଆ ଏବଂ ନତାସା 2020 ର ଆରମ୍ଭ ରୁ ହିଁ ବିବାହ କରି ଥିଲେ । ହେଲେ ସେହି ବର୍ଷ ର ଆରମ୍ଭ ରୁ ହିଁ ଖବର ଆସି ଥିଲା ନତାସା ଗର୍ଭବତୀ ରହିଛନ୍ତି । ଏବଂ ସେହି ସମୟ ରେ ନତାସା ନିଜର ପ୍ଲୋ ବେଲି ସହିତ ବହୁତ ଫୋଟ ସେୟାର କରି ଥିଲେ । ସେହି ପରି କଟ୍ରୀନା କୈଫ୍ ଆଜି ସିଙ୍ଗେଲ ରହିଛନ୍ତି ଏହି ବିଷୟ ରେ ସମସ୍ତେ ଜାଣନ୍ତି ହେଲେ ସେ ଗୋଟିଏ ସମୟ ରେ ଗର୍ଭବତୀ ହୋଇ ଥିଲେ ।katrina

ସେମିତି ରେ କଟ୍ରୀନା କୈଫ୍ ଙ୍କ ର ବଲିଉଡ ରେ ସବୁଠୁ ଅଧିକ ସଲମାନ ଖାନ୍ ଏବଂ ରଣବୀର କୋପୁର ଙ୍କ ସହିତ ସଂମ୍ପର୍କ ରହି ଥିଲା । ସେହି ପରି ଖବର ମିଳି ଥିଲା କି ନିଜର କେରିଅର ଆରମ୍ଭ ରୁ ହିଁ କଟ୍ରୀନା କୈଫ୍ ଗର୍ଭବତୀ ହୋଇ ଥିଲେ ଏବଂ ତାଙ୍କୁ 3 ରୁ 4 ଥର କ୍ଲିକିନ୍ ରୁ ବାହାରି ଥିବାର ଦେଖିବା ପାଇଁ ମିଳି ଥିଲା ହେଲେ ନିଜର ସେହି ପ୍ରେଗ୍ନେସି ବିଷୟ ରେ ଲୁଚେଇ ଥିବା ବେଳେ ଏହି ବିଷୟ ରେ ପରେ ବହୁତ ଚର୍ଚ୍ଚା ରେ ରହି ଥିଲେ ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *