ଦିବ୍ୟ ଦୃଷ୍ଟି ସିରିଏଲରେ ଅଭିନୟ କରିଥିବା ଦିବ୍ୟାଙ୍କ ପରିବାରରେ କିଏ କିଏ ଅଛନ୍ତି ଦେଖନ୍ତୁ ।

ଆମେ ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ତ ଜି ସାର୍ଥକ୍ ରେ ପ୍ରଶାରିତ ହେଉ ଥିବା ଦିବ୍ୟ ଦୃଷ୍ଟି ଧାରା ବାହୀକ ନିଶ୍ଚିତ ଭାବେ ଦେଖୁ ଥିବେ ଯଦି ଆପଣ ମାନେ ଏହି ସିରିଅଏଲ କୁ ଦେଖୁ ଥିବେ ତେବେ ସେହି ଥିରେ ଅଭିନୟ କରୁ ଥିବା ଦିବ୍ୟ ଙ୍କ ଅଭିନୟ ଆପଣ ମାନେ ନିଶ୍ଚିତ ଭାବେ ଦେଖୁ ଥିବେ ତେବେ ସେହି ସିରିଏଲ ରେ ନାୟକ ଭାବେ ଅଭିନୟ କରୁଛନ୍ତି । ଦିବ୍ୟ ଅଭିନୟ ଏତେ ପରିମାଣ ରେ ଦମ୍ ଦାର୍ କି ଲୋକ ମାନେ ତାଙ୍କର ଅଭିନୟ କୁ ବହୁତ ମାତ୍ରା ରେ ପସନ୍ଦ ମଧ୍ୟ କରୁଛନ୍ତି । ତେବେ ଆପଣ ମାନଙ୍କୁ ଜଣେଇ ଦେବୁ କି ଦିବ୍ୟ ଙ୍କ ପ୍ରକୃତ ନାମ ହେଲା ରିସିକ୍ , ସେ ବର୍ତମାନ ସମୟ ରେ ଭୁବନେଶ୍ୱର ରେ ରହୁ ଥିବା ବେଳେ ସେହି ଠାରୁ ହିଁ ସେ ବର୍ତମାନ ସମୟ ରେ ସୁଟିଂ କୁ ଜାଇ ଥାନ୍ତି ।dibya

ତେବେ ଆପଣ ମାନଙ୍କୁ ଜଣେଇ ଦେବୁ କି ଆପଣ ମାନେ ଦିବ୍ୟ ଆଗରୁ ବି ତରଙ୍ଗ ଟିଭି ରେ ପ୍ରଶାରିତ ହେଉ ଥିବା ସିରିଏଲ ଦୂର୍ଗା ବି ଆପଣ ମାନେ ଦେଖିବା ପାଇଁ ପାଇ ଥିଲେ । ତା ପରେ ପରେ ଆପଣ ମାନେ ତାଙ୍କୁ କୁଆଁରୀ ବୋହୁ ରେ ଅଲ୍ଲୀ ଭୂମିକା ରେ ଆପଣ ମାନେ ତାଙ୍କୁ ଦେଖିବା ପାଇ ଥିଲେ ଏବଂ ଦିବ୍ୟ ଙ୍କ ଛୋଟ ଛୋଟ ଅଭିନୟ ତାଙ୍କୁ ସଫଳତା ର ରାସ୍ତା ଦେଖେଇ ଥିବା ଗୋଟିଏ ବଡ ପ୍ଲାଟଫର୍ମ ରେ କାମ କରିବା ପାଇଁ ଏବଂ ବର୍ତମାନ ସମୟ ରେ ସେ ଦିବ୍ୟ ଦୃଷ୍ଟି ସିରିଏଲ ରେ ଲିଡ୍ ଭାବେ କାମ କରି ଦଖେଇ ଦେଇଛନ୍ତି । ତେବେ ପୂର୍ବ ରୁ କାମ କରି ଥିବା ସିରିଏଲ ମାନଙ୍କ ରେ ଦିବ୍ୟ ଙ୍କ ଏତେ ପରିମାଣ ରେ ନାମ ନ ଥିଲା ଜାହା ବର୍ତମାନ ସମୟ ରେ ଏହି ଦିବ୍ୟଦୃଷ୍ଟି ସିରିଏଲ କରି ସେ ହାସଲ କରିଛନ୍ତି , ତାଙ୍କର ପରିବାର କହିଲେ ବାପା , ମାଆ , ଭାଈ ଏବଂ ଭାଉଜ ରହିଛନ୍ତି ।dibya

ତାଙ୍କର ଛୋଟ ପରିବାର ରେ ସେ ବହୁତ ଖୁସୀ ରେ ରହୁ ଥିବା ବେଳେ ଏହି ପରି ଅଭିନୟ କରିବା ପାଇଁ ତାଙ୍କର ପରିବାର ଲୋକ ମାନେ ତାଙ୍କୁ ବହୁତ ସପୋର୍ଟ ବି କରନ୍ତି , ତେବେ ଆପଣ ମାନଙ୍କୁ ଏହି କଳାକାର ଦିବ୍ୟ ଙ୍କ ଅଭିନୟ କେମିତି ଲାଗୁଛି ଆପଣ ମାନେ ନିଶ୍ଚିତ ଭାବେ କମେଣ୍ଟ କରି ଜଣେଇ ଦେବେ ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *