ଦେଖନ୍ତୁ ଅର୍ଚୀତାଙ୍କ ପରିବାରରେ କିଏ କିଏ ଅଛନ୍ତି , ପ୍ରଥମ ଥର ଦେଖନ୍ତୁ ତାଙ୍କ ମା ଙ୍କୁ

archita

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଅନେକ ଙ୍କ ସ୍ୱପ୍ନ ର ନାୟୀକା ହେଲେ ଅର୍ଚ୍ଚିତା ସାହୁ । ଏମିତି ରେ ତାଙ୍କ ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣିବା ସେ ଜୁନ 29 , 1990 ମସିହା ରେ ସେ ଏକ ମଧ୍ୟବିତ ପରିବାର ରେ ଜନ୍ମ ଗ୍ରହଣ କରି ଥିଲେ , ପିଲା ଦିନୁ ତାଙ୍କର ବାପା ନାହାଁନ୍ତି । ସେ ମାଆ ଏବଂ ଭଉଣୀ ଙ୍କ ସହିତ ଭୁବନେଶ୍ୱର ରେ ରୁହନ୍ତି , ମାଆ ତାଙ୍କର ଜଣେ ୱାର୍କିଂ ଲେଡି । ସେ ଅନେକ ବାଧା ବିଘ୍ନ କୁ ସାମ୍ନା କରି ଅର୍ଚିତା ଏବଂ ତାଙ୍କ ଭଉଣୀ ଅର୍ପିତା ଙ୍କୁ ବଡ କରିଛନ୍ତି । ସେ DM ସ୍କୁଲ ରୁ ସ୍କୁଲିଂ ସେଷ କରିଛନ୍ତି । ଏବଂ KIIT ଉନିଭର୍ସିିଟି ରୁ ସେ B tech ସେଷ କରିଛନ୍ତତି । ସେ ଜଣେ ଭଲ ଓଡ଼ିଶୀ ଡେନ୍ସର । ସେ 6 ବର୍ଷ ବୟସ ରୁ ଓଡିଶୀ ଶିକ୍ଷା କରୁ ଥିଲେ , ଏବଂ ସେହି ସମୟ ରେ ହିଁ ଦିସାରଦ ହାସଲ କରି ଥିଲେ ଅଖିଳ ମହାବିଦ୍ୟାଳୟ ରୁ ।archita

ପିଲା ଦିନୁ ନିଜର ଇଚ୍ଛା ନିଜକୁ ରୁପେସି ପରଦା ରେ ଦେଖିବା ପାଇଁ ,ଏବଂ 2005 ରେ ତାହା ସଫଳ ହେଲା ଓ ମାଇ ଲଭ ଜରିଆରେ ଏବଂ ସେହି ଫିଲ୍ମ ରେ ସେ ନିଜର ଏକ ଭଲ ପଦର୍ଶନ ଦେଖେଇ କରି ସେ ନିଜର ଏକ ନୂଆ ପରିଚୟ ସୃଷ୍ଟି କରି ଥିବା ବେଳେ ଲୋକ ମାନେ ବି ତାଙ୍କର ସେହି ଅଭିନୟ କୁ ବହୁତ ମାତ୍ରା ରେ ପସନ୍ଦ କରି ଥିଲେ ସେମିତି ପରେ ତାଙ୍କୁ ଫିଲ୍ମ ପରେ ଫିଲ୍ମ ରେ କାମ କରିବା ପାଇଁ ଅଫର୍ ଆସି ଥିଲା ଏବଂ ଆଜିର ଦିନ ରେ ଏକ ନୂଆ ଲୁକ୍ ଦେଖା ଜାଉଛନ୍ତି ଆପଣ ମାନେ ଅର୍ଚ୍ଚିତା ଏବଂ ସବ୍ୟସାଚୀ ଙ୍କ ଯୋଡି ଙ୍କୁ କେତେ ପରିମାଣ ରେ ପସନ୍ଦ କରନ୍ତି ଆପଣ ମାନେ ନିଶ୍ଚିତ ଭାବେ କମେଣ୍ଟ କରି ଜଣେଇ ଦେବେ , ଆପଣ ମାନଙ୍କୁ ଜଣେଇ ଦେବାକୁ ଚାହିଁବୁ କି ଏହି ଦିନ ରେ ଅର୍ଚିତା ସାହୁ ଏବଂ ତାଙ୍କର ପରିବାର ବଣଭୋଜି ର ପିକ୍ନିକ୍ ସ୍ପୋର୍ଟ ର ଫୋଟ ସୋସିଆଲ ମିଡିଆ ରେ ଭାଇରଲ ହେବାରେ ଲାଗିଛି ଏବଂ ଫେନ୍ସ ମାନେ ତାଙ୍କର ଏହି ସବୁ ଫୋଟ କୁ ବହୁତ ପରିମାଣ ରେ ପସନ୍ଦ କରୁ ଥିବା ବେଳେ ସେହି ଫୋଟ ସବୁ ରେ ତାଙ୍କର ମାଆ ଙ୍କ ସହିତ ତାଙ୍କର ଭଉଣୀ ବି ବହୁତ ମଜା କରୁ ଥିବାର ନଜର ଆସୁଛନ୍ତି ।archita sahu

ସେହି ପରି ଭଲ ଭଲ ସ୍ଥାନରେ ବି ଅର୍ଚ୍ଚାତି ଏବଂ ତାଙ୍କର ଭଉଣୀ ଏକା ସହିତ ଫୋଟ ଉଠେଇବା ସହିତ ସେହି ସବୁ କୁ ନିଜ ନିଜର ସୋସିଆଲ ମିଡ଼ିଆ ଏକାଉଣ୍ଟ ରେ ପୋଷ୍ଟ କରି ଥିବାର ମଧ୍ୟ ଦେଖିବା ପାଇଁ ମିଳି ଥିଲେ ତେବେ ଆପଣ ମାନଙ୍କୁ ଅର୍ଚ୍ଚିତା ଙ୍କ ଏହି ଫମେଲୀ ଫୋଟ କେମିତି ଲାଗୁଛି ଆପଣ ମାନେ ନିଶ୍ଚିତ ଭାବେ କମେଣ୍ଟ କରି ଜଣେଇ ଦେବେ ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *