ଝିଅକୁ ଅତି ସହଜରେ ପଟେଇବ କେମିତି , ଆପଣାନ୍ତୁ ଏହି ଉପାୟ

girl

ଆମେ ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ ଆଜି ଜାଣିବା ଝିଅ ମାନଙ୍କ ସହିତ କେଉଁ ବିଷୟ ରେ କଥା ହେଲେ ସେ ଆପଣ ମାନଙ୍କ ଉପରେ ଇନଟ୍ରେଷ୍ଟ ଦେଖେଇବା ସହିତ ଆପଣ ମାନଙ୍କ ସହିତ ଅଧିକ ସମୟ ଯାଏ ସେ କଥା ହେବ ସେହି ବିଷୟ ରେ ଜାଣିବା ତେବେ ଆପଣ ମାନେ ଏହି ବିଷୟ ରେ ଜାଣିବା ପାଇଁ ଆପଣ ମାନେ ପୋଷ୍ଟ କୁ ସେଷ ଯାଏ ପଢନ୍ତୁ , ବହୁତ ସମୟ ରେ ଲୋକ ମାନେ ପ୍ରଥମ ଥର ପାଇଁ ନିଜର ପାର୍ଟନର ଙ୍କ ସହିତ କେମିତି ଏବଂ କଣ କଥା ହେବେ ସେହି ବିଷୟ ରେ ଜାଣି ପାରନ୍ତି ନାହିଁ ,ସେମାନଙ୍କ ମନ ରେ ଏହାକୁ ନେଇ ବହୁକ ପ୍ରଶ୍ନ ରହିଥାଏ ।girl

ତେବେ ଏହି ସବୁ କ୍ଷେତ୍ର ରେ ଆମେ ଆପଣ ମାନଙ୍କୁ ସଜେଷ୍ଟ କରିବୁ କି ଆପଣ ମାନେ ଯଦି ସାମ୍ନା ସାମ୍ନା ପ୍ରଥମ ରୁ କଥା ହେବା ପାଇଁ ଲାଜ କରୁଛନ୍ତି ତେବେ ଆପଣ ମାନେ ସୋସିଆଲ ମିଡ଼ିଆ ରୁ ହିଁ ଆପଣ ମାନେ ଆରମ୍ଭ କରି ପାରିବେ , ଏବଂ ଆପଣ ମାନେ ତାଙ୍କୁ ସେହି ସୋସିଆଲ ମିଡ଼ିଆ ବିଷୟ ରେ ପ୍ରଶ୍ନ ଯେମିତି କି ତୁମେ ସୋସିଆଲ ମିଡିଆ ବା ଫୋନ କଲ୍ ରେ ବେଶି କଥା ହେବା ପାଇଁ ପସନ୍ଦ କର କି ନାହିଁ ସେହି ବିଷୟ ରେ ଡିଟେଲ୍ସ ରେ ପଚାରିବା ପାଇଁ ଚେଷ୍ଟା କରି ପାରିବ ଜାହା ଦ୍ୱାରା ସେ ଆପଣ ଙ୍କ ପ୍ରଶ୍ନ ର ଉତ୍ତର ଦେବ ଏବଂ ଆପଣଙ୍କୁ ତା ମଧ୍ୟ ରେ ଆଉ କିଛି କଥା ବନେଇ ମଧ୍ୟ ପକେଇବା ପାଇଁ ପଡିବ ଏବଂ ଏମିତି କଥା ର ଆରମ୍ଭ କରିଲେ ଆପଣ ଙ୍କ ମଧ୍ୟ ରେ ରହି ଥିବା ସଂଙ୍କୋଚ ସଂମ୍ପର୍ଣ୍ଣ ଭାବେ ଦୂରେଇ ଯିବ ।love

ସେହି ବହୁତ ସମୟ ରେ ଟିଭି ସିରିଏଲ କୁ ନେଇ ଝିଅ ମାନେ ଇନଟ୍ରେଷ୍ଟ ଦେଖାଉ ଥିବା ବେଳେ ତାଙ୍କର ପସନ୍ଦ ର ସିରିଏଲ ବିଷୟ ରେ ବି ଆପଣ ମାନେ ବହୁତ କିଛି କଥା କୁ ପଚାରି ପାରିବେ ଏବଂ ସେମାନଙ୍କ ପସନ୍ଦ ନା ପସନ୍ଦ ଏମିତି ବହୁତ କିଛି ଟପିକ୍ ଭଲ ଭଲ ରହିଛି ଜାହା ବିଷୟ ରେ ଆପଣ ମାନେ ତାଙ୍କୁ ସିଧା ସଳଖ ଭାବେ ପଚାରି ପାରିବେ ଜାହା ସେମାନଙ୍କୁ ଉତ୍ତର ଦେବାରେ ବହୁତ ମଜା ମଧ୍ୟ ଆସି ଥାଏ , ଏମିତି କଥା ରେ ଆପଣ ମାନଙ୍କ ସଂମ୍ପର୍କ ବି ଆଗକୁ ଆଗକୁ ବଢିବ , ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *