ଦକ୍ଷିଣରେ ଘରର ଦ୍ବାର କାହା ପାଇଁ ଶୁଭ, କାହା ପାଇଁ ଅଶୁଭ ଜାଣନ୍ତୁ !

house

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଦକ୍ଷିଣ ରେ ଘର ର ଦ୍ୱାର କେଉଁ ଲୋକ ମାନଙ୍କ ପାଇଁ ଶୁଭ ହୋଇ ଥାଏ ଏବଂ କେଉଁ ଲୋକ ମାନଙ୍କ ପାଇଁ ଅଶୁଭ ହୋଇ ଥାଏ ଜାଣନ୍ତୁ କଣ କହୁଛି ବାସ୍ତୁ , ବାସ୍ତୁ ଶାସ୍ତ୍ର ଅନୁସାରେ ଦକ୍ଷିଣ ରେ 157.5 ଡୀଗ୍ରୀ ରୁ 202.5 ଡୀଗ୍ରୀ ପର୍ଯ୍ୟନ୍ତ ବ୍ୟାପି ଥାଏ ।ଏହି ଦକ୍ଷିଣ ଦିଗ ର ସ୍ୱାମୀ ହେଲେ ମଙ୍ଗଳ ଏହି ଦିଗ ରେ ମୃତ୍ୟୁ ର ଦେବତା ଜମ ଙ୍କ ଆଧିପତ୍ୟ ବି ରହିଛି , ବାସ୍ତୁ ନିୟମ ଅନୁସାରେ ଏହି ଦିଗ ରେ ଯେତେ ଭାରୀ ଏବଂ ଉଚ୍ଚ ନିର୍ମାଣ ହେବ ସେତେ ପରିମାଣ ପେ ଶ୍ରେଷ୍ଟ ବୋଲି ମନା ଯାଏ । ଜ୍ୟୋତିଷ ମାନଙ୍କ କହିବା ଅନୁସାରେ ଏହି ଦିଗ ସ୍ଥାୟିତ୍ୱ ହୋଇ ଥାଏ , ଦକ୍ଷିଣ ଦିଗ ରେ ଘର ମାଲିକ ଙ୍କ ଶୟନ କକ୍ଷ୍ୟ ଏବଂ ଷ୍ଟୋର ରୁମ୍ ରହିବା ତଥା ଶୈଚାଳୟ ସେହି ପରି ଭାରୀ ଜିନିଷ ଯେମିତି ଆଲମାରୀ କାରଖାନା ର ଭାରି ଯନ୍ତ୍ର , ଅଫିସ୍ ର ପୁରୁଣା ରେକୋର୍ଡ ରଖିବା ବାସ୍ତୁ ର ଅନୁରୂପ ହୋଇ ଥାଏ ।house

ଏହି ଦିଗ ରେ ଯିଏ ଅଧିକ ସମୟ ରହିବ ତାର ଦବାବ୍ ସେହି ଘର ଉପରେ ଅଧିକ ପରିମାଣ ରେ ଦେଖିବା ପାଇଁ ମିଳିବ , ସେହିଥି ପାଇଁ ମାତା ପିତା ମାନେ ରହି ଥିବା ପର୍ଯ୍ୟନ୍ତ ପୁତ୍ର କକ୍ଷ୍ୟ କେବେ ଏହି ସ୍ଥାନ ହେବା ଆବଶ୍ୟକ ହୋଇ ନ ଥାଏ । ସେହି ପରି ବେଳେ ଆପଣ ମାନଙ୍କ ପାଖରେ ପୁରୁଣା ଘର ରହିଛି ଏବଂ ବର୍ତମାନ ସମୟ ରେ ଦକ୍ଷିଣ ପାର୍ଶ୍ୱ ଟି ଖାଲି ରହିଛି ତେବେ ଆପଣ ମାନଙ୍କୁ ସେହି ଦିଗ ରେ ପତକା ଲଗେଇବା ଉଚିଚ୍ । କେତେକ ଲୋକ ମାନେ ଏହି ଦିଗ ରେ କବାଟ ଝରଖା ଲଗେଇବା ସଠିକ୍ ବୋଲି ମାନନ୍ତି ନାହିଁ ହେଲେ ଏହା କେବେ ବି ସଠିକ୍ ହୋଇ ନ ଥାଏ ।hous

ଦକ୍ଷିଣ ପଶ୍ଚିମ ଅର୍ଥାତ୍ ନୈରତ୍ୟ ଦିଗ ରେ ଘର ର କବାଟ ତିଆରି କରିବା ଘର ର ମାଲିକ ପାଇଁ ଅଶୁଭ ହୋଇ ଥାଏ ହେଲେ ସଠିକ୍ ଦକ୍ଷିଣ ଦିଗ ରେ ଆପଣ ମାନେ କବାଟ କୁ ପ୍ରସ୍ତୁତି କରି ପାରିଲେ ଆପଣ ମାନଙ୍କ ପାଇଁ ଏହା ବହୁତ ଭଲ ହୋଇ ଥାଏ । ଜାହାର କୈଣସି ମାସ ରେ 9,18 ଏବଂ 27 ରେ ଜନ୍ମ ହୋଇ ଥିବ ଏବଂ ଜନ୍ମ କୁଣ୍ଡଳୀ ର ମଙ୍ଗଳ ଉତ୍ତମ ଅବସ୍ଥା ରେ ରହିଥିବ ତେବେ ଦକ୍ଷିଣ ଦିଗ ରେ କବାଟ ତିଆରି କରିବା ସେମାନଙ୍କ ପାଇଁ ଅତ୍ୟନ୍ତ ଶୁଭ ହୋଇ ଥାଏ ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *