ତୁମ ପ୍ରେମରେ ୩ୟ ବ୍ୟକ୍ତି ଆସିବନି କି, ପାର୍ଟନର ତୁମକୁ ଛାଡି କୁଆଡେ ଯିବନି

loves

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଆପଣ ଦୁଇ ଜଣ ଙ୍କ ମଧ୍ୟ ରେ ଯେତେ ବେଳେ ତୃତୀୟ ଲୋକ ପ୍ରବେଶ କରେ ତେବେ ସେହି ସମୟ ରେ ଆପଣ ମାନଙ୍କ ରିଲେସନ୍ ଭାଙ୍ଗି ଯାଇ ଥାଏ । ହେଲେ ଆମେ ଆଜି ଆପଣ ମାନଙ୍କୁ ଏମିତି କିଛି ଟିପ୍ସ ବିଷୟ ରେ କହିବୁ ଜାହା ଫୋଲ୍ଲ କରିବା ପରେ ଆପଣ ମାନଙ୍କୁ ପାର୍ଟନର ପାଖରୁ କେହି ବି ଅଲଗା କରି ପାରିବେ ନାହିଁ । ତେବେ ଆସନ୍ତୁ ଡେରରୀ ନ କରି ସେହି ବିଷୟ ରେ ଆରମ୍ଭ କରିବା । ବନ୍ଧୁଗଣ ସାଇକୋଲଜି ର ଗୋଟିଏ ରୁଲଲ୍ ରହିଛି କି ଆପଣ ଜାହାକୁ ୟେଉଁ ଜିନିଷ କରିବା ପାଇଁ ମନା କରନ୍ତି ସେହି ବ୍ୟକ୍ତି ସେହି ଜିନିଷ କୁ ବାରମ୍ଭାର କରି ଥାଏ । ବା ବେଶୀ ଇଚ୍ଛା କରେ କାରଣ ସେହି ବିଷୟ ରେ ଅଧିକ ଜାଣିବା ପାଇଁ ତାର ଆଗ୍ରହ ବଢେ । ସେହି ପରି କ୍ଷେତ୍ର ରେ ଆପଣ ମାନଙ୍କ ମଧ୍ୟ ରେ ସେହି ତୃତୀୟ ଲୋକ ଟି ସେମିତି ହୋଇ ଥାଏ । ଆପଣ ତାଙ୍କ ସହିତ ଯେତେ ମିଶେଇବା ପାଇଁ ଚାହିଁବେ ନାହିଁ ନିଜ ପାର୍ଟନର ଙ୍କୁ ସେ ସେତେ ଇଣ୍ଟ୍ରେଷ୍ଟ ଦେଖେଇବ ।love

ଏବଂ ଏହା ପରେ ସେ ଭାବିବେ କି ସେ ସେହି କାମ କୁ କଣ ପାଇଁ କରିବ ନାହିଁ । ମତେ ଯେଉଁ ଥିରେ ଖୁସୀ ମିଳୁଛି ମୁଁ ସେହି କାମ କୁ ନିଶ୍ଚିତ ଭାବେ କରିବି । ସେହି ପରି ଅନେକ ସମୟ ରେ ଏମିତି ହୋଇ ଥାଏ କି ଆପଣ ମାନଙ୍କ ଗାଲଫ୍ରେଣ୍ଡ କୁ ପଟେଇବା ବାମ ଇମ୍ପ୍ରେସ୍ କରିବା ପାଇଁ ବହୁତ ପୁଅ ମାନେ ତାଙ୍କୁ ଭଲ କଥା କହିବା ରେ ଲାଗି ଥାନ୍ତି ହେଲେ ଆପଣ ମାନେ ସେହି ସବୁ କୁ ଦେଖି ନିଜ ଗାର୍ଲଫ୍ରେଣ୍ଡ ଙ୍କ ସହିତ ଝଗଡା କରିବାରେ ଲାଗି ଥାନ୍ତି । ଏବଂ ଆପଣ ମାନେ ତା ସହିତ କଥା ହୁଅନ୍ତି ନାହିଁ । ସେମିତିରେ ଝିଅ ଦୁଖଃ ରେ ଭାଙ୍ଗି ପଡେ ।love

ପରେ ଯେତେ ବେଳେ ସେ ଅନ୍ୟ ଠାରୁ ଅଧି୍କ ଭଲ ପାଇବା ପାଇବ ଏବଂ ଅଧିକ ପ୍ରଶଂଶା ପାଇବ ତେବେ ସେ ସେହି ସମୟ ରେ ଅନ୍ୟ ଜଣଙ୍କ ପାଖକୁ ଆକର୍ଶିତ ହେବାକୁ ଲାଗିବ । ଏଭଂ ସେହି ସମୟ ରେ ଆପଣ ମାନେ ତାଙ୍କ ଉପରେ ରାଗି ରହି ଥିଲେ କଣ ହେବ ସେ ପସନ୍ଦ କରିବା ପାଇଁ ଆରମ୍ଭ କରି ଦେବ । ତେଣୁ ଆପଣ ମାନେ ସେହି ସମୟ ରେ ନ ରାଗି କରି ଆପଣ ମାନେ ନିଜ ପାର୍ଟନର ଙ୍କୁ ନିଜ ପାଖରେ କେମିତି ରଖିବେ ସେହି ବିଷୟ ରେ ଚିନ୍ତା କରିବେ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *