ମହିଳା ମାନଙ୍କର କେବଳ ଛୁଇଁଦେଲେ ଏହିଁ ଦୁଇଁଟି ଜିନିଷ ଆପଣ ରାତାରତି ହୋଇଯିବେ କୋଟିପତି ।

womans

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ମହିଳା ମାନଙ୍କର ସେହି ଦୁଇଟି ଜିନିଷ ଛୁଇଁବା ମାତ୍ରେ ସେ ହୋଇ ଯାଏ ବହୁତ ଖୁସୀ ଏବଂ ତାର ମନ ରୁ ଦେଇ ଥାଏ ଗୋଟିଏ ଜିନିଷ । ଜାହା ଫଳ ରେ ସେହି ବ୍ୟକ୍ତି ର ଭାଗ୍ୟ ଖୋଲି ଜାଇ ଥାଏ । ତେବେ ବନ୍ଧୁଗଣ ଆସନ୍ତୁ ଜାଣି ନେବା କଣ ସେହି ଦୁଇଟି ଜିନିଷ । ଏବଂ ଏହାର ଅର୍ଥ କଣ । ବନ୍ଧୁଗଣ ଜଣେ ମହିଳୀା ପାଖରେ ଆପଣଙ୍କୁ ଦେବା ପାଇଁ କଣ ନାହିଁ । ଯଦି ଆମେ ଦେଖିବା ତେବେ ତା ପାଖରେ ଆମର ସବୁଠୁ ଦାମୀ ଖଜାନା ଲୁଚି କରି ରହିଛି । ଆପଣ ମାନଙ୍କୁ କହି ଦେବୁ କି ଆପଣ ମାନେ କେବଳ ଗୋଟିଏ କାମ କରନ୍ତୁ ଏବଂ ଆପଣ ମାନେ ରାତା ରାତି ଆପଣ ମାନଙ୍କ ଭାଗ୍ୟ ବଦଳି ଜାଇ ପାରେ । ଏମିତି ରେ ବହୁତ ଲୋକ ମାନେ ଚେଷ୍ଟା କରିଲେ ବି ସେହି ଜିନିଷ ସେହି ଲୋକ କୁ କେବେ ବି ମିଳି ପାରେ ନାହିଁ ।woman

ତେବେ ବନ୍ଧୁଗଣ ମହିଳା ହେଉଛନ୍ତି ଗୋଟିଏ କୋଲା ଖଜାନା ଜାହାକୁ କେବଳ ଆପଣ ବୁଝିବା ଦରକାର । ସେମିତି ରେ ଶାସ୍ତ୍ର ରେ ଏହି କଥା କୁ କୁହା ଜାଇଛି କି ମହିଳା ମାନଙ୍କ ପାଦ ରେ ସୁଖ ସମୃଦ୍ଦି ବାସ କରି ଥାଏ । ଆପଣ ମାନଙ୍କୁ କେହି ଦେବୁ କି ଏହି ଦୁଇଟି ପାଦ କୁ ଛୁଇଁବା ଦ୍ୱାରା ବ୍ୟକ୍ତି ସଂମ୍ପର୍ଣ୍ଣ ଭାବେ ପାପ ମୁକ୍ତ ହୋଇ ଥାଏ । ସେମିତି ରେ କୈଣସି ବି ମହିଳା ନିଜର ଦୁଇ ହାତ କୁ ଆଶ୍ରାବାଦ ଦେବା ପାଇଁ ଆପଣ ମାନଙ୍କ ମୁଣ୍ଡ ରେ ରଖେ । ତେବେ ତାର ହାତ ଶକ୍ତି ଏବଂ ମନ ରେ ରହି ଥିବା ଆପଣଙ୍କ ପ୍ରତି ଆଶ୍ରୀବାଦ ବ୍ୟକ୍ତି ଉପରେ ବାସ କରି ଥାଏ । ଜାହା ଫଳ ରେ ସେହି ବ୍ୟକ୍ତି କୁ ଭଲ ସୁଫଳ ମିଳି ଥାଏ ।womans

ଏହି ଠାରେ ମହିଳା ମାନଙ୍କ ପାଦ ଛୁଇଁବା ଦ୍ୱାରା ଆମ ମଧ୍ୟ ରେ ଗୋଟିଏ ଶକ୍ତି ଜାଗ୍ରତ ହୋଇ ଥାଏ ଜାହା ଆମକୁ ଆଗକୁ ବଢେଇବା ପାଇଁ ଆମକୁ ସାହାଯ୍ୟ କରେ । ଏବଂ ଆମ ମାନଙ୍କୁ ଏହି ଥିରେ ସାକାରାତ୍ମକ ଉର୍ଜା ର ଉତ୍ପନ ହୋଇ ଥାଏ । ଏହା ସହିତ ଆମକ ମାନଶୀକ ବିକାସ ବି ବଢି ଥାଏ । ହେଲେ ଆପଣ ମାନେ କେବେ ବି ସ୍ତ୍ରୀ ର ପାଦ ଛୁଅଁନ୍ତୁ ନାହିଁ ଏମିତି ହେଲେ ଆପଣ ବିଫଳତା ପାଇବେ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *