ଜନି ଲିଭରଙ୍କ ପତ୍ନୀ ଭୂମିକାରେ ଅଭିନୟ କରୁଥିବା ଅଭିନେତ୍ରି ଏବେ ଏତେ ସନ୍ଦର ଦେଖା ଯାଉଛନ୍ତି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ଜାଣି ଥିବେ କମେଡି କରିବା ସମସ୍ତ ଙ୍କ ପକ୍ଷ ର ନୁହେଁ । ବଲିଉଡ ରେ ଏମିତି ବହୁତ କମ୍ ଅଭିନେତ୍ରୀ ରହିଛନ୍ତି ଯିଏ କମେଡି କରି ପାରନ୍ତି । ସେମିତି ରେ ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କୁ ସେମିତି ହିଁ ଜଣେ ଅଭିନେତ୍ରୀ ଙ୍କ ବିଷୟ ରେ କହିବା ପାଇଁ ଚାହିଁବୁ ଯିଏ ଦନି ଲିଭର ଙ୍କ ଫିଲ୍ମ ଆମଦାନୀ ଅଠନୀ ଖର୍ଚ୍ଚା ରୁପାୟା ରେ ତାଙ୍କ ପତ୍ନୀ ର ରୋଲ କରି ଥିବାର ଆପଣ ମାନେ ଦେଖି ଥିବେ । ଏହି ଅଭିନେତ୍ରୀ ଆରା ରାରା ସ୍ୱାଦ ପାଇଁ ପ୍ରସିଦ୍ଧ ଅଟନ୍ତି । ତେବେ ଆପଣ ମାନେ ନିଶ୍ଚିତ ଭାବେ ଜାଣି ଥିବେ ଆମେ କେଉଁ ଅଭିନେତ୍ରୀ ବିଷୟ ରେ କହୁଛୁ ଆମେ କହୁଛୁ କେକତି ବବେ ଙ୍କ ବିଷୟ ରେ କେକତି ବବେ ଏହି ଦିନ ରେ ବଡ ପରଦା ରୁ ସଂମ୍ପର୍ଣ୍ଣ ଭାବେ ଗାୟବ୍ ହୋଇ ସାରି ଛନ୍ତି ।kit

ସେ ଲମ୍ବା ସମୟ ଯାଏ କୈଣସି ବି ଫିଲ୍ମ ବା ଧାରାବାହୀକ ରେ ଦେଖିବା ପାଇଁ ମିଳି ନାହାଁନ୍ତି । ସେହି ସମୟ ରେ କେକତି ବବେ ଙଅକ କମେଡି ଟାଇମିଂ ବହୁତ ଭଲ ଥିଲା । ସେ ଏଣିତି ବହୁତ କମେଡଡି କରି ଦର୍ଶକ ମାନଙ୍କୁ ହସେଇଛନ୍ତି । ଏବଂ ଦେଖିବା ପାଇଁ ଗଲେ କେକତି ବବେ ଅସଲ ଜିବନ ରେ ବହୁତ ସୁନ୍ଦର ଅଟନ୍ତି । ଏହି ନିକଟ ରେ କିଛି ଫୋଟ ତାଙ୍କର ଭାଇରଲ ହୋଇ ଥିବାର ଦେଖିବା ପାଇଁ ମିଳିଛି । ଏବଂ ଆପଣ ମାନଙ୍କୁ ଜଣେଇ ଦେବୁ କି କେକତି ବବେ ଅଭିନେତା ରସିକ୍ ବବେ ଙ୍କୁ ବିବାହ କରିଛନ୍ତି ।ketky

ଏବଂ ତାଙ୍କର ଝିଅ ଙ୍କ ନାମ ରିଦ୍ଧି ବବେ ଅଟେ । ସେମିତି ରେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ବଲିଉଡ ଫିଲ୍ମ ଫିଲ୍ମ ଆମଦାନୀ ଅଠନୀ ଖର୍ଚ୍ଚା ରୁପାୟା କେମିତି ଲାଗି ଥିଲା ଆପଣ ମାନେ ଆମକୁ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବେ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *