ସେକ୍ସ ନ କଲେ କେଉଁ ସବୁ ଅସୁବିଧା ହୁଏ ଏବେ ହିଁ ଦେଖନ୍ତୁ ।

rumans

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମ ଜିବନ ରେ ଏମିତି ବି ସମୟ ଆସେ ଯେଉଁଠାରେ ଆମେ ମାନେ ଶାରୀରିକ ସଂମ୍ପର୍କ ବନେଇବାରେ ଅବହେଳଳା କରି ଥାନ୍ତି । ଏବଂ ଏହା ଆମର ସ୍ୱାସ୍ଥ୍ୟ ଏବଂ ମାନଶୀକତା ଉପରେ ବହୁତ ପ୍ରଭାବ ପକେଇ ଥାଏ । ଯଦି ଆମେ ପୁରୁଷ ଙ୍କ କ୍ଷେତ୍ର ରେ କହିବା ତେବେ ଯଦି ପୁରୁଷଷ ରେଗୁଲାର ଭାବେ ଏହି ସଂମ୍ପର୍କ ବନେଇ ନ ପାରେ ତେବେ ସେହି ପୁରୁଷ ଙ୍କ ଠାରେ ନଂପୁନ୍ଶକତା ଦେଖିବା ପାଇଁ ମିଳେ । ସେହି ପରି ମହିଳା ମାନଙ୍କ କ୍ଷେତ୍ର ରେ ସଂଭୋଗ ପ୍ରତି ଧିରେ ଧିରେ ଇଚ୍ଛା ଶକ୍ତି କମି ଯାଏ । ଏହି ବିଷୟ ରେ ଡାକ୍ତର ମାନେ ବି କହି ଥାନ୍ତି କି ଶାରୀରିକ ସଂମ୍ପର୍କ ଆମର ଖୁସୀ ସହିତ ଯୋଡିତ । ଏବଂ ଏହି ଖୁସୀ ଆମର ନିହାତି ଆବଶ୍ୟକ ଅଟେ । ସେହିଥି ପାଇଁ ସପ୍ତାହ ରେ ଅତି କମ୍ ରେ ଗୋଟିଏ ଥର ସଂଭୋଗ କରିବା ଜରୁରୀ ଅଟେ ।loves

ସେହି ପରି କେତେକ ରିସର୍ଚ୍ଚ ରୁ ଏହି ବିଷୟ ରେ ଦେଖିବ ପାଇଁ ମିଳିଛି କି ଯେଉଁ ମାନେ ପ୍ରତି ଦିନ ଏମିତି ସଂମ୍ପର୍କ ବନେଇ ଥାନ୍ତି । ସେମାନେ ଶାରୀରିକ ଏବଂ ମାନଶୀକ କ୍ଷେତ୍ର ରେ ହେଲ୍ଦି ରହି ଥାନ୍ତି । ତେବେ ଆମେ ଆଜି ଆପଣ ମାନଙ୍କୁ କହିବୁ କି ଏହି ଶାରୀରିକ ସଂମ୍ପର୍କ ବନେଇବା ଦ୍ୱାରା ଆମର କେଉଁ କ୍ଷେତି ହୋଇ ଥାଏ । ପ୍ରଥମେ ରହିଛି ଇରେକ୍ଟର ଡିସଫଙ୍ଗସନ୍ । ମାନେ ଗୋଟିଏ ପ୍ରକାରର ରୋଗ ଏହା କେବଳ ପୁରୁଷ ମାନଙ୍କ ଠାରେ ଦେଖିବା ପାଇଁ ମିଳେ । ଏହା ସେମାନଙ୍କ ବୟସ ଅନୁସାରେ ହିଁ ସେମାନଙ୍କ ସଂଭୋଗ ର ଇଚ୍ଛା ଶକ୍ତି କୁ କମେଇବାରେ ଲାଗି ଥାଏ । ଯଦଦି ଏହା 25 ବର୍ଷ ପରେ ଦେଖିବା ପାଇଁ ମିଳେ ତେବେ ଏହାକୁ ଡାକ୍ତର ଙ୍କୁ ଦେଖେଇବା ପାଇଁ ପଡେ । ସେହି ପରି ଦୁଇ ନମ୍ବର ରେ ହେଲା ଇମ୍ୟୁନିଟି ଶିଷ୍ଟମ୍ ଦୂର୍ବଳ ହେବା । ଏମିତି ରେ ସଂଭୋଗ ରେ ରେଗୁଲାର ଭାବେ ହୋରମନ ଡିସ୍ଚାର୍ଜ ହୋଇ ଥାଏ ।rumans

ଜାହା ଦ୍ୱାରା ବ୍ୟକ୍ତି ହେଲ୍ଦି ରହି ଥାଏ । ହେଲେ ଏମିତି ନ ହେଲେ ହୋରମନ ର ଅନିୟମତା ଦଦେଖିବା ପାଇଁ ମିଳେ ଏଭଂ ବ୍ୟକ୍ତି ର ଇମ୍ୟୁନିଟି ଶିଷ୍ଟମ୍ ଖରାପ ହେବାରେ ଲାଗେ । ସେହି ପରି ବେଲେ ଯଦି ଶାରୀରିକ ସଂମ୍ପର୍କ ରେ ଅନିୟମତା ଦେଖିବା ପାଇଁ ମିଳେ ତେବେ ହୋରମନ କ୍ଷ୍ୟରିତ ହେବା ପ୍ରକ୍ରିଆ ଧିରେ ଧିରେ କମ୍ ହୋଇ ଥାଏ । ଏହିଥି ପାଇଁ ଆପଣ ମାନଙ୍କ ଇଚ୍ଛା ଶକ୍ତି ସଂମ୍ପର୍ଣ୍ଣ ଭାବେ କମ୍ ହେବାରେ ଲାଗେ । ତେବେ ଆପଣ ମାନେ ନିଶ୍ଚିତ ଭାବେ ଜାଣି ପାରି ଥିବେ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *