S ❤️ A ନାଁ ବ୍ୟକ୍ତି ମାନେ କେମିତି ll S ଆଉ A ଙ୍କ ପ୍ରେମ କେମିତି ହୋଇଥାଏ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ସେମିତି ରେ ଆମେ ଆଜି ଆପଣ ମାନଙ୍କୁ ଜାହାଙ୍କ ନାମ A ବା S ରୁ ଆରମ୍ବ ହୋଇଛି ସେହି ମାନଙ୍କ ସଂମ୍ପର୍ଣ୍ଣ ବ୍ୟକ୍ତିତ୍ୱ ବିଷୟ ରେ ଆପଣ ମାନଙ୍କୁ କହିବା ପାଇଁ ଚାହିଁବୁ । ତେବେ ପ୍ରଥମେ ରହିଛି A ନାମର ବ୍ୟକ୍ତି ମାନେ କେମିତି ହୋଇ ଥାନ୍ତି । ଏମାନେ ପ୍ରଥମ ରେ ବହୁତ ଗ୍ଲେମର ହେବା ସହିତ ବହୁତ ଅଧିକ ସେକ୍ସି ହଟ୍ ହୋଇ ଥାନ୍ତି ମାନେ ଯେଉଁଠି କୁ ଜାଇ ଥାନ୍ତି ଏମାନେ ଦାଗ ଛାଡି ଚାଲି ଥାନ୍ତି । ଏହି ବ୍ୟକ୍ତି ମାନଙ୍କୁ ବହୁତ ଆଟେନ୍ସନ୍ ମିଳି ଥାଏ । ଏମାନେ ବହୁତ ଜଲ୍ଦି ପପୁଲାର ହୋଇ ଥାନ୍ତି । ଏମାନଙ୍କୁ କିଛି ବି ତରିକା ର ଆଟେନସନ୍ ଏମାନଙ୍କୁ ହଟ୍ କରେ । ସେହିଥି ପାଇଁ ଏମାନେ ବହୁତ ଯଲ୍ଦି ରାଗି ଜାଇ ଥାନ୍ତି ।love

ସେହି ପରି ଏମାନଙ୍କୁ ପଇସା ର ମହତ୍ୱ ଏମାନଙ୍କୁ ଜଣା ଥାଏ । ଏମାନେ ଜିବନ ରେ ବହୁତ ପଇସା କମେଇ ଥାନ୍ତି । ଆଉ ଏମାନେ ପଇସା କମେଇବା ପାଇଁ ହାର୍ଡ ୱାର୍କ ବି ଅଧିକ କରନ୍ତି । ସେହି ପରି ଏମାନଙ୍କୁ A ନାମ ପ୍ରତି ବହୁତ ଦୁର୍ଭଳତା ଥାଏ । ସେହି ପରି ଏବେ ଜାଣିବା S ବ୍ୟକ୍ତି ମାନେ କେମିତି ଏବଂ ସେମାନଙ୍କ ସ୍ୱଭାବ କେମିତି । ଏହି ଲୋକ ମାନେ ସବୁ ବେଳେ ଆଗରେ ରହି ଥାନ୍ତି । ଏମାନେ ସବୁ ବେଳେ ଆଗକୁ ବଢିବା ହିଁ ପସନ୍ଦ କରନ୍ତି । ଏମାନେ ସବୁ ବେଳେ କମ୍ପଟିସନ୍ କରିବା ସହିତ ଜିବନ ରେ ଆଗକୁ ବଢିବା ରେ ହିଁ ବିଶ୍ୱାସ ରଖନ୍ତି । ଏମାନେ ବହୁତ ଭଲ ଲିଡର ସିପ୍ ରହି ଥାନ୍ତି । ତୁମେ ଜାଣି ନାହଁ କି କୈଣସି ପ୍ଲାନିଂ ପାଇଁ କଣ କେମିତି କରିବା ପାଇଁ ପଡିବ ହେଲେ ସେମାନେ ଆସି ଏହି କାମ କୁ ସଲ୍ଭ୍ କରି ଦେଇ ଥାନ୍ତି ।loves

ଏବଂ ସେଷ ରେ ଜାହା ରହିଛି ଏମାନେ ବହୁତ ମଜା କରନ୍ତି ଏମାନେ ଜଜିବନ ରେ କେବେ ବି ବୋରିଂ ରହି ନ ଥାନ୍ତି । ଆଉ ଏମାନେ ଦୁଖଃ ରେ ରହି ଥିଲେ ବି ଏମାନେ ଏନଜୟ କରି ଥାନ୍ତି । ଆଉ ଯେତେ ବେଳେ ଏମାନେ ବହୁତ ପ୍ରବେଲମ୍ସ ରେ ଫସି ହୋଇ ଥାନ୍ତି ତେବେ ସେହି ସମୟ ରେ ଏମାନେ ଏନ୍ଜୟ କରିବା ପାଇଁ ବିଶ୍ୱାସ କରନ୍ତି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *