ଯାହାଙ୍କୁ ଭଲପାଉଛ ସେ ସେକ୍ସ ପାଇଁ ଭଲ ପାଉଛନ୍ତି କି ll କେମିତି ଜାଣିବେ

rumans

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ସେମିତି ରେ ବହୁତ ସମୟ ରେ ଆମେ ମାନେ ଭାବେ କି ଆମର ଗୋଟିଏ ଗାର୍ଲଫ୍ରେଣ୍ଡ ନାହିଁ । ମୋର ସବୁ ସାଙ୍ଗ ମାନେ ଧେ ପକାପକ୍ ଧେପକାପକ୍ କରି ସାରିଛନ୍ତି । ଏମିତି ରେ ମୋର କୈଣସି ବି ଗାର୍ଲଫ୍ରେଣ୍ଡ ନାହାଁନ୍ତି କି ମୁଁ ସେମିତି ସେମିତି କିଛି ଏପର୍ଯ୍ୟନ୍ତ କରି ନାହିଁ । ମାନେ ମୁଁ ସଂମ୍ପର୍ଣ୍ଣ ଛୋଟ ପିଲା ଭଳି ରହିଛି ଆୁ ସଂମ୍ପର୍ଣ୍ଣ ଭର୍ଜିନ୍ ରହିଛନ୍ତି ବୋଲି ଭୀବନ୍ତି । ଆଉ ଆଜିର ସମୟ ରେ ସାଙ୍ଗ ସାଥୀ ମାନେ ଏମମିତି ଭାବନ୍ତି କି ତୁ ଯଦି ଖେଳ କରି ନାହୁଁ ତେବେ ତୁ ଗୋଟିଏ ଛଅ । ବା ତୁ ଗୋଟିଏ ମଣିଷ ନୁହେଁଁ ବୋଲି ସାଙ୍ଗ ମାନେ ଚିଢେଇ ଥାନ୍ତି । ସେମିତି ରେ କହିବା ପାଇଁ ଚାହିଁବୁ କି ଖେଳ ପାଇଁ ଯିଏ ତୁମକୁ ପ୍ରେମ କରେ ସେ ପ୍ରକୃତ ପ୍ରେମ ହୋଇ ନ ଥାଏ । ଏମିତି ରେ ତୁମେ ଯେତେ ବେଳେ କୈଣସି ବି ଝିଅ କୁ ଦେଖ ତେବେ ସେହି ସମୟ ରେ ଝିଅ ର ଉପର ଫିଚର୍ ଦେଖି ହିଁ ପସନ୍ଦ ଆସି ଯାଏ । ଏବଂ ସେହି ପରି ଭାବେ ଝିଅଙ୍କୁ ବି । ସେହିଥି ପାଇଁ ତ ପ୍ରେମ ଫ୍ରେମ ଏବେକା ଦୁନିଆଁ ରେ କିଛି ବି ନାହିଁ ।love

ଏବେ କେବଳ ଏହା ଗୋଟିଏ ସାର୍ଟିସିଫେକ୍ସନ ହୋଇ ଗଲାଣୀ । କାରଣ ଏହି ସମୟ ରେ କେବଳ ସେକ୍ସ ପାଇଁ ହିଁ ପ୍ରେମ କରୁଛନ୍ତି । ହେଲେ ଜିବନ ରେ ବହୁତ କିଛି ରହିଛି ବଞ୍ଚିବା ପାଇଁ ଖେଳ ସବୁ କିଛି ନୁହେଁ । ଏହା ଜିବନ ରେ କେବେ ବି ଏମ୍ ରଖିବା କଥା ନୁହେଁ । ହେଲେ ଆଜିର ଦିନ ରେ ତ ସବୁ ଗାର୍ଲଫ୍ରେଣ୍ଡ ଏବଂ ବୟଫ୍ରେଣ୍ଡ ମନ ରେ କେବଳ ଖେଳ ଯାଏ ସୀମିତ ରହି ଥାଏ । ଏବଂ ସେମାନେ ଆଉ କୈଣସି ବି କିଛି ଭାବି ପାରନ୍ତି ନାହିଁ । ଏମିତି ରେ ଏବେତ କେଉଁ ମହାପୁରୁଷ ବି କହି ସାରିଛନ୍ତି କି । ଝିଅ ସହିତ ଖେଳ କରିଲେ ସେ ତୁମ ସହିତ ଜିବନ ସାରା ରହିବ ବୋଲି । ଏହା ସଂମ୍ପର୍ଣ୍ଣ ଭୁଲ୍ ଥରେ ତୁମେ ଖେଳ କରି ଦେଖେଇଲେ ତୁମର ପ୍ରକୃତ ପ୍ରେମ ରହିବ ତ । ଏମିତି ହୋଇ ଥିଲେ ମେରେଜ୍ କଣ ପାଇଁ ହୋଇ ଥାନ୍ତା ।loves

ଏହି ଜିନିଷ ରୁ କେବେ ବି ଖେଳ ଆରମ୍ଭ ହୋଇ ନଥାଏ । ଏମିତି ବି କିଛି ପୁଅ ରହି ଥାନ୍ତି ଯେଉଁ ମାନେ କେବଳ ଝିଅ ମାନଙ୍କର ଅଙ୍ଗ ବିଷୟ ରେ ପଦର୍ଶନ ଦେଇ ଥାନ୍ତି ଏବଂ ସେମାନଙ୍କ ସହିତ ଏମିତି କରି ଦେବୀ ସେମିତି କରିଦେବୀ ବୋଲି ସ୍ୱପ୍ନ ଦେଖନ୍ତି । ହେଲେ ସବୁ କିଛି ଫୁଲ ଫିଲ୍ ହୋଇ ଗଲେ ସେମାନେ ବାହାନା କରନ୍ତି ଏବଂ ଝଗଡା କରନ୍ତି । ତା ପରେ ହୋଇ ଥାଏ ପଶ୍ଚ୍ୟାତାପ । ଏମିତି ମଧ୍ୟ ରେ ଯଦି କେହି ଏହି ପରି ଷ୍ଟେଜ୍ ରୁ ଫେରି ଆସି ଥିବେ ସେମାନେ ନିଶ୍ଚିତ ତଳେ କମେଣ୍ଟ ରେ ବଖାଣୀ ଦେବେ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *