ଥରେ ଏହି ୩ ଟି କାମ କର ଯାହାଙ୍କୁ ଭଲ ପାଉଛ ତୁମକୁ ଛାଡ଼ି ବଞ୍ଚି ପାରିବେ ନାହିଁ l

loves

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ତେବେ ବନ୍ଧୁଗଣ ଆମେ ଆଜି ଆମେ ଆପଣ ମାନଙ୍କୁ ଏମିତି କିଛି ଆଜି କହିବା ପାଇଁ ଯାଉଛୁ ଜାହାକୁ ଜାଣିବା ପରେ ଆପଣ ମାନଙ୍କ ପାର୍ଟନର ଆପଣ ଙ୍କ ଠାରୁ ଦୂରେଇ ଯିବେ ନାହିଁ ଏବଂ ସବୁ ବେଳେ ତୁମ ପାଖରେ ହିଁ ରହିବେ । ତେବେ ବନ୍ଧୁଗଣ ସେହି ବିଷୟ ରେ ଆସନ୍ତୁ ସଂମ୍ପର୍ଣ୍ଣ ଭାବେ ଜାଣି ନେବା । ତେବେ ଏହି ସବୁ ପାଇଁ ତୁମକୁ ଜାହା ପ୍ରଥମେ କରିବା ପାଇଁ ପଡିବ କି ତାଙ୍କ ପାଇଁ ତୁମକୁ ବଞ୍ଚିବା ଦରକାର । ସେମିତି ରେ ଆପଣ ମାନେ ଦେଖି ଥିବେ ଯେଉଁ ବଡ ବଡ ସୋସିଆଲ ୱାର୍କର ମାନେ ବା କିଛି ବି ସଂଙ୍ଗଠନ ପାଇଁ ଆବାଜ୍ ଉଠଉ ଥିବା ମଣିଷ ମାନେ କୈଣସି ବି କାରଣ ପାଇଁ ସେମାନେ ସହିଦ୍ ହୋଇ ଥାନ୍ତି ତେବେ ଆମେ ଭାଙ୍ଗି ପଡନ୍ତି ।love

ବା ତାଙ୍କ ବିନା ଅନାଥ ଭଳି ଫିଲ୍ ହୋଇ ଥାଏ । ଠିକ୍ ଏହି କଥା ବି ଏଠାରେ ଆପ୍ଲାୟ ହୋଇ ଥାଏ କାରଣ ସେହି ମଣିଷ ନିଜ ପାଇଁ ନୁହେଁ ବରଂ ସେ ସବୁ ସମୟ ରେ ଅନ୍ୟ ପାଇଁ ହିଁ ବଞ୍ଚି ଥାଏ । ଉଦାହରଣ ସ୍ୱରୁପ ମହାତ୍ମା ଗାନ୍ଧୀ ସୁବାଶ ଚନ୍ଦ୍ର ବୋଷ୍ ଇତ୍ୟାଦି । ଏମିତି ରେ ଯଦି ତୁମେ ତୁମ ପାଇଁ ବଞ୍ଚିବ ତ ତୁମକୁ କେହି ବି ମନେ ପକେଇବେ ନାହିଁ । ହେଲେ ତୁମେ ଅନ୍ୟ ପାଇଁ ବଞ୍ଚିଲେ ତୁମ ପାଇଁ ବହୁତ ଲୋକ ମାନେ ବାହାରିବେ । ସେହିଥି ପାଇଁ ତୁମେ ଜାହାକୁ ବି ଭଲ ପାଉଛ ତାଙ୍କ ପାଇଁ ବଞ୍ଚିବା ଆରମ୍ଭ କର । ସେହି ପରି ଦୁଇ ନମ୍ବର ହେଲା ଷ୍ଟ୍ରଙ୍ଗ ବଡିଂ । ମାନେ ଆପଣ ମାନଙ୍କୁ ବିବାହ ନ କରି ବି ସ୍ୱାମୀ ଏବଂ ସ୍ତ୍ରୀ ଙ୍କ ପରି କଥା ହେବାକୁ ପଡିବ । ଯଦି ଏହି ଉପରେ ବହୁତ କୋମ୍ପଟ୍ ରହିଛ ତେବେ ଏମିତି କରିଲେ ଏହି ବୋଡିଂ ବହୁତ ଷ୍ଟ୍ରଙ୍ଗ୍ ରହିବ ।hug

ଏମିତି କରିଲେ ତୁମ ପାର୍ଟନର ତୁମ ବିନା କେବେ ବି ରହି ପାରିବେ ନାହିଁ । ଏବଂ ସେଷ ରେ ଜାହା ହେଲା ହରକତ୍ ମାନେ ଆପଣ ମାନଙ୍କ ପଛରେ ପଡିବା ଆପଣଙ୍କ ପାର୍ଟନର ଙ୍କୁ ପସନ୍ଦ ନୁହେଁଁ ଷ ହେଲେ ତୁମେ ତାଙ୍କ ପଛରେ ପଡିଛ । ହେଲେ କରିବା ବହୁତ ଖରାପ୍ ଅଟେ ଏମିତି ହେଲେ ସେ ଦୂରେଇ ଯିବେ । ସେହିଥି ପାଇଁ ତାଙ୍କୁ କେବେ ବି ଇରିଟେଡ୍ କରିବା ପାଇଁ ଚେଷ୍ଟା କରନ୍ତୁ ନାହିଁ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *