ପୁଣି ମାଡି ଆସୁଛି ବାତ୍ୟା ଭୟଙ୍କର ଝଡ଼ ସହ ବଜ୍ରପାତ ଜଲଦି ଦେଖନ୍ତୁ |

cyclone

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ପୁଣି ମାଡି ଆସୁଛି ବାତ୍ୟା ଲୋକ ମାନଙ୍କୁ ସତର୍କ ରହିବା ପାଇଁ କହିଲା ପାଣି ପାଗ ବିଭାଗ । ତେବେ ବନ୍ଧୁଗଣ ପୁଣି ଆଉ ଗୋଟିଏ ବାତ୍ୟା ମାନେ ଆମ୍ପାନ୍ ପରେ ପୁଣି ଆଉ ଗୋଟିଏ ବାତ୍ୟା ଆସୁଛି । ତେବେ ଏହି ବାତ୍ୟା ଓଡ଼ିଶା ରେ କେତେ କ୍ଷେତି କରିବ କି ଆଉ କେଉଁ କେଉଁ ରାଜ୍ୟ ରେ ହେବାର ରହିଛି ସେହି ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣି ନେବା । ତେବେ ବନ୍ଧୁଗଣ ଆରବ ସାଗର ରେ ସୃଷ୍ଟି ହୋି ଥିବା ଏହି ଘୂର୍ଣି ବଳୟ 48 ଘଣ୍ଟା ମଧ୍ୟ ରେ ବାତ୍ୟା ରୂପ ନେବାର ରହିଛି । ଆଜି ସଂନ୍ଧ୍ୟା ସୁଧା ଅବପାତ ର ରୂପ ନେଇ ପାରେ । ଏବଂ ଏହି ସହିତ ପରବର୍ତି 24 ଘଣ୍ଟା ମଧ୍ୟ ରେ ସାଇକ୍ଲୋନ ଷ୍ଟ୍ରମ୍ ବା ବାତ୍ୟା ର ରୂପ ମିଳି ପାରେ ବୋଲି ଜଣା ପଡ଼ିଛି ।

cyclonee

ଜୁନ୍ 2 ତାରିଖ ସକାଳ ପର୍ଯ୍ୟନ୍ତ ଏହା ଉତ୍ତର ଦିଗ କୁ ଗତି କରିବ । ଏହା ପରେ ଏହା ଦିଗ ପରିବର୍ତନ କରି ଉତ୍ତର ଏବଂ ଉତ୍ତର ପୂର୍ବ ଦିଗ ରେ ବଢିବ । 4 ତାରିଖ ସକାଳ ସୁଧା ଏହା ଉତ୍ତର ମହାରାଷ୍ଟ୍ର ଏବଂ ଦକ୍ଷିଣ ଗୁଜୁରାଟ ଠାରେ ଛୁଇଁବା ନେଇ ପୂର୍ବାନୁମାନ କରିଛି ଭାରତୀୀୟ ପାଣିପାଗ ବିଭାଗ । ଏହି ପ୍ରଭାବ ରେ କେରଳ କର୍ଣ୍ଣାଟକ ଏବଂ ଲକ୍ଷାଦ୍ୱପୀ ରେ ସାମାନ୍ୟ ପରିମାଣ ରେ ବର୍ଷା ହେବାର ସମ୍ଭାବନା ରହିଛି ।

cycloneeeee

ସେହି ପରି ଭାବେ ଏହି ଅବପାତ ଯୋଗୁଁ ମୈଶୁମୀ ଅନୁକୂଳ ରହିବ ବୋଲି ଅନୁମାନ କରା ଜାଇଛି । ଏହି ମଧ୍ୟ ରେ ଏହା ବାତ୍ୟା ର ରୂପ ନେଇ ଜୁନ୍ 3 ରୁ 4 ତାରିଖ ରେ ଏହା ମହାରାଷ୍ଟ୍ର ଏବଂ ଗୁଜୁରାଟ ନିକଟ ରେ ଲେଣ୍ଡ ଫଲ କରିବ । ଏହାର ପ୍ରଭାବ ରେ ଗୁଜୁରାଟ ସମେତ ମହାରାଷ୍ଟ୍ର ଏବଂ ଦେଶ ରେ ଅନେକ ସ୍ଥାନ ରେ ବର୍ଷା ହେବ । ସେହି ପରି ବେଳେ ଏହାର ପ୍ରଭାବ ରେ ଓଡ଼ିଶା ରେ କିଛି ବି ପ୍ରଭାବ ରହିବ ନାହିଁ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *