ବାପରେ.. କରୋନା ପାଇଁ ଏତେ ଟଙ୍କା ଦାନ କରି ଦଲେ ବିରାଟ କୋହଲି

virushka

ସାରା ବିଶ୍ୱରେ ଲୋକଙ୍କୁ ଅସୁବିଧାରେ ପକାଉଥିବା କରୋନା ଭାଇରସ୍ କମିବାର ନାମ ନେଉନାହିଁ , ସମଗ୍ର ବିଶ୍ୱରୁ ଏବେ ହଜାର ହଜାର ମାମଲା ଆସୁଛି | ଭାରତ ବିଷୟରେ କହିବାକୁ ଗଲେ, 31 ମାର୍ଚ୍ଚ ଦିନ 12 ଟା ସୁଦ୍ଧା ଏହି ସଂଖ୍ୟା ବର୍ତ୍ତମାନ 1300 କୁ ବୃଦ୍ଧି ପାଇଛି। ଏଥିମଧ୍ୟରୁ 1100 ଟି ମାମଲା ସକ୍ରିୟ ଥିବାବେଳେ 34 ଜଣଙ୍କର ମୃତ୍ୟୁ ହୋଇଛି। ଏହା ବ୍ୟତୀତ 128 ଜଣଙ୍କୁ ମଧ୍ୟ ସୁସ୍ତ କରାଯାଇଛି। କୋରନା କାରଣରୁ ଭାରତରେ 21 ଦିନର ତାଲା ପଡିଛି | ସେହିଭଳି ଲକଡାଉନ୍ ଦୁନିଆର ଅନ୍ୟ ଦେଶରେ ମଧ୍ୟ ଅଛି |

virat

କୋରାନ ଭାଇରସର ମୁକାବିଲା କରିବା ପାଇଁ , ଦେଶର ପ୍ରଧାନମନ୍ତ୍ରୀଙ୍କ ସହ ବିଭିନ୍ନ ବର୍ଗର ବ୍ୟକ୍ତି ଏବେ ଏକଜୋଟ ହୋଇଛନ୍ତି , ବଡ ବଡ ତାରକାଙ୍କ ଠୁ ଆରମ୍ଭ କରି ଖେଳାଳି ପର୍ଜ୍ୟନ୍ତ ସମସ୍ତେ ଏହି ପରିସ୍ତିତିର ସାମ୍ମାନା କରିବା ପାଇଁ ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠିକୁ ଲକ୍ଷ ଲକ୍ଷ ଟଙ୍କା ଦାନ କରିବାରେ ଲାଗିଛନ୍ତି , ଏହି ସମୟରେ ଟେଲି କମେଡି କିଙ୍ଗ କପିଲ ସର୍ମା ମଧ୍ୟ ନିଜର ବଦାନ୍ୟତା ଦେଖାଇଛନ୍ତି , ସେହିପରି ବେଳେ ବଡ ବଡ ଖେଳାଳୀ ମାନେ ବି ଏହି ପରିସ୍ତିତିର ମୁକାବିଲା ପାଇଁ କୋଟି କୋଟି ଟହ୍କା ଦାନ କରିବାରେ ଲାଗିଛନ୍ତି ,

viraatt

ଏହି ପରିସ୍ତିତିର ମୁକାବିଲା ପାଇଁ ପ୍ରଥମେ ସଚିନ 25 କୋଟି ଦାନ କରିଥିବା ବେଳେ , ଏବେ ସାମ୍ମାନାକୁ ଆସିଛନ୍ତି ଭାରତର ବର୍ତ୍ତମାନର କ୍ୟାପଟେନ ବିରାଟ କୋହଲି , ସେ ଏହି ବିପଦ ସମୟରେ ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଛିକୁ 3 କୋଟି ଦାନ କରିଛନ୍ତି , କେବଳ ସେ ନୁହଁନ୍ତି , ତାଙ୍କ ଧର୍ମ ପତ୍ନୀ ଅନୁଷ୍କା ମଧ୍ୟ 3 କୋଟି ଦାନ କରିଥିବାର ଦେଖିବାକୁ ମିଳିଛି ,

Leave a Reply

Your email address will not be published. Required fields are marked *