ପୁଣି ୬ମାସ କୋହଳ ହେଲା ଟ୍ରାଫିକ ନିୟମ……। ଜାଣନ୍ତୁ ଏହା ପଛରେ ଥିବା ସତ୍ୟତା

trafic-law

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଆପଣ ମାନେ ଜାଣି ଥିବେ ମାର୍ଚ୍ଚ 1 ରୁ ଟ୍ରାଫିକ୍ ନିୟମ କଡା କଡି ହେବା ପରେ ଲୋକ ମାନଙ୍କ ମଧ୍ୟରେ ନାହି ନଥିବା ଭୟ ଦେଖିିବା ପାଇଁ ମିଳିଛି । ସେହି ପରି କ୍ଷେତ୍ର ରେ ଅନେକ ଲୋକ ମାନେ ଏମିତି ରହିଛନ୍ତି ଯେଉଁ ମାନେ ଏ ପର୍ଯ୍ୟନନ୍ତ RTO ଅଫିସ୍ କୁ ଦୈଡି ଦୈଡି କରି କୈଣସି ବି କାର୍ଯ୍ୟ କୁ ସଂମ୍ପର୍ଣ୍ଣ ଭାବେ କରି ପାରି ନାହାଁନ୍ତି । ବହୁତ ସମୟରେ ଅନେକ ଲୋକ ମାନେ ଭୁସା ଏବଂ ବହୁତ ଏମିତି ଏଜେଣ୍ଟ ର ସହାୟତା ନେଉଛନ୍ତି ହେଲେ ସେମାନଙ୍କୁ ବି କିଛି ସହାୟତା ମିଳିବାର ମଧ୍ୟ ଦେଖିବା ପାଇଁ ମିଳୁ ନାହିଁ । ଏବଂ ଏହା ପରେ ଦାଉ ସାଝୁଛି ଟ୍ରାଫିକ୍ ପୋଲିସ୍ ।

traffic

ତେବେ ଏହି ମାର୍ଚ୍ଚ 1 ରୁ ଏହି ନିୟମ କୁ ପୁଣି ଥରେ ଆରମ୍ଭ କରିବା ପରେ ମୋଟା ଅଙ୍କ ତଣ୍ଡ ଗଣିବା ପାଇଁ ପଡୁ ଥିବାର ମଧ୍ୟ ଦେଖିବା ପାଇଁ ମିଳିଛି । ସେହି ପରି ବେଳେ ଏହି କଥା କୁ ନେଇ କଂଙ୍ଗ୍ରେସ୍ ନେତା ବର୍ତମାନ ସମୟ ରେ ସ୍ୱର ଉତ୍ତୋଳନ କରି ଥିବାର ଦେଖିବା ପାଇଁ ମିଳିଛନ୍ତି । ଆହୁରୀ 6 ମାସ ଆଗେଇ ଦେବା ପାଇଁ ସେମାନେ ଆବେଦନ କରି ଥିବାର ମଧ୍ୟ ଦେଖିବା ପାଇଁ ମିଳିଛି । ତେବେ କଣ ସତରେ ଏହି ଟ୍ରୈଫିକ୍ ନିୟମ କୁ ସରକାର କୋହଳ କରିବେ କି ତେବେ ଆସନ୍ତୁ ସଂମ୍ପର୍ଣ୍ଣ ଭାବେ ଜାଣି ନେବା । ବର୍ତମାନ ସମୟରେ ଏହି ଟ୍ରାଫିକ୍ ନିୟମ କୁ ନେଇ କଂଗ୍ରେସ୍ ନେତା ଭେଟିଲେ ପରିବହନ ମନ୍ତ୍ରୀ ଙ୍କୁ । ଏବଂ ଏଠାରେ ଆମେ ଜାହାଙ୍କ ବିଷୟ ରେ କହୁଛୁ ସେ ହେଲେ ଯୁବ କଂଗ୍ରେସ ମନ୍ତ୍ରୀ ଲୋକନାଥ ବେହେରା ।

traficc

ଏମିତି ରେ ସେ ନୂଆ କୋହଳ କୁ ଆଉ କିଛି ଦିନ ପଛେଇ ଦେବା ପାଇଁ ଆଜି ସେ ପରିବହନ ମନ୍ତ୍ରୀ ଙ୍କୁ ଭେଟି ଥିବାର ଦେଖିବା ପାଇଁ ମିଳିଛି । ସେହି ପରି ବେଳେ ଯଦି ପରିବହନ ମନ୍ତ୍ରୀ ଏମିତି ନ କରନ୍ତି । ତେବେ ସେ ମୂଖ୍ୟମନ୍ତ୍ରୀ ଙ୍କୁ ଭେଟିବେ ବୋଲି କହିଛନ୍ତି । ଏବଂ ବର୍ତମାନ ସମୟ ରେ ଏହି ଦାବୀ ର ଆଲୋଚନା କରା ଯିବ ବୋଲି ପରିବହନ ମନ୍ତ୍ରୀ ପଦ୍ନନାଭ ବେହେରା କହି ଥିବାର ଦେଖିବା ପାଇଁ ମିଳିଛନ୍ତି । ତେବେ ଲୋକ କେତେ LL ଏବଂ କେତେ DL ପାଇଛନ୍ତି ସେହି ସବୁ କୁ ତର୍ଜମା କରା ଯିବା ସହିତ ସେହି ସବୁ କୁ ଆଖି ରେ ରଖି ଯଦି ସମୟ ବଢେଇବା ପାଇଁ ପଡିବ ତେବେ ବଢାଯିବ ହେଲେ ଯଦି କମ୍ ଥିବ ତେବେ ଏହାକୁ ଆଉ ବଢା ଯିବ ନାହିଁ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *