IPL ର ସବୁଠୁ ମହଙ୍ଗା କ୍ୟପଟେନ୍ କିଏ । ଜାଣିଲେ ମୁଣ୍ଡ ବୁଲେଇ ଦବ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଯେମିତି କି ଆପଣ ମାନେ ଜାଣି ଥିବେ କି । ଏହି ଦିନରେ IPL ର ଓଲଟା କାଉଣ୍ଟ ଆରମ୍ଭ ହୋଇ ସାରି ଥିବା ବେଳେ ଏହି ବର୍ଷ ର ପ୍ରଥମ ମ୍ୟଚ 29 ମାର୍ଚ୍ଚରେ ଆରମ୍ବ ହେବ ଏବଂ ସେହି ପରି କ୍ଷେତ୍ରରେ ଏହି ଠାରେ ପ୍ରଥମ ଟିମ୍ ମୁମ୍ବାଇ ଇଣ୍ଡିଆନ୍ ଏବଂ ଚେନ୍ନାଇ ସୁପର କିଙ୍ଗଙ୍କ ବିପକ୍ଷ ରେ ହେବ ବୋଲି କୁହା ଜାଇଛି । ସେମିତି ରେ ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କୁ ଏହି IPL ର ସବୁଠୁ ମହଙ୍ଗା କ୍ୟପଟେନ୍ ଙ୍କ ବିଷୟ ରେ କହିବୁ । ଏବଂ ଆମେ ଆପଣ ମାନଙ୍କୁ ଏଠାରେ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହୁଁବୁ କି ଏହି କ୍ୟପଟେନ୍ ମାନଙ୍କ ସେଲେରୀ କେତେ ହୋଇ ଥାଏ ।

ipllllll

ପ୍ରଥମେ ଯଦି ଆମେ ସବୁଠୁ ସଫଳ କ୍ୟପଟେନ୍ ରୋହିତ୍ ଙ୍କ ବିଷୟରେ କହିବା ତେବେ ସେ 2013 ମସିହା ରୁ ହିଁ ମୁମ୍ବାଇ ଇଣ୍ଡିଆନ୍ ଦଳ ର କ୍ୟପଟେନ୍ ଭାବେ ପରିଚିତ ହୋଇ ଆସୁ ଥିବା ବେଳେ ତାଙ୍କୁ ଏହି ଦିଳ ର ମୂଖ୍ୟ ବା କ୍ୟପଟେନ୍ ହେବା ପାଇଁ 15 କୋଟି ଟଙ୍କା ଦିଆ ଜାଇ ଥାଏ । ଏହା ପରେ ଆସୁଛନ୍ତି ମହେନ୍ଦ୍ର ସିହଂ ଧୋନୀ ଙ୍କର । ସେ ବର୍ତମାନ ପର୍ଯ୍ୟନ୍ତ ଚେନ୍ନାଇ ସୁପର କିଙ୍ଗ ପାଇଁ କ୍ୟପଟେନ୍ ସିପ୍ କରି ଆସୁ ଥିବା ବେଳେ 10 ଥର ଏହି ଥର ରେ ପଡିବ । ସେମିତି ରେ ପ୍ରତ୍ୟେକ ଥର 15 କୋଟି ଟଙ୍କା ନେଇ ଥାନ୍ତି ।

ସେହି ପରି ଭାବେ ଏହି ଥର ଟିଭ୍ସ ସ୍ମିଥ ବି ରାଜସ୍ତାନ ର କ୍ୟପଟେନ୍ ଭାବେ ପରିଚିତ ହେବେ ସେମିତି ରେ ତାଙ୍କୁ ଏହି ଟିମ୍ ର କ୍ୟପଟେନ୍ ହେବା ପାଇଁ 12 କୋଟି ଟଙ୍କା ମିଳିବ । ଏବେ କହିବା ବିରାଟ କୋଇଲି ଯିଏ ବେଙ୍ଗାଲୋର ର କ୍ୟପଟେନ୍ ଭାବେ ପରିଚିତ ଅଟନ୍ତି ସେହି ପରି କ୍ଷେତ୍ର ରେ ତାଙ୍କୁ ଏହି ଥର ବି IPL ପାଇଁ 17 କୋଟି ଟଙ୍କା ମିଳିବା ପାଇଁ ଯାଉଛି । ଏହା ପରେ ରହିଛନ୍ତି ହାଇଦ୍ରାବାଦ୍ ର କ୍ୟପଟେନ୍ କେଏନ୍ ଉଇଲିୟମ୍ ଯିଏ କି ବହୁତ କୁଲ ମାଇଣ୍ଡ ର କ୍ୟପଟେନ୍ ଅଟନ୍ତି ହେଲେ ଏହି ଥର ହାଇଦ୍ରାବାଦ୍ ର କ୍ୟପଟେନ୍ ଡେବିଡ୍ ୱାର୍ନର ଥିବା ବେଳେ ତାଙ୍କର ସେଲେରୀ ଜଣା ପଡି ନାହିଁ ।

ipll

ସେହି ପରି ବେଳେ କଲକତା ନାଇଟ ରାଇଡର୍ସ ବିଷୟ ରେ କହିବା ତେବେ ଏହି ଟିମ୍ ର କ୍ୟପଟେନ୍ ଦିନେସ୍ କାର୍ତ୍ତିକ୍ ବି ଏହି ବର୍ଷ ରହିବେ କ୍ୟପଟେନ୍ ଏବଂ ତାଙ୍କର ସେଲେରୀ 7.5 କୋଟି ହୋଇଛି । ଏହା ପରେ ରହିଛନ୍ତି ସୁରେସ୍ ୟଇଅର । ଯିଏ ଦିଲ୍ଲୀ କେପିଟାଲ ପାଇଁ ଖେଳିବେ । ଏବଂ ତାଙ୍କର ବି ସେଲେରୀ 7 କୋଟି ଟଙ୍କା ରହିବ ବୋଲି କୁହା ଜାଇଛି । ଏହା ପରେ ରହିଛି କିଙ୍ଗ୍ସ 11 ପଞାବ୍ ଜାହାର ଟିମ୍ ର ଗତ ବର୍ଷ ର କ୍ୟପଟେନ୍ ରବି ଚନ୍ତ୍ର ଅଶ୍ୱନୀ ଙ୍କୁ ନିଆ ଜାଇ ଥିବା ବେଳେ ଏହି ଥର ତାଙ୍କୁ ହଟେଇ ଦେଇ ଦିଲ୍ଲୀ କୁ ଦିଆ ଜାଇଛି ଏବଂ ଏବେ ଏହି ଟିମ୍ ର କ୍ୟପଟେନ୍ କେଏଲ ରାହୁଲ ରହିବେ । ତାଙ୍କ ସେଲେରୀ । 11 କୋଟି ବୋଲି ଜଣା ପଡ଼ିଛି ।

Leave a Reply

Your email address will not be published. Required fields are marked *