ଅର୍ଦ୍ଧେନ୍ଦୁ ଓ ପଲ୍ଲବୀଙ୍କ ବାହାଘର ଭୋଜି ରିସେପନ୍ ରେ ଆସିଲେ ଏହି ସବୁ ହିରୋ ହିରୋଇନ, ଜଲଦି ଦେଖନ୍ତୁ କିଏ ସବୁ

ardhu-pall

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ ବନ୍ଧୁଗଣ । ଏହି ଦିନ ରେ ଭୁବନେଶ୍ୱର ଠାରେ ଲୋକ ପ୍ରିୟ ଅଭିନେତା ଅର୍ଦ୍ଧେନ୍ଦୁ ଙ୍କ ସହିତ ତାଙ୍କର ବାଲ୍ୟ ବନ୍ଦୁ ପଲ୍ଲବୀ ଙ୍କ ନିର୍ବନ୍ଦ ହୋଇ ଥିଲା । ସେହି ପରି କ୍ଷେତ୍ର ରେ ସେମାନେ ଏହି ନିର୍ବନ୍ଧ କୁ ନେଇ ବହୁତ ଖୁସି ରହିଛନ୍ତି ବୋଲି ସେମାନେ କହି ଥିବା ବେଳେ ସୂଚନା ଅନୁସାରେ ଏହି ଦିନ ରେ ସେହି ଦୁଇ ଯୋଡି ଙ୍କ ବିବାହ ସଂମ୍ପର୍ଣ୍ଣ ହୋଇ ଥିବାର ଦେଖିବାର ମିଳିଛି । ଏମିତି ରେ ଏହି ନିକଟରେ ସେମାନଙ୍କ ରିସେପନ୍ ପାର୍ଟି ବି ଆୟୋଜିତ ହୋଇ ଥିବାର ଦେଖିବା ପାଇଁ ମିଳି ଥିଲା ।

ardhenduu

ଏବେ ଚର୍ଚ୍ଚା ର ବିଷୟ ରେ ରହିଛି କି ସେହି ପାର୍ଟି ରେ ଯୋଗ ଦାନ କରି ଥିବା କଳାକାର ମାନେ । ସେହି ପରି ବେଳେ ଯଦି କହିବା ଏମାନଙ୍କ ବିବାହ ଠୁ ଅଧିକ ସୁନ୍ଦର ଏହି ଚର୍ଚ୍ଚା ରେ ରହିଲା ସେମାନଙ୍କ ପାର୍ଟି ର ସାଜସଯ୍ୟା ଏହି ପାର୍ଟି ରେ ବିଭିନ୍ନ ଓଲିଉଡ କ ବଡ ବଡ କଳାକାର ଏବଂ ତଥା ବହୁତ ମେଗା ଧାରାବାହୀକ ର ଅଭିନେତା ଏବଂ ଅଭିନେତ୍ରୀ ମାନେ ଯୋଗ ଦାନ କରି ଥିଲେ । ଯେମିତି କି ବୁଦ୍ଧାଦିତ୍ୟ , ଉଶସୀ ମିଶ୍ର , ଆକାସ ଦାସ, ସିଦ୍ଧାର୍ଥ ମହାପାତ୍ର , ଜିନା ଏବଂ ତାଙ୍କର ସ୍ୱାମୀ ସମେତ ସେମାନଙ୍କ ସାଙ୍ଗ ସାଥି ମାନେ ଏହି ପାର୍ଟି ରେ ଯୋଗ ଦାନ କରି ଥିଲେ ।

akash

ସେପଟେ ସୋସିଆଲ ମିଡ଼ିଆ ରେ ଏହି ପାର୍ଟି ର ଖାଦ୍ୟକୁ ନେଇ ବି ଚର୍ଚ୍ଚା ଦେଖିବା ପାଇଁ ମିଳିଛି । ସୂଚନା ଅନୁସାରେ ଏହି ପାର୍ଟି ରେ ଦିଆ ଜାଇ ଥିବା ମିଲ ର ଦାମ୍ 30 ହଜାର ରୁ ଅଧିକ ବୋଲି ଜଣା ପଡ଼ିଛି । ତେବେ ସେ ଜାହା ବି ହେଉ ଏମାନଙ୍କ ବିବାହ ଏବେ ସଂମ୍ପର୍ଣ୍ଣ ହୋଇଛି । ଆଗାମୀ ସମୟରେ ଏମିତି ହିଁ ଆଉ କିଛି ଓଲିଉଡ ଅଭିନେତା ଏବଂ ଅଭିନେତ୍ରୀ ମାନଙ୍କ ବିବାହ ବି ହେବାକୁ ଯାଉଛି । ତେବେ ଆପଣ ମାନଙ୍କୁ ଏହି ଦୁହିଁଙ୍କ ଯୋଡି କେମିତି ଲାଗୁଛି । ଆମକୁ କମେଣ୍ଟ ମାଧ୍ୟମ ରେ ଜଣେଇବା ସହିତ ଆପଣ ମାନେ ଆମ ସହିତ ଯୋଡି ରୁହନ୍ତୁ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *