ଅକ୍ଷୟଙ୍କ 25 କୋଟି ଦାନ ପରେ ଆଗକୁ ଆସିଲେ ହିର୍ତୀକ , ଦାନ କରି ଦେଲେ ଏତେ ଟଙ୍କା

caaaaa

ଆପଣ ମାନଙ୍କୁ ଆମର ପୋର୍ଟଲକୁ ବହୁତ ବହୁତ ସ୍ୱାଗତ କରୁଛୁ । ଯେପରିକି ଆପଣ ମାନେ ଜାଣି ଥିବେ ଏହି ଦିନରେ କୋରନା କୁ ନେଇ ପ୍ରତ୍ୟେକ ଦେଶ ମାନଙ୍କ ମଧ୍ୟ ରେ କେତେ ପରିମାଣ ରେ ଭୟ ଭରି ରହି ଥିବା ବେଳେ ବର୍ତମାନ ସମୟରେ ସମସ୍ତ ଦେଶରେ ରୋଗୀ ମାନଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏମିତିରେ ବର୍ତମାନ ସମୟ ରେ ଏହି ଭାଇରସକୁ ନେଇ pm ବଡ ବଡ ହସ୍ତି ମାନଙ୍କୁ ନିଜର ରାୟ ରଖିବା ପାଇଁ କହିଛନ୍ତି । ଏମିତି ମଧ୍ୟ ରେ ବଲିଉଡ ର ବଡ ବଡ ହସ୍ତି ମାନେ ବି ନିଜର ହୃଦୟର ଦ୍ୱାର ଖୋଲି ଦେଇଛନ୍ତି ।

viruss

ତେବେ ଏପରି କ୍ଷେତ୍ରରେ ସେମାନେ ଏହି ଭାଇରସକୁ ନିୟନ୍ତ୍ରଣ କରିବା ପାଇଁ ସରକାର ଙ୍କୁ ଦାନ କରି ଥିବାର ଦେଖିବା ପାଇଁ ମିଳିଛି । ତେବେ ଏଠାରେ ଆମେ ଆପଣ ମାନଙ୍କୁ କହିବୁ କି କେଉଁ ସେଲେବ୍ରେଟି ମାନେ କେତେ ଦାନ କରିଛନ୍ତି ।

ପ୍ରଥମେ ଯଦି କହିବା ଫିଲ୍ମ ଅଭିନେତା ଅକ୍ଷୟ କୁମାର 25 କୋଟି ଟଙ୍କା , ଏବଂ ବରୁଣ ଧାୱାନ ଦୁଇ ରେ ରହିଛନ୍ତି । ଯିଏ 60 ଲକ୍ଷ ଟଙ୍କା ଦେଇ ଥିବାର ଦେଖିବା ପାଇଁ ମିଳିଛନ୍ତି । ଏବଂ ତିନି ରେ ହ୍ରିତିକ୍ ରୋଶନ୍ ରହିଛନ୍ତି ଯିଏ 50 ଲକ୍ଷ ଟଙ୍କା ଦେଇଛନ୍ତି । ଏବଂ କପିଲ୍ ଶର୍ମା ଏହା ପାଇଁ 50 ଲକ୍ଷ ଟଙ୍କା ର ଦାନ କରି ଥିବାର ଦେଖା ଜାଇ ଥିବା ବେଳେ ଏଠାରେ ସାଉଥ ଅଭିନେତା ରଜନି କାନ୍ତ ବି 50 ଲକ୍ଷ ଟଙ୍କା ଦାନ କରି ଥିବାର ଦେଖିବା ପାଇଁ ମିଳିଛି ।

virusss

ଏମିତି ବଲିଉଡ ର ବହୁତ ଗାୟକ ମାନେ ବି ଏହି ଭାଇରସ ର ମୁକାବିଲା କରିବା ପାଇଁ ବହୁତ ପରିମାଣରେ ଦାନ କରି ଥିବାର ଦେଖିବା ପାଇଁ ମିଳିଛନ୍ତି । ଗାୟକ ମାନଙ୍କ ମଧ୍ୟ ରୁ କୁମାର ସାନୁ 5 ଲକ୍ଷ ଦେଇ ଥିବାର ମଧ୍ୟ କଥା ସାମ୍ନା କୁ ଆସିଛି । ତେବେ ଏହା ପାଇଁ ସବୁ ସମୟ ରେ ଆପଣ ମାନେ ଚେତନ ରୁହନ୍ତୁ । ଏବଂ ଭାରତ ରୁ କୋରନା କୁ ହରେଇବା ପାଇଁ ଆପଣ ମାନେ ବି ଯୋଗ ଦାନ ନିଶ୍ଚିତ ଭାବେ କରନ୍ତୁ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *