2 ବର୍ଷ ରୁ ପ୍ରାୟ 20 ଟି ଅଣ୍ଡା ଦେଇ ସାରିଛି ଏହି 14 ବର୍ଷ ର ଯୁବକ , ଦେଖନ୍ତୁ ଭିଡ଼ିଓ ।

egg-boy

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ନିଶ୍ଚିତ ଭାବେ ଏହି କଥା କୁ ଜାଣି ଥିବେ ଆଜିର ସମୟରେ କୈଣସି ଜିବ ଜନ୍ତୁ ଏବଂ ପକ୍ଷି ମାନଙ୍କ କ୍ଷେତ୍ର ରେ ଅଣ୍ଡା ତିଆରୀ ହୋଇ ଥାଏ । ତେବ ସେମିତି କ୍ଷେତ୍ର ରେ କେବେ ଆପଣ ମାନେ କୈଣସି ମନୁଶ୍ୟ ଅଣ୍ଡା ଦେଉ ଥିବାର ଦେଖିଛନ୍ତି କି । ହେଲେ ଏହି କଥା ଟି ସଂମ୍ପର୍ଣ୍ଣ ଭାବେ ସତ୍ୟ ଅଟେ । ଇଣ୍ଡନେସିଆ ର ଗୋଟିଏ ମାମଲା ସାମ୍ନା କୁ ଆସିଛି ଜାହାକୁ ଜାଣି ଆପଣ ମାନଙ୍କୁ ନିଶ୍ଚିଚ ଭାବେ ଆଶ୍ଚର୍ଯ୍ୟ ଲାଗିବ ।

egg

ତେବେ ଆପଣ ମାନଙ୍କୁ ସୂଚନା ପାଇଁ ଜଣେଇ ଦେବାକୁ ଚାହିଁବୁ କି ଏଠାରେ ଗୋଟିଏ 14 ବର୍ଷ ର ବାଳକ ପ୍ରାୟ ଦୁଇ ବର୍ଷ ରୁ ସେ 20 ଟି ଅଣ୍ଡା ଦେଇ ଆସିଛି । ସେହି ପରି କ୍ଷେତ୍ର ରେ ବର୍ତମାନ ସୁଧା ତାଙ୍କ ପରିବାର ଲୋକ ମାନେ ଏବଂ ସେହି ସ୍ଥାନୀୟ ଲୋକ ମାନେ ଏହି ଘଟଣା କୁ ନେଇ ବହୁତ ଆଶ୍ଚର୍ଯ୍ୟ ମଧ୍ୟ ହୋଇଛନ୍ତି । ତେବେ ଆପଣ ମାନଙ୍କୁ ସୂଚନା ଦେବୁ କି । ପରିବାର ଲୋକ ମାନେ କହିଛନ୍ତି । ଏହି ପରି ଗୋଟିଏ ଘଟଣା ଦେଖିବା ପରେ ସେମାନେ ତାଙ୍କୁ ଡାକ୍ତର ଙ୍କ ପାଖକୁ ନେଇ ଥିଲେ । ତେବେ ଡାକ୍ତର ବି ଏମିତି ଗୋଟିଏ କେସ୍ ଦେଖି ଆଶ୍ଚର୍ଯ୍ୟ ହୋଇଛନ୍ତି । ଏବଂ ସେ କହିଥିଲେ କି କୈଣସି ବି ମନୁଶ୍ୟ ଦେହ ରେ ଏମିତି କୈଣସି ବି କ୍ଷେମତା ନାହିଁ । ଯେଉଁ ଥିରେ ସେ ଅଣ୍ଡା ଦେଇ ପାରିବ ।

egg-boy

ସେମିତି ରେ ଏହି ପରି ଗୋଟିଏ ଘଟଣା ପରେ ଡାକ୍ତର ସେହି ପିଲା କୁ ନିଜ ପାଖରେ କିଛି ଦିନ ରଖି ଥିଲେ ସେମିତି ରେ ସେମାନେ ପରିକ୍ଷା ରୁ ଜଣା ପଡି ଥିଲା କି ସେହି ପିଲା ଦେଉ ଥିବା ଅଣ୍ଡା ରେ ପ୍ରଥମେ ହଳିଆ ରଙ୍ଗ ସହିତ ଧଳା ଅଂଶ ବି କିଛି ଆସୁ ଥିବା ବେଳେ ଏବେ କେବଳ ଧଳା ଅଂଶ ହିଁ ଆସୁଛି ବୋଲି ସେ କହିଛନ୍ତି । ତେବେ ବର୍ତମାନ ସମୟ ରେ ଡାକ୍ତର ମାନେ ସେହି ପିଲା ର ସଂମ୍ପର୍ଣ୍ଣ ଭାବେ ଚିକିତ୍ସା କରୁଛନ୍ତି ଏବଂ ଜାଣିବା ପାଇଁ ବି ଲାଗିଛନ୍ତି କି । ସେ କଣ ପାଇଁ ଏମିତି ଅଣ୍ଡା ଦେଉଛି । ଏହି ପିଲା ର ନାମ ହେଲା ଅକମଲ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *