2020 IPL ର ବଦଳିଗଲେ ଏହି ସବୁ ଦଳର କ୍ୟପଟେନ୍ ମାନେ …..। ଜାଣନ୍ତୁ ଏବେହିଁ

ipl2020020

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଯେପରି କି ଆପଣ ମାନେ ଜାଣି ଥିବେ କି ଆଉ କେତେଟା ଦିନ ପରେ ଆରମ୍ଭ ହେବାକୁ ଯାଉଛି IPL ଏବଂ ଆପଣ ମାନଙ୍କୁ ସୂଚନା ଦେବୁ କି ଏହି IPL ର ପ୍ରଥମ ମ୍ୟଚ୍ ଏହି ମାସ ର 29 ତାରିଖ ରୁ ଆରମ୍ଭ ହେବାକୁ ଯାଉଛି । ସେହି ପରି ଭାବେ ବର୍ତମାନ ସମୟ ରେ ଏହି IPL କୁ ନେଇ ସବୁ ଟିମ୍ ର କ୍ୟପଟେନ୍ ମାନଙ୍କୁ ବି ବାଛି ନିଆ ଜାଇଛି । ତେବେ ଆସନ୍ତୁ ଆମେ ଆପଣ ମାନଙ୍କୁ କହି ଦେଉଛୁ କି ସେହି ସବୁ ଚେହେରା କଣ କଣ ଜାହା ଏହି ବର୍ଷ ର IPL ର ଟିମ୍ ମାନଙ୍କର କ୍ୟପେଟନ୍ ହେବେ ।

ipll

ପ୍ରଥମେ ମୁମ୍ବାଇ ଇଣ୍ଡିଆନ୍ ର କ୍ୟପଟେନ୍ ରୋହିତ୍ ଶର୍ମା । ଆପଣ ମାନଙ୍କୁ କେହି ଦେବୁ କି ସବୁ ବର୍ଷ ପରି ଏହି ବର୍ଷ ପରି ମୁମ୍ବାଇ ଇଣ୍ଡିଆନ୍ ର କ୍ୟପେଟନ୍ ବି ରୋହିତ୍ ଶର୍ମା କରିବା ରେ ଦେଖିବା ପାଇଁ ମିଳିବ । ଦୁଇ ରେ ଚେନ୍ନାଇ ସୁପର କିଙ୍ଗ ର କ୍ୟପଟେନ୍ ମହେନ୍ଦ୍ର ସହଂ ଧୋନୀ । ବହୁତ ସମୟ ରୁ ଦେଖା ଦେଇ ନଥିବା ଧୋନୀ IPL ରେ ପୁଣି ଥରେ ଖେଳିବେ ଏବଂ ସବୁ ଥର ପରି ସେ ଏହି ବର୍ଷ ବି ଟିମ୍ ର ଦାୟୁତ୍ୱ ନେବେ ।

ରୟେଲ ଚେଲେଞର ବେଙ୍ଗାଲୋର ର କ୍ୟପଟେନ୍ ବିରାଟ କୋଇଲି । ସବୁ ଥର ପରି ଏହି ଥ ବି ବିରାଟ ମୂଖ୍ୟ ଭୂମିକା ରେ ରହିବେ । ସେହି ପରି ଭାବେ ଦିଲ୍ଲୀ କେପିଟାଲ ର କ୍ୟପଟେନ୍ ସୁରେଷ ଅଇୟର ।ସେମିତି ରେ ରୟେଲ ଚେଲେଞର ବେଙ୍ଗାଲୋର ପରି ଦିଲ୍ଲୀ କେପିଟାଲ ବି ରହିଛି ଯିଏ ଆଜି ଯାଏ କୈଣସି ବି ଟ୍ରଫି ଆଣି ନାହିଁ । ହେଲେ ଏହି ବର୍ଷ କିଛି ଚେଞେସ୍ ଦେଖିବା ପାଇଁ ମିଳିବ । କିଙ୍ଗ୍ସ 11ପଞାବ୍ ର କ୍ୟପଟେନ୍ କେଏଲ ରାହୁଲ କରିବେ । ସେମିତି ରେ ଆଗାମୀ ବର୍ଷ ପରି ଏହି ବର୍ଷ ବି ପୂରା ଫର୍ମ ଦେଖେଇବ କିଙ୍ଗ୍ସ 11ପଞାବ୍ । କୋଲକତା ନାଇଟ୍ ରାଇଡର ର କ୍ୟପଟାନ୍ ଦିନେସ୍ କାର୍ତ୍ତିକ୍ । ସେମିତି ରେ ଦୁଇ ଥର ନିଜ ନାମରେ ଟ୍ରଫି କରି ସାରି ଥିବା ବେଳେ ଏହି ସିଜନ୍ ରେ ସେମିତି କିଛି ଆଶା ରହିଛି ।

ipllllll

ସନରାଇଜର ହାଇଦ୍ରାବଦ୍ । ର କ୍ୟପେଟାନ୍ ଡେବିଡ୍ ୱାର୍ନର ଏମାନଙ୍କ ଠାରୁ ବୁ ଫେନ୍ ମାନେ ବହୁତ କିଛି ଆଶା କରନ୍ତି । ତେବେ ଦେଖିବା କଥା କି ଏମାନେ କଣ କରୁଛନ୍ତି । ସେହି ପରି ଭାବେ ରାଜସ୍ଥାନ ର କ୍ୟପଟାନ୍ ଟିପ୍ସ ସ୍ମିଥ୍ । ଯିଏ କୁ ସବୁଠୁ ପ୍ରଥମେ ସିଜନ୍ ନେଇ ଥିବା ବେଳେ ଏହି ବର୍ଷ ରେ ସେମିତି ହେବ ବୋଲି ଆଶି ରହିଛି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *