ଭଗବାନ ଶ୍ରୀକୃଷ୍ଣ କାହିଁକି ବିବାହ କରିଥିଲେ 16000 ଜଣଙ୍କୁ || କାରଣ ଜାଣିଲେ ଭକ୍ତିରେ ଗଦଗଦ ହୋଇଯିବେ

kanha

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁ ଗଣ ଆମେ ଆଜି ଆପଣ ମାନଙ୍କୁ ଶ୍ରୀ କୃଷ୍ଣ କଣ ପାଇଁ 16108 ଜଣ ଯୁବତୀ ଙ୍କୁ ବିବାହ କରି ଥିଲେ । ଶାସ୍ତ୍ର ରେ ଭଗବାନ କୃଷ୍ଣ ଙ୍କ ର 16108 ଜଣ ପତ୍ନୀ ରହି ଥିଲେ  ବୋଲି ଉଲ୍ଲେଖ ରହିଛି । ଯେଉଁ ଲୋକ ମାନଙ୍କର ଭାଗବତ ର ଜ୍ଞ୍ୟାନ ରହିଛି ତେବେ ସେମାନେ ନିଶ୍ଚିତ ଭାବେ ଏହି କଥା ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣି ଥିବେ କି କୃଷ୍ଣ ଙ୍କର ସେହି ସମୟ ରେ ଏତେ ନୁହେଁ କେବଳ 8 ଜଣ ପତ୍ନୀ ରହି ଥିଲା । କୃଷ୍ଣ ଙ୍କର ଆଠଟି ପତ୍ନୀ ହେଲେ ରୁକମଣୀ , ସତ୍ୟଭାମା , ଜାମ୍ବବତୀ , ନାଗନଜ୍ୟୋତି ,କାଳୀନ୍ଦୀ ,ମିତ୍ରବିନ୍ଦା, ଭଦ୍ରା , ଏବଂ ଲକ୍ଷ୍ମଣା ।

krishna

ଏବେ ଆପଣ ମାନେ ନିଶ୍ଚିତ ଭାବେ ଭାବୁ ଥିବେ ଶ୍ରୀକୃଷ୍ଣ ଙ୍କର 16108 ଜଣ ସ୍ତ୍ରୀ କିଏ ଥିଲେ ଏବଂ ତାଙ୍କୁ ଶ୍ରୀକୃଷ୍ଣ ଙ୍କର ସ୍ତ୍ରୀ ଭାବେ କଣ ପାଇଁ କୁହାଜାଇଛି । ତେବେ ସଂମ୍ପର୍ଣ୍ଣ କଥା ଟି ହେଲା ନରକେଶ୍ୱର ନାମକ ଜଣେ ରାକ୍ଷାସ 16100 ଟି ଯୁବତୀ ଙ୍କୁ ବନ୍ଦି କରି ରଖି ଥିଲା । ଏବଂ ସେମାନଙ୍କ ସହିତ ସେ ଦୁର୍ବ୍ୟବହାର କରୁ ଥିଲେ । ତେବେ ସେହି ସମୟ ରେ ଶ୍ରୀକୃଷ୍ଣ ନରକାଶ୍ୱର ଙ୍କୁ ଯୁଦ୍ଧରେ ପରାସ୍ତ କଲେ ଏବଂ ତାଙ୍କର ମୃତ୍ୟୁ ପରେ ତାଙ୍କ ପାଖରେ ରହି ଥିବା 16100 ଟି ଯୁବତୀ ଶ୍ରୀକୃଷ୍ଣ ଙ୍କର ଅଧିନ ହୋଇ ଜାଇ ଥିଲେ ।

krishnna

ବନ୍ଦୀ ହୋଇ ରହି ଥିବା କାରଣ ରୁ ହିଁ ଯୁବତୀ ଙ୍କର ପରିବାର ଲୋକ ମାନେ ସେମାନଙ୍କ ଫେରେଇ ନେବା ପାଇଁ ଚାହୁଁ ନ ଥିଲେ । ତେବେ ସେମିତି କ୍ଷେତ୍ର ରେ ସେମାନେ କହିଲେ କି ଯଦି ଶ୍ରୀକୃଷ୍ଣ ତାଙ୍କୁ ସ୍ତ୍ରୀ ରୂପେ ଗ୍ରହଣ ନ କରିବେ ତେବେ ସେମାନେ ଅତ୍ମହତ୍ୟା କରିବେ । ଶ୍ରୀକୃଷ୍ଣ ସେମାନଙ୍କ ମାନ ରକ୍ଷା କରିବା ପାଇଁ ସେମାନଙ୍କୁ ପତ୍ନୀ ଭାବେ ସ୍ୱକାର କରି ଥିଲେ । ଏହି ପରି ଭାବେ ଶ୍ରୀକୃଷ୍ଣ ଙ୍କ ପତ୍ନୀ ବିଷୟ ରହି ଥିଲା ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *