କନ୍ୟାର ମା’ କୁ ଭଗେଇ ନେଲା ବରର ବାପା…..। ଆଉ ତା ପରେ …

samudi

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ ବନ୍ଧୁଗଣ । ବହୁତ ସମୟ ରେ ଆପଣ ମାନେ ଦେଖିବା ପାଇଁ ପାଇ ଥାନ୍ତି କେଉଁ ଠାରେ ଝିଅ ମାନେ ବେଦୀ ରୁ ଉଠି ପଳେଇ ଜାଇ ଯାଏ ତ ଆଉ କେବେ ବେଳେ ଘରୁ ପଳେଇ ଥାଏ । ତେବେ ସେମିତି କ୍ଷେତ୍ର ରେ ସେମାନେ ନିଜର ପ୍ରକୃତ ଭଲ ପାଇବା ପାଇଁ କରି ଥାନ୍ତି ହେଲେ କଣ ଆପଣ ମାନେ କେବେ ଶୁଣିଛନ୍ତି କି ନିଜର ପୁଅ କୁ ବିବାହ କରିବା ପାଇଁ ଜାଇ ସମୁଦୁଣୀ କୁ ଟେକି ନେଇ ପଳେଇବା । ଆପଣ ମାନେ ସାଳୀ ଏବଂ ଭେଣେଇ ଙ୍କ ରୋମାନ୍ସ ବିଷୟ ରେ ସୁଣି ଥିଲେ ବା ଦିଅର ଏବଂ ଭାଉଜ ଙ୍କ ରୋମାନ୍ସ ବିଷୟ ରେ ଆପଣ ମାନେ ସୁଣି ଥିଲେ ହେଲେ ଏଠାରେ ସମୁଦୀ ଏବଂ ସମୁଦୁଣୀ ଙ୍କ ରୋମାନ୍ସ ଚାଲିଛି ତେବେ ଆସନ୍ତୁ ଏହି ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣି ନେବା ।

samu

ଏଠାରେ ପୁଅ ର ବି କିଛି ଭୁଲ ନାହିଁ । ଆଉ ଝିଅ ର ବି କିଛି ଭୁଲ ଦେଖିବା ପାଇଁ ମିଳି ନାହିଁ । ହେଲେ ନିଜର ପୁଅ କୁ ବିବାହ କରିବା ପାଇଁ ଜାଇ ସମୁଦୁଣୀ କୁ ଟେକି ନେଇ ପଳେଇଛନ୍ତି । ଘଟଣା ହେଉଛି  ସୁରଟ ର ଏହି ଘଟଣା ଟି ବର୍ତମାନ ସମୟରେ ବହୁତ ଚର୍ଚାରେ ରହିଛି ଏବଂ ଏମାନଙ୍କ ସମୁଦୀ ଙ୍କ ବୟସ 48 ବର୍ଷ ଏବଂ ସମୁଦୁଣୀ ଙ୍କ ବୟସ 45 ବର୍ଷ ହୋଇ ଥିବା ବେଳେ ଏମାନେ ପିଲା ଦିନ ରୁ ଗୋଟିଏ ସ୍କୁଲ ରେ ପଢୁ ଥିଲେ ତେବେ ସେମିତି କ୍ଷେତ୍ର ରେ ଏମାନଙ୍କ ପ୍ରେମ ସଂମ୍ପର୍ଣ୍ଣ ଏବେ ଜାଗ୍ରତ ହୋଇଛି ବୋଲି ସ୍ଥାନୀୟ ଲୋକ ମାନଙ୍କର ଜାହା କହିବା କଥା ।

sammmm

ବର୍ତମାନ ସମୟ ରେ ପେପର ଏବଂ ନ୍ୟୁଜ୍ ରେ ମଧ୍ୟ ଏହାର ବିବରଣୀ ବାହାରିଛି । ତେବେ ଆପଣ ମାନେ ଏଠାରେ ଦେଖନ୍ତୁ କି ନିଜ ଘରେ ମାଆ ଝିଅ କୁ ବିଦା କରିବା ବଦଳ ରେ ନିଜେ ହିଁ ଫରାର୍ ହୋଇ ଯିବ ତେବେ କଣ ହେବ । ଏହି ଘଟଣା ପରେ ଘଟଣା ପୋଲିସ୍ ଆଡକୁ ଜାଇ ଥିଲା ଏବଂ ଏହା ପରେ ଏବେ ପୋଲିସ୍ ଏମାନଙ୍କୁ ଖୋଜା ଖୋଜି କରୁଛି ବୋଲି ଜଣା ପଡ଼ିଛି ।

samuu

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *