(ପୁଅ ମାନେ ଜାଣିବା ନିହାତି ଦରକାର)ଝିଅମାନେ ଏହି ଗୋଟେ ଜିନିଷ ପିନ୍ଧୁଛନ୍ତି କି ? ଜାଣନ୍ତୁ କେତେ ଭୟଙ୍କର ପ୍ରଭାବ ପଡେ ।

womn

ଆପଣ ମାନେ ଯଦି ପୁଅ ତେବେ କେବେ ବି ବିବାହ ପରେ ନିଜ ପତ୍ନୀ ଙ୍କୁ ଏହି 5 ଜିନିଷ ପିନ୍ଧିବା ପାଇଁ ଦିଅନ୍ତୁ ନାହିଁ । ବନ୍ଧୁ ଗଣ ଆପଣ ମାନଙ୍କୁ ଆମର ଚେନ୍ନାଲ କୁ ସ୍ୱାଗତ କରୁଛୁ । ଆଜି ଆମେ ଏହି ପୋଷ୍ଟ ରେ ଜାଣିବା ଝିଅ ମାନେ ବିବାହ ପରେ କେଉଁ 5 ଟି ଜିନିଷ ପିନ୍ଧିବା ବା ନାଇଁବା ଦ୍ୱାରା ସେମାନଙ୍କ ସ୍ୱାମୀ ବର୍ବାଦ୍ ହୋଇ ଜାଆନ୍ତି । ଗୋଟିଏ ପୁଅ ଏବଂ ଝିଅ ପାଇଁ ତାଙ୍କର ବାହାଘର ଦିନ ଠାରୁ ଆଉ ବଡ ଦିନ କିଛି ବି ନାହିଁ । ଏହି ଦିନ ରେ ଗୋଟିଏ ଅଜଣା ଝିଅ ଗୋଟିଏ ଅଜଣା ପୁଅ ସହିତ ହାତ ଧରି ଚାଲି ଆସି ଥାଏ । ଏବଂ ବାହାଘର ପରେ ସେହି ପୁଅ ପାଇଁ ସେହି ଝିଅ ସବୁ କିଛି ହୋଇ ଯାଏ । ମାନେ ଝିଅ ତାର ଅଦ୍ଧାଙ୍ଗୀନି ସାଜି ପ୍ରତ୍ୟେକ ଦୁଖଃ ସୁଖ ରେ ହାତ ବଢାଏ ।

ଏହି ପରି କ୍ଷେତ୍ର ରେ ଝିଅ ବାହା ହେବା ପରେ ଝିଅ ପିନ୍ଧି ଥିବା କେତୋଟି ଜିନିଷ ତାର ସ୍ୱାମୀ କୁ ବର୍ବାଦ୍ କରି ଦିଏ । ଏବଂ ଦୁହିଁଙ୍କୁ ଅଲଗା ମଧ୍ୟ କରି ଦେଇ ଥାଏ । ହିନ୍ଧୁ ଧର୍ମରେ ବାସ୍ତୁ ଶାସ୍ତ୍ର କୁ ବହୁତ ମହତ୍ୱ ଦିଆ ଜାଇ ଥାଏ । ଘରର ପ୍ରତ୍ୟେକ କାର୍ଯ୍ୟ ଶୁଭବେଳା ଏବଂ ଶୁଭ କାଳ ଦେଖି ହିଁ କରା ଜାଇ ଥାଏ । ଯେଉଁ ବାସ୍ତୁ ଶାସ୍ତ୍ର କୁ ଏତେ ମହତ୍ୱ ଦିଆ ଯାଏ । ସେହି ବାସ୍ତୁ ଶାସ୍ତ୍ର ସହିତ ତାଳରେ ତାଳ ମିଶାଇ କରି ବାହା ହୋଇ ଥିବା ଝିଅ ଏହି ଜିନିଷ କୁ ଶରୀର ରେ ପିନ୍ଧନ୍ତି । ଏପରି ପିନ୍ଧିବା ଦ୍ୱାରା ତାଙ୍କ ଜିବନ ରେ ବହୁତ ପ୍ରଭାବ ପକାଇ ଥାଏ। ତେବେ ଚାଲନ୍ତୁ ଜାଣିବା ସେହି 5 ଟି ଜିନିଷ ଜାହାକୁ ବାହା ହେବା ପରେ କୈଣସି ଝିଅ କୁ ପିନ୍ଧିବେ ନାହିଁ ।

women

ପ୍ରଥମେ ରହିଛି ସୁନା ବିବାହିତ ମହିଳା ହୁଅନ୍ତୁ ବା ଅବିବାହିତ ସେମାନଙ୍କ ମନ ରେ ନିଶ୍ଚିତ ଭାବେ ସୁନା ପ୍ରତି ବହୁତ ଲାଳଶା ରହି ଥାଏ । ଏବଂ ବିବାହ ପରେ ନୂଆ ବୋହୁ ସୁନା ଅଳଙ୍କାର ରେ ସଜେଇ ହୋଇ ରହି ଥାଏ । କିନ୍ତୁ ସୁନା ବିବାହିତ ମହିଳା ମାନଙ୍କ ପାଇଁ ଯେତେ ଶୁଭ ହୋଇ ଥାଏ । ଠିକ୍ ସେତିକି ପରିମାଣ ରେ ଅଶୁଭ ମଧ୍ୟ ହୋଇ ଥାଏ । ତେବେ ସେହି ସୁନା ମାନଙ୍କ ମଧ୍ୟ ରୁ ସୁନା ପାଉଁଜୀ ବା ସୁନା ଝୁଟିଆଁ ବିବାହିତ ମହିଳା ମାନେ ଗୋଡ ରେ ପିନ୍ଧିବା ବହୁତ ଅଶୁଭ ହୋଇ ଥାଏ । ରାଜା କୁବେର ଙ୍କ ଶଦୃଶ୍ୟ ସୁନା କୁ ଯଦି ଗୋଡ ରେ ଧାରଣ କରା ଯାଏ । ତେବେ ଏହା କୁବେର କୁ ଅପମାନ କରିବା ସହିତ ସମାନ ହୋଇ ଥାଏ ।ତେବେ ଏହା ପରିବାର ଉପର କୁ ବିପଦ ଡାକି ଆଣିବା ଏବଂ ପରିବାର କୁ ଅଭାବ ପଡି ଥାଏ ।

ତଥା ଆଜିର ଆଧୁନିକ ଯୁଗ ରେ ନିଜର ଷ୍ଟାଇଲ କୁ ମେଣ୍ଟନ୍ କରିବା ପାଇଁ ଧଳା ଲୁଗା କିମ୍ଭା ଧଳା ଡ୍ରେସ୍ ପିନ୍ଧି ଥାନ୍ତି । ହେଲେ ଆପଣ ମାନଙ୍କୁ କହିବୁ କି ଏହା ସେମାନଙ୍କ ପାଇଁ ଉଚିତ୍ ହୋଇ ନ ଥାଏ । ଏପରି କରିବା ଦ୍ୱାରା ବାସ୍ତୁ ଅନୁସାରେ ସ୍ୱାମୀ ର ମୃତ୍ୟୁ କୁ ସ୍ୱାଗତ ଦେବା ସହିତ ସମାନ ହୋଇ ଥାଏ । ଶାସ୍ତ୍ର ଅନୁସାରେ ଧଳା ବସ୍ତ୍ର କେବଳ ବିଧବା ମହିଳା ମାନେ ହିଁ ପିନ୍ଧିବା ଉଚିତ୍ । ସେହି ପରି ବେଳେ ବିବାହିତ ମହିଳା ମାନଙ୍କର ମଙ୍ଗଳ ସୂତ୍ର ବିବାହ ମୂଳ ସୂତ ହୋଇ ଥାଏ । ହେଲେ ଆଧୁନିକ ଯୁଗ ରେ ମଙ୍ଗଳ ସୂତ୍ର ଯେଉଁ ଥିରେ କଳା ମାଳୀ ନ ଥାଏ । ଏବଂ ଆଜିର ସମୟ ରେ ମହିଳା ମାନେ ନିଜ ହାତ ରେ ମଙ୍ଗଳ ସୂତ୍ର କି ପିନ୍ଧି ନିଜ ସ୍ୱାମୀ ର ଅଶୁଭ କାମନା କରିବା ସହିତ ସମାନ ହୋଇ ଥାଏ ।

ଏବଂ ସେହି ପରି ବେଳେ ଷ୍ଟାଇଲ୍ ଏବଂ ଶାଢୀ କୁ ମ୍ୟଚ୍ କରିବା ଭଳି ଭିନ୍ନ ଭିନ୍ନ ରଙ୍ଗ ର ସିନ୍ଦୁର କୁ ମଥା ରେ ଧାରଣ କରିବା ଗୋଟିଏ ବିବାହିତ ମହିଳା ପାଇଁ ବହୁତ ଅଶୁଭ ହୋଇ ଥାଏ । ଜାହାକି ଘରର ବାସ୍ତୁ ଉପରେ ପ୍ରଭାବ ପକେଇ ଥାଏ । ଏହି ଛୋଟ ଛୋଟ ଜିନିଷ ମହିଳା ମାନେ ବ୍ୟବହାର କରିବା ନିଜର ଘର ପରିବାର ସ୍ୱାମୀ ପ୍ରତି ବିପଦ ଆଣି ଥାଏ । ପାଠକ ବନ୍ଧୁ ଏହି ବିଷୟରେ ଅଧିକ ଜାଣିବା ପାଇଁ ତଳେ ଭିଡିଓ ନିଶ୍ଚୟ ଦେଖନ୍ତୁ ।

Leave a Reply

Your email address will not be published. Required fields are marked *